ଟିପେ ପୃଥିବୀର ମୋହ ସନ୍ଧ୍ୟା ରାଣୀ ଦାଶ ହଜି ଯାଇଥିବା ପୃଥିବୀର ପୂର୍ଣ୍ଣତା… ହୃଦୟହୀନର ଭାବାବେଗରେ ଜର୍ଜରିତା.. ପରିତ୍ୟକ୍ତା ବସନ ସମ ଆଜି ଏ ସାରା ଧରିତ୍ରୀର ଅନ୍ତରାତ୍ମା… ବିଳାପ କରୁଛି ବାରମ୍ବାର… ଭଗ୍ନ ପ୍ରାୟ ଆଜି ଆଶାର ଵନ୍ଧଵାଡ.. ନିରାଶାର ମରୁଵାଲିରେ ଖୋଜା ଚାଲିଛି ଅଳ୍ପ କିଛି ପାରିଜାତର କ୍ଷୀଣାୟୁଷ… ଜ୍ଞାଚ ସଭିଏଁ
Read More
ଶରତ ସନ୍ଧ୍ୟାରେ *†************ ଶରତ ସନ୍ଧ୍ୟାରେ ମରତ ଭୁଇଁରେ ନାଚେ କାଶ ତଣ୍ଡି ଫୁଲ ଧବଳ ରଙ୍ଗରେ ମଣ୍ଡିଛି ମହୀକୁ କିଏ ହେବ ତାର ତୁଲ। ଦେହେ ମୁକ୍ତା ମାଳ ନରମ କୋମଳ ଦୋହଲି ଉଠେ ସମୀରେ ସୁନିଲ ଗଗନ ଦିଶେ ରୂପା ଜହ୍ନ ଧରାକୁ କୋଳେଇ ଧରେ। ମଣ୍ଡିତ ଜଗତ ଆସିବେକି ମାତ ଶାରଦୀୟ ପରିବେଶ ଦୁର୍ଗତି
Read More
କନ୍ୟାରତନ ********** ସ୍ଵର୍ଗ ଅପସରା ପରି ସଜାଇ ଲ ହୃଦୟ ସଙ୍ଖାଳି ତୁମ ପର ଗୋତ୍ରି କରି ନିକଟରୁ ଦୂର ସାରି ଦେଲ ତୁମ କାମ। ମୁଣ୍ଡରେ ଓଢ଼ଣା ହାତେ ଶଙ୍ଖା ଚୁଡି ମଥାରେ ପିନ୍ଧି ସିନ୍ଦୂର ସ୍ଵାଧୀନ ରୁ ପୁଣି ପରାଧୀନ ହୋଇ ଆପଣା ହୋଇଲେ ପର। ସୁନା ପଞ୍ଜୁରୀ ର ବନ୍ଦୀ ଶାରି ଟିଏ କଥାରେ
Read More
ଅନୁଭୁତିରେ ପିଲା ଦିନ ଓ ମୋ ବିଦ୍ୟାଳୟ ************************* ମଧ୍ୟାହ୍ନ ର ସୂର୍ଯ୍ୟ ଧୀରେ ଧୀରେ ପଶ୍ଚିମ ଆକାଶ ଆଡ଼କୁ ଢଳି ଯାଉଅଛି। ବୟସ ବଢିବା ସହିତ ମନ ବି ବଦଳି ଯାଇଛି। ବିଭିନ୍ନ ଚିନ୍ତା ରୋଗ ଦୁଃଖ ସୁଖ ସହ କାଳାତିପାତ କରୁଥିବା ମନ କେବେ ପୁଣି ଖୋଜି ବସେ ପୁରୁଣା ଦିନକୁ। ବେଳେ ବେଳେ ମନେ
Read More