—ପୁନର୍ମିଳନ
ଅଭିଶପ୍ତ ଏ ଜୀବନ ପଥରେ
ତୁମକୁ ପାଇବାର ଅଭିଳାଷା
ତାତିଲା ବାଲି ପଟାରେ
ଆଞ୍ଜୁଳାଏ ଜଳଧାର ଭଲି
ଅଟକି ଗଲା ଅଧା ବାଟରେ ।
ଜୀବନର ସକଳ ଭଲ ପାଇବାକୁ
ଗଣ୍ଠିରେ ପୂରେଇ ମୁଁ ଗଲି ତୁମ ଆଡେ
ହେଲେ ତୁମେ ଫେରି ପଡିଲ ବୀପରୀତ ଦିଶାରେ
ମଧୁକୁଞ୍ଜର ମୋହରେ ।
ମୁଁ ନିରାଶ ହେଲି ପଥରେ ।
ସାକ୍ଷୀ ଅଛି ସେଇ ସମୁଦ୍ର କୂଳର ଢେଉ
ସେଇ ସନ୍ଧ୍ୟା ଗଗନର ମିଟି ମିଟି ତାରା
ଆଉ ଆମକୁ ଦେଖି ହସୁଥିଲା ସେ ଜହ୍ନ ।ସାକ୍ଷୀ ଅଛି ସେଇ ରିମ୍ ଝିମ୍ ବର୍ଷା ରାତି
ଯିଏ ମିଳେଇ ଥିଲା ଆମର ଦୁଇ ମନ ।
ସମୟର ତାଡନାରେ ଫିକା ପଡିଗଲା
ଆମ ପ୍ରେମର ରଙ୍ଗ
ଠେଲି ଦେଲା ଦୂର ବହୁ ଦୂର
ଯେଉଁଠି ଶୁଭିଲା ନାହିଁ ମୋ ଅନ୍ତରରେ ଅହର୍ନିସି ବାଜୁଥିବା ବିରହ ଗୀତି ।
ତଥାପି ବିଶ୍ବାସ ଅଛି ସେଇ
ବଟ ବୃକ୍ଷର
ସାତ ଘେରା ବନ୍ଧା ନାଲି ସୂତାକୁ
ଯେଉଁଠି ଲାଗି ଥିଲା ଆମ ଚାରି ହାତ ।
ତୁମେ ସୁଖରେ ରୁହ ମୁଁ ଫେରି ଯାଉଛି
ଏ ଜନ୍ମରେ ନୁହେଁ ଆର ଜନ୍ମ ରେ ହେବ
ଆମର ପୁନର୍ମିଳନ ।
Pratima Barik
Bargarh
Babebira
668 total views, 1 views today
Wow, great article.Really thank you!
There’s certainly a great deal to learn about this issue. I like all of the points you’ve made.
I cannot thank you enough for the blog post.Really thank you! Really Cool.
Very informative blog article. Fantastic.
Thanks for the article post.Really thank you! Much obliged.
Im obliged for the article.Much thanks again. Really Great.
Im thankful for the article.Really looking forward to read more. Much obliged.
I cannot thank you enough for the post.Thanks Again. Cool.
I vote for Xiao Zhan, he is the whole package ~ appearance, wisdom, manner, kind heart, humble, ~~ Thomasa Pearce Archer
It’s wonderful that you are getting ideas from this piece of writing aswell as from our argument made here.
Looking forward to reading more. Great article post.Much thanks again.
Fantastic blog post.Much thanks again. Will read on…
I really like and appreciate your article post.
Genuinely when someone doesn’t understand afterwardits up to other users that they will help, so here it occurs.my blog … commercial paper towel
Wow, great article post.Much thanks again. Much obliged.
Thanks for sharing, this is a fantastic blog post.Really looking forward to read more. Great.