Nov
2021
14
*ଟିପେ ପୃଥିବୀର ମୋହ – ଅନ୍ତର୍ଯ୍ୟାମୀ ମିଶ୍ର*
** ଟିପେ ପୃଥିବୀର ମୋହ ** ଅନ୍ତର୍ଯ୍ୟାମୀ ମିଶ୍ର ****************************** ଭୁଲା ମନଟେ ପାଇଁ ବେଳେବେଳେ ଗର୍ବ ଆସୁଛି, ସେତିକି ନଥିଲେ କି’ ହିନସ୍ତା ! କାନ କୁଣ୍ଡେଇ କୁଣ୍ଡେଇ, ଆହୁରି କେତେ ଝୁଣ୍ଟିବାକୁ ପଡନ୍ତା ! ଦେଖି ନଦେଖିଲା ପରି ଜାଣି ନଜାଣିଲା ପରି ନୀରବରେ ଦୁଃଖସୁଖ ହେବା କି’ ଦୁଃସାଧ୍ୟ ବ୍ୟାପାର