ଶିର୍ଷକ — ଜୀବନ୍ ଦୁଲି
~~~~~~~~~~~~~~~~
ଜୀବନ୍ ଦୁଲିକେ ଭାବର୍ ରସିଥି
ଭିଡି ବରକସ୍ କରି
ସମିଆଁ ଧୁକାଥି ଦୁଲିବସି ଗୀତ୍
ଗାଉଥାଆ ମନ୍ ଭରି
ଦୁଃଖ ଭି ନିଜର୍ ସୁଖ୍ ଭି ନିଜର୍
ହେତୁ ରଖିଥିବୁ କଥା
ଜୀଇଁଥିବା ଯାକେ ନିୟେ ବାଟେଂଚାଲି
ଠାଟେଂ ଟେକିଥିବୁ ମଥା [୧]
ଜନମ୍ ହେଇଛୁ ଧରମ୍ କେ ଧରି
ଜୀଇଁଥା କରମ୍ କରି
ମହତ୍ କବାରେଂ ସୋର୍ କରୁଥିବେ
ଗଲେ ଘଲେ ତୁଇଁ ମରି
ଜୀବନ୍ ଦୁଲିଥି ଝୁଲି ଝୁଲି ତୁଇଁ
ଆଗକେ ଫିକୁଥା ପାହାଁ
ସମିଆଁର୍ ଚକା ଘୁରୁଛେ ଘୁର୍ ବା
ଧରି ଧରମ୍ ର ରାହା [୨]
ଜୀବନର୍ ଦୁଲି ଚେତେଇ ଦଉଛେ
ଗଲା କଥା ଯାଆ ଭୁଲି
ସତ୍ ନିୟେବାଟେଂ ଚାଲୁଥାଆ ଛାଁଟେ
ହଁସି ଖେଲି ମିଲି ଜୁଲି
ଇଟା ନୁହେଁ ଭିନେ ମରିଯିମା ଦିନେ
ଛିଡ୍ ଲେ ଦୁଲିର୍ ରସି
ଜୀଇଁ ଥିବା ତକ୍ ରଖିଥିବୁ ଧକ୍
ପ୍ରେମ୍ ନେଇଁ ଯଉ ନଶି [୩]
ନୁକୋ କରମ୍ ଧରମ୍ କରୁଥିଲେ
ଦୁଳିବାଲା ନେ’ କଚ୍’ଡେ
ଉଲେଦୁଲେ ତତେ ଦୁଲଉଥିବା
ଉତ୍ ରେଇ ଦେବା ଲାଡେ
ଅସାର୍ ସଂସାରେ କିହେ ନୁହେଁ କା’ର୍
ଗୁଟେ କଥା ଆଏ ସାର୍
ଜୀବନ୍ ଦୁଲି ଥି ଝୁଲୁଥିମା ଇଁନେ
ଯେତ୍ କି ଆଏସ୍ ଯାର୍ [୪ ]
POET -ASHUTOSH THAKUR,
BOLANGIR, MANDAL,
MOB-9937933114,
That is a good tip especially to those new to the blogosphere. Simple but very precise info… Thank you for sharing this one. A must read post.
Right now it looks like WordPress is the preferred blogging platform out there right now.(from what I’ve read) Is that what you’re usingon your blog?