May 01, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Mar
2022
3

*ଝରକା ସେ ପାଖରେ–ପ୍ରତିମା ବାରିକ*

ଝରକା ସେ ପାଖରେ *************** ମୋ ଘର ଭିତରେ ବିରାଟ ଶୂନ୍ୟତା ଗତ ଜୀବନ ଭଗ୍ନାଂଶ ସାଉଁଟୁ ସାଉଁଟୁ ଦେଖୁଛି ଝରକା ସେ ପାଖେ ଦିଶେ ଯା ଅଂଶ । ଶୁଖିଲା ଧରାର ଆର୍ତ୍ତ ଚିତ୍କାରକୁ ଝଡ ବିଧ୍ବସ୍ତ ବନାନୀ ଲଣ୍ଡା ପାହାଡ ବି ଶ୍ରୀମୁଖ ଦେଖାଇ କହୁଛି ଦୁଃଖ କାହାଣୀ । ଦାରିଦ୍ର୍ଯର ପଦା- ଘାତରେ ଫାଟୁଛି

Loading

Dec
2021
3

*ଭସା ମେଘ–ପ୍ରତିମା ବାରିକ*

ଭସା ମେଘ “”””””””””””””””””””””””” ଲେଖୁଛି ଚିଠି ମୋ ହୃଦ ଭାଷ୍ୟ ବାଣୀ ପ୍ରୀତି ଝର କୁଳୁ ନାଦିନୀ ରାଗିଣୀ । ବିରହ ବ୍ୟଥାର ସଜ ଫୁଟା ଫୁଲ ସ୍ମୃତିର ପୃଷ୍ଠାର ରୋମନ୍ଥନ ଫାଲ । ଅକୁହା ବେଦନା ନିଃଶବ୍ଦ ଝଙ୍କାର ନିଶିଥ ନିର୍ଜନେ ଆଖି ଲୁହ ଧାର । ସାକ୍ଷୀ ବେଳାଭୂମି ସମୁଦ୍ର କଣିକା ଜହ୍ନ ଆଲୁଅରେ ବସୁଥିଲେ

Loading

Nov
2021
14

*ଟିପେ ପୃଥିବୀର ମୋହ – ପ୍ରତିମା ବାରିକ*

🌳ଟିପେ ପୃଥିବୀର ମୋହ 🌳 ପ୍ରତିମା ବାରିକ 🌿🌿🌿🌿🌿🌿🌿   ଏ ମାଟି ଆକାଶ ତା ପାଣି ପବନ ଯହିଁରେ ଗଢା ଏ ଦେହ ସୁରୁଜ ଚନ୍ଦ୍ରମା ବଣ ଶ୍ୟାମଳିମା ବାନ୍ଧି ରଖେ ତାର ମୋହ ।   ତାହାରି ଭିତରେ ଝାଟି ମାଟିର ଏ ଟିକି କୁଡିଆଟି ମୋର ସ୍ବର୍ଗଠୁ ସୁନ୍ଦର ମଧୁ ଠୁ ମଧୁର ଶାନ୍ତିମୟ

Loading

Jul
2021
4

*ପୁନର୍ମିଳନ–ପ୍ରତିମା ବାରିକ*

—ପୁନର୍ମିଳନ ଅଭିଶପ୍ତ ଏ ଜୀବନ ପଥରେ ତୁମକୁ ପାଇବାର ଅଭିଳାଷା ତାତିଲା ବାଲି ପଟାରେ ଆଞ୍ଜୁଳାଏ ଜଳଧାର ଭଲି ଅଟକି ଗଲା ଅଧା ବାଟରେ । ଜୀବନର ସକଳ ଭଲ ପାଇବାକୁ ଗଣ୍ଠିରେ ପୂରେଇ ମୁଁ ଗଲି ତୁମ ଆଡେ ହେଲେ ତୁମେ ଫେରି ପଡିଲ ବୀପରୀତ ଦିଶାରେ ମଧୁକୁଞ୍ଜର ମୋହରେ । ମୁଁ ନିରାଶ ହେଲି ପଥରେ

Loading

Jun
2021
18

*ସମୁଦ୍ର କାନ୍ଦୁଛି–ପ୍ରତିମା ବାରିକ*

–ସମୁଦ୍ର କାନ୍ଦୁଛି ବିଗିଡି ଯାଇଛି ସନ୍ତୁଳନ ଆଜି ପୃଥିବୀ ପୃଷ୍ଠର ଭାର ଖରା ବର୍ଷା ଶୀତ ଜଳବାୟୁ କାହା ହିତାର୍ଥେ ନାହିଁ ବେଭାର । ସ୍ବାର୍ଥାନ୍ଧ ମଣିଷ ଆଖି ବୁଜିଅଛି ଚଉଦିଗ ସ୍ବାର୍ଥମୟ ପ୍ରକୃତି କାନ୍ଦୁଛି ଧରିତ୍ରୀ କାନ୍ଦୁଛି ତା ହୃଦୟ ବିଷମୟ । ନିଜ ସ୍ବାର୍ଥ ହିତେ କଳକାରଖାନା ଆବର୍ଜନା ଛାଡେ ଦେହେ ଛାଡି ଦିଏ ଯେତେ

Loading

Jun
2021
4

*Lets talk with Pratima Barik for Suryodaya_Sambhranta_Saraswat_Samman – 2021*

Lets talk with Pratima Barik for Suryodaya_Sambhranta_Saraswat_Samman – 2021 ପ୍ରିୟ ସତୀର୍ଥ ସାହିତ୍ୟିକ ବନ୍ଧୁ ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି

Loading

Jun
2021
4

*ଜୀବନ୍ ଦୁଲି–ପ୍ରତିମା ବାରିକ*

ଜୀବନ୍ ଦୁଲି ******** ଶରୀର୍ ଗଛେଁ ଜୀବନ୍ ଦୁଲି ଇଟା ଝୁଲୁଛେନ ଅଠି ପହର୍ ଆଗକେ ପଛକେ ଫିକି ହେଇ କରି କଲ୍ଜା କରୁଛେ ସର୍ ସର୍ । ଆୟୁଷର୍ ରସି ବନ୍ଧା ହେଇଛେ ଛିଡି ଯିବା କେତେବେଲେଁ ଜାନି ନି ପାରୁ ସୁଖେ ଭୁଲା ମନ୍ ଢି କଲା ପଡ୍ ବୁ ତଲେଁ । କେନ୍ତା ବତରେଁ

Loading