January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ଟିପେ ପୃଥିବୀର ମୋହ-ଛବିରାଣୀ ପତି*

ଟିପେ ପୃଥିବୀର ମୋହ

ଛବିରାଣୀ ପତି
************************

ଯେତେଦିନ ଯାଏଁ ଥିବ ଏ ଜୀବନ
ମୋହ ମାୟା ସଂସାର ରେ
ହାଡ଼ ମାଂସ ରକ୍ତ ଗଢା ପ୍ରାଣ ପିଣ୍ଡ
ଖେଳୁଥିବ ତୋ ସାଥିରେ ।

ମୁଣ୍ଡ ଉପର ଏ ନୀଳିମା ଆକାଶ
ପାଦ ତଳ ମୁଠେ ମାଟି
ଆକର୍ଷିତ ହୋଇ ଆସୁଛି ଆସିବି
ସତ କଟି କରି ମିଟି ।

ସ୍ୱର୍ଗଠୁଁ ସୁନ୍ଦର ଆହାର ବିହାର
ମାଆ ର ପଣତ ଏଠି
ଶକ୍ତ କୋମଳ ର ସମିଶ୍ରଣେ ଗଢା
ବାପାଙ୍କ ଶାସନ ଛାଟି ।

ଆତ ଜାତ ଭରା ସଚରାଚର ଏ
ପୃଥିବୀକୁ ଆସି ମୁହିଁ
ଭେଟ ଘାଟ ଯେଉଁ ହରି ହର ସାଥେ
ପାସୋରି ଦେବି ମୁଁ କାହିଁ !

ହୃଦ ସ୍ପନ୍ଦନର ସ୍ପନ୍ଦିତ ନିଃଶ୍ବାସ
ବିଶ୍ୱାସେ ବାନ୍ଧିଛି ଯହିଁ
ପାରିବିନି ସେଠୁ ମୁକୁଳି ମୁଁ କେବେ
ବହାସ୍ପୋଟ ହେବ ତହିଁ ।

ଛବିରାଣୀ ପତି

 523 total views,  1 views today

5 thoughts on “*ଟିପେ ପୃଥିବୀର ମୋହ-ଛବିରାଣୀ ପତି*

  1. Good post. I learn something new and challenging on websites I stumbleupon every day.
    It will always be useful to read through content from other writers and practice
    a little something from their websites.

  2. Howdy! Quick question that’s entirely off topic. Do you know how
    to make your site mobile friendly? My web site looks weird
    when browsing from my iphone 4. I’m trying to find a theme or plugin that might be
    able to resolve this problem. If you have any recommendations,
    please share. With thanks!

  3. It’s a shame you don’t have a donate button! I’d definitely donate to
    this excellent blog! I guess for now i’ll settle for bookmarking and
    adding your RSS feed to my Google account. I look forward to new updates and will share
    this site with my Facebook group. Chat soon!

  4. An impressive share! I have just forwarded this onto
    a co-worker who has been conducting a little research on this.
    And he actually ordered me breakfast due to the fact that I found it for
    him… lol. So let me reword this…. Thanks for the meal!!
    But yeah, thanx for spending some time to discuss this
    subject here on your internet site.

Leave a Reply

Your email address will not be published. Required fields are marked *