April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଜୀବନ୍ ଦୁଲି– ଲୋକନାଥ ମିଶ୍ର*

– ଜୀବନ୍ ଦୁଲି
++++++±++++++++++

ଜୀବନ୍ ଦୁଲି କେ ଯେ ଫାନ୍ଦିଛେ
ସେ ଦୁଲାଉଛେ ଦିନ୍ ରାଏତ୍
ସବ୍’କର୍ ଲାଗି ତ ଗୁଟେ ଦୁଲି
କାଏଁ ବଡ୍ ସାନ୍ ଜାଏତ୍ ଅଜାଏତ୍।

ଜନମ୍ ଦିନୁ ଜୀବର୍ ଲାଗି
ଦୁଲିକେ ଦେସି ସେ ଫାନ୍ଦି
କେତେ ବେଲ୍ ତକ୍ କିଏ ଦୁଲ୍’ବା
ସମିଆ ରଖ୍’ସି ବାନ୍ଧି।

ଯାହାର୍ ଦୁଲ୍’ବାର୍ ସମିଆ ସଏଲା
ଅଟ୍’କେଇ ଦେସି ଦୁଲିକେ
ବେଲର୍ ବେଲେଁ ଉତ୍’ରେଇ କରି
ଫେର୍ ଦୁଲାସି ଆର୍ କାହାକେ।

ନୁକୋ କରମ୍ ନୁକୋ ଧରମ୍ କରୁଥିଲେ
ଦୁଲିବାଲା ନେଁ କଚାଡେ
କେତେ ଲାଡେ ଗେଲେ ଦୁଲିରେ ଦୁଲାବା
ଉତ୍’ରେଇ ଦେବା ଲାଡେ।

ଜୀବନ୍ ଦୁଲିରେ ଦୁଲୁଥିବାର୍ ତକ୍
ଜୀବନ୍ ରହେସି ଇ ସଁସାରେ
ଦୁଲିର୍ ଉପ୍’ରୁ ଉତ୍’ରି ଗଲେ
ଦିହି ଗନା ହେସି ମୁର୍’ଦାର୍ ରେ।

Lokanath Mishra
Khambeswari Pali
Subarnapur
Mob/WhatsApp number
(9777429069)

Loading

20 thoughts on “*ଜୀବନ୍ ଦୁଲି– ଲୋକନାଥ ମିଶ୍ର*

  1. Once I initially commented I clicked the -Notify me when new feedback are added- checkbox and now each time a remark is added I get 4 emails with the same comment. Is there any approach you can remove me from that service? Thanks!

  2. Hey! I’m at work surfing around your blog from my new iphone!Just wanted to say I love reading your blog and look forward to all your posts!Keep up the great work!

  3. A fascinating discussion is definitely worth comment. I do believe that you need to publish more about this issue, it may not be a taboo matter but usually people do not discuss such topics. To the next! Many thanks!!

Leave a Reply

Your email address will not be published. Required fields are marked *