February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

*ଜୀବନ୍ ଦୁଲି–ପ୍ରତିମା ବାରିକ*

ଜୀବନ୍ ଦୁଲି
********

ଶରୀର୍ ଗଛେଁ ଜୀବନ୍ ଦୁଲି ଇଟା
ଝୁଲୁଛେନ ଅଠି ପହର୍
ଆଗକେ ପଛକେ ଫିକି ହେଇ କରି
କଲ୍ଜା କରୁଛେ ସର୍ ସର୍ ।

ଆୟୁଷର୍ ରସି ବନ୍ଧା ହେଇଛେ
ଛିଡି ଯିବା କେତେବେଲେଁ
ଜାନି ନି ପାରୁ ସୁଖେ ଭୁଲା ମନ୍
ଢି କଲା ପଡ୍ ବୁ ତଲେଁ ।

କେନ୍ତା ବତରେଁ ଫାନ୍ଦିଛେ ବିହି ଇଟା
ବସେଇ ଦେଇ ଜୀବନ୍
ରସିର୍ ଜୋର୍ ଟା ତାର୍ ମୁଠା ଥି
ଛିଡ୍ ଲେଁ ହେସି ମରନ୍ ।

ଝୁଲୁଥିବାର୍ ତକ୍ ଦେଖୁଥା ସପନ୍
ପାପ୍ ପୁଇନ୍ ଘଡା ବାନ୍ଧି
ଜୀବନ୍ ଘଡା ଥି ପାପ୍ ଭରଲେଁ
ହେଇ ଯିବୁ ଦିନେ ଛନ୍ଦି ।

ଦୟା ଧରମ୍ କରି ପୁଇନ୍ ଭରଲେଁ
ଜୀବନେ ଆଏବା କାମ୍
ଜୀଇଁ ଥିଲେଁ ଲୋକ୍ ବାଃ ବାଃ କରବେ
ମଲେଁ ନାମର୍ ଥିବା ଦମ୍ ।

Pratima Barik
Bargarh
Babebira

 267 total views,  1 views today

3 thoughts on “*ଜୀବନ୍ ଦୁଲି–ପ୍ରତିମା ବାରିକ*

  1. Great post. I was checking continuously this blog and I’m impressed! Extremely useful info particularly the last part I care for such info much. I was looking for this particular info for a very long time. Thank you and best of luck.

  2. Currently it seems like Expression Engine is the preferred blogging platform available rightnow. (from what I’ve read) Is that what you are using on your blog?

Leave a Reply

Your email address will not be published. Required fields are marked *