*.ଝୁଲା…* ************ ସ୍ମୃତି ବାତାୟନେ ହୁଏ ଉଦ୍ଭାସିତ ମଧୁର କୋମଳ ଶୈଶବ ବେଳା, ଦୃଶ୍ୟ ହୋଇଯାଏ ଦରବ ଭଣ୍ଡାର ପିତୃ ହସ୍ତେ ଶ୍ୱେତବର୍ଣ୍ଣ ସେ ଝୁଲା ll ରହସ୍ୟ ର ପେଡି ଲୁକ୍କାୟିତ ଯହିଁ କ୍ରୀଡ଼ନକ ଵସ୍ତୁ ଅବା ମିଷ୍ଟlନ୍ନ, ଜହ୍ନମାମୁଁ ଶିଶୁଲେଖା ର ପୁସ୍ତକ ଅବା ବ୍ୟବହାର୍ଯ୍ୟ ଉପକରଣ !! ସନ୍ଧ୍ୟା ଆଗମନେ କାର୍ଯ୍ୟାଳୟ ତ୍ୟଜି ଗୃହମୁଖୀ
Read More
ବିସ୍କୁଟ… ଗାୟତ୍ରୀ ମିଶ୍ର ***************** କ୍ଷୁଦା ମେଣ୍ଟିବାର କ୍ଷୁଦ୍ର ପ୍ରୟାସ ସେ ସ୍ନେହବୋଳା ଏକ ଉପହାର, କେବେ ସାଜେ ପୁଣି ପ୍ରାଣରକ୍ଷା ପଥି ବିସ୍କୁଟ ସେ’ ପ୍ରିୟ ସଭିଙ୍କର l ଉଦର ବିକଳେ ଭ୍ରମେ ଜନ୍ତୁ ଟିଏ ଖାଦ୍ୟ ପାଇଁ ସତେ କି ହାହାକାର, ବିସ୍କୁଟ ର ଦାନ ଦେଇ ଦୟାଵାନ ସାଜେ ଦେବଦୂତ ସେ’ କ୍ଷଣ ର
Read More
ଟିପେ ପୃଥିବୀ ର ମୋହ… ଗାୟତ୍ରୀ ମିଶ୍ର 🌹🌹🌹🌹🌹🌹 ଟିପେ ପୃଥିବୀ ର ମୋହ ପରିପୃଷ୍ଟ ଲେଖନୀ ର ସ୍ୟାହିଗାରେ, ଟିପେ ପୃଥିବୀ ର ସୋହାଗେ ବିପ୍ଲବୀ ସଚେତନ ସର୍ବେ କରେ l ଟିପେ ପୃଥିବୀ ରେ ଲେଖା ହୁଏ ଚିତ୍ର ଏନ୍ତୁଡ଼ି ର ଷଠୀ ଘରେ, ଟିପେ ମାଟିଗାର ମାତା ଲେପେ ଧୀରେ ଭୟାତୁର ଶିଶୁ
Read More