March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଜୀବନ୍ ଦୁଲି–ପ୍ରତିମା ବାରିକ*

ଜୀବନ୍ ଦୁଲି
********

ଶରୀର୍ ଗଛେଁ ଜୀବନ୍ ଦୁଲି ଇଟା
ଝୁଲୁଛେନ ଅଠି ପହର୍
ଆଗକେ ପଛକେ ଫିକି ହେଇ କରି
କଲ୍ଜା କରୁଛେ ସର୍ ସର୍ ।

ଆୟୁଷର୍ ରସି ବନ୍ଧା ହେଇଛେ
ଛିଡି ଯିବା କେତେବେଲେଁ
ଜାନି ନି ପାରୁ ସୁଖେ ଭୁଲା ମନ୍
ଢି କଲା ପଡ୍ ବୁ ତଲେଁ ।

କେନ୍ତା ବତରେଁ ଫାନ୍ଦିଛେ ବିହି ଇଟା
ବସେଇ ଦେଇ ଜୀବନ୍
ରସିର୍ ଜୋର୍ ଟା ତାର୍ ମୁଠା ଥି
ଛିଡ୍ ଲେଁ ହେସି ମରନ୍ ।

ଝୁଲୁଥିବାର୍ ତକ୍ ଦେଖୁଥା ସପନ୍
ପାପ୍ ପୁଇନ୍ ଘଡା ବାନ୍ଧି
ଜୀବନ୍ ଘଡା ଥି ପାପ୍ ଭରଲେଁ
ହେଇ ଯିବୁ ଦିନେ ଛନ୍ଦି ।

ଦୟା ଧରମ୍ କରି ପୁଇନ୍ ଭରଲେଁ
ଜୀବନେ ଆଏବା କାମ୍
ଜୀଇଁ ଥିଲେଁ ଲୋକ୍ ବାଃ ବାଃ କରବେ
ମଲେଁ ନାମର୍ ଥିବା ଦମ୍ ।

Pratima Barik
Bargarh
Babebira

Loading

3 thoughts on “*ଜୀବନ୍ ଦୁଲି–ପ୍ରତିମା ବାରିକ*

  1. Great post. I was checking continuously this blog and I’m impressed! Extremely useful info particularly the last part I care for such info much. I was looking for this particular info for a very long time. Thank you and best of luck.

  2. Currently it seems like Expression Engine is the preferred blogging platform available rightnow. (from what I’ve read) Is that what you are using on your blog?

Leave a Reply to ??????? Cancel reply

Your email address will not be published. Required fields are marked *