May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
May
2022
14

ବଖରାଏ ଘର — ସୁଭଦ୍ରା ସିଂହ 

ବଖରାଏ ଘର    ବିଦ୍ୟାଳୟ ସମୟର ପରିସମାପ୍ତି ପରେ ପରେ ଷୋଡଶୀ ଚୁଲ୍ ବୁଲି ରାଜ୍ ନୂଆ ନୂଆ ମହାବିଦ୍ୟାଳୟ କୁ ଯାଉଥାଏ। ମଠକରଗୋଳା ମହାବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀରେ ତା’ର ନାମ ଲେଖାଇ ଦେଇଥା’ନ୍ତି ତା ବାପା। ସେଠାରେ ସେ ଲେକ୍ଚରର ପଦବୀ ରେ କାର୍ଯ୍ୟରତ। ରାଜ୍ କୁ ନେଇ ସେଠାରେ ସେ ଏକ ମେସ୍

Loading

May
2022
14

*ନୃସିଂହ ଚତୁର୍ଦ୍ଦଶୀ(ପ୍ରବନ୍ଧ)–ସରୋଜିନୀ ପତି*

ନାମ- ସରୋଜିନୀ ପତି ଗ୍ରାମ/ ପୋ:- ରସୁଲପୁର ଜିଲ୍ଲା:- ଯାଜପୁର ପ୍ରବନ୍ଧ- ନୃସିଂହ ଚତୁର୍ଦ୍ଦଶୀ ************** ବୈଶାଖ ମାସ ଶୁକ୍ଳପକ୍ଷ ସ୍ଵାତୀ ନକ୍ଷତ୍ର ଶନିବାର ଦିନ ନୃସିଂହ ନାଥ ମହାପ୍ରଭୁଙ୍କ ର ଜନ୍ମଦିନ ପର୍ବ ପାଳନ କରାଯାଏ । ନୃସିଂହନାଥ ହେଲେ ନର ଓ ସିଂହ ଙ୍କ ର ମିଶ୍ରଣ କୁ ନେଇ ସୁନ୍ଦର ବିଗ୍ରହ ସୃଷ୍ଟି ,

Loading

May
2022
14

*ନୃସିଂହ ଚତୁର୍ଦ୍ଦଶୀ(ପ୍ରବନ୍ଧ)–ଭାବଗ୍ରାହୀ ତ୍ରିପାଠୀ*

============================== 🍂 🍂 🍂 *ନୃସିଂହ ଚତୁର୍ଦ୍ଦଶୀ* 🍂🍂 🍂 ============================== ✍️ *ଭାବଗ୍ରାହୀ ତ୍ରିପାଠୀ* ============================== ଭାରତୀୟ ସଂସ୍କୃତି,ପରମ୍ପରା ଓ ଐତିହ୍ୟକୁ ନେଇ ପର୍ବପର୍ବାଣୀ ଗୁଡିକ ପରିକଳ୍ପିତ।ଏହା ମଧ୍ୟରେ ଦେଶ ଓ ଜାତିର ସାଂସ୍କୃତିକ ସ୍ଵାଭିମାନ ଓ ଆଧ୍ୟାତ୍ମିକ ବୈଶିଷ୍ଟ୍ୟ ଗୁଡିକ ସ୍ପଷ୍ଟ ରୂପେ ବାରି ହୋଇଥାଏ।ପଲ୍ଲୀ ବହୁଳ ରାଜ୍ୟ ଓଡ଼ିଶାରେ ବାରମାସରେ ପାଳିତ ହୋଇଥାଏ ତେର

Loading

May
2022
14

ବଖରାଏ ଘର–ଚିନ୍ମୟୀ ମହାପାତ୍ର

ବଖରାଏ ଘର *********** ଖୁବ ଭଲ ଥିଲା ବଖରାଏ ଘର, ସେ ଭିତରେ ପଢ଼ା ଲେଖା ପାଇଁ ଟେବୁଲଟିଏ, ନିତ୍ୟ ବ୍ୟବହାର୍ଯ୍ୟ ଲୁଗାପଟା ପାଇଁ ଆଲଣାଟିଏ, ଶେଯ, ଟିଭି ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷସବୁ l ଗୋଟିଏ କଣରେ ହିଟର ଟେ, ସେଇଠି ହୋଇଯାଏ ରନ୍ଧାବଢ଼ା ଓ ତା ପାଖ ଖାଲିଜାଗାରେ ଖିଆପିଆ l କେବେ କେବେ ଲାଇନ

Loading

May
2022
14

*ଚିଠି–ଜାହ୍ନବୀ ଚୌଧୁରୀ*

•——————- // ଚିଠି //——————-• ମୋ ବୋଉ ଘରେ ମୁଁ କିନ୍ତୁ ହଷ୍ଟେଲରେ,ତା’ର ହାତର ବାସନା ପାଉଥିଲି ତା ଆଚାର ଡବାରେ,ମୁଡି ମୁହାଁରେ, ମନକୁ ବାନ୍ଧିଥିଲି ତା’ର କେଇପଦ ସ୍ନେହବୋଳା କଥାରେ । ମନେପଡୁଥିଲା ବୋଉ କଥା ।ଡାକବେଲା ଖବରଦେଲା, ଦେଖିଲି ଯାଇଁ ତା’ ହାତଲେଖା ଚିଠି ଖଣ୍ଡେ ଆସିଥିଲା …. ଝିଅ ,ବେଳେବେଳେ ଖୁବ୍ ମନେପଡୁଛୁ,ତୋ ହାତ

Loading

May
2022
13

ଐତିହାସିକ ଜିଲ୍ଲା ଯାଜପୁର — ଶ୍ରୀକାନ୍ତ ବେହେରା

ଐତିହାସିକ ଜିଲ୍ଲା ଯାଜପୁର ଶ୍ରୀକାନ୍ତ ବେହେରା   ଯାଜପୁର! ଏସିଆ ମହାଦେଶର ଭାରତ ଦେଶ ର ଓଡିଶା ରାଜ୍ୟର 30 ଟି ଜିଲ୍ଲା ମଧ୍ୟରୁ ଏକା ସୁନ୍ଦର ପରିବେଶ ଓ ପର୍ଯ୍ୟଟନ ଭରା ଜିଲ୍ଲା ହେଉଛି ଯାଜପୁର | ଯାଜପୁର 4 ଅକ୍ଷର, ଜଗନ୍ନାଥ 4 ଅକ୍ଷର ଓ ବଳଭଦ୍ର ମଧ୍ୟ 4 ଅକ୍ଷର | ତେଣୁ ଜଗତର

Loading

May
2022
12

ସୀତା ନବମୀ — ବିଶ୍ୱେଶ୍ୱର ମାଝୀ

ସୀତା ନବମୀ     ବୈଶାଖ ମାସର ଶୁକ୍ଳ ନବମୀ ତିଥି ସୀତା ନବମୀ ନାମରେ ପ୍ରସିଦ୍ଧ। ଶାସ୍ତ୍ର ଅନୁସାରେ ମିଥିଳାର ରାଜା ଜନକଙ୍କ କୌଣସି ସନ୍ତାନ ନଥିଲା,ସେ ଗୁରୁଙ୍କ ଆଦେଶ ଅନୁସାରେ ସନ୍ତାନ ପ୍ରାପ୍ତି ଆଶାରେ ଯଜ୍ଞଶାଳା ପ୍ରସ୍ତୁତ କରିବା ପାଇଁ ଭୂମିକୁ ସମତଳ କରିବା ଉଦ୍ଦେଶ୍ଯରେ ହଳ ଚଲାଇଲା ବେଳେ ଦ୍ବିପ୍ରହରରେ ପୃଥିବୀରୁ ଏକ ସୁନ୍ଦର

Loading

May
2022
12

ନେଡ଼ିଗୁଡ଼ କହୁଣୀକୁ ବୋହି ଯିବା ପରେ — କଳ୍ପନା ରାୟ

ଗଳ୍ପ – ନେଡ଼ିଗୁଡ଼ କହୁଣୀକୁ ବୋହି ଯିବା ପରେ     ଶାନ୍ତିଦେଵୀ ନିଛକ୍ ମଣିଷପ୍ରେମୀ । ସରଳଵିଶ୍ବାସୀ, କର୍ଭଠ ମହିଳା ।ତାଙ୍କର ତ୍ୟାଗ ଯିଏ ଦେଖିଛି ବାଃ ବାଃ ନ କହି ରହି ପାରିନି ।   ବାହାହେଇ ଆସିଲା ପରେ ସିଏ ଆଉ ତାଙ୍କ ସ୍ଵାମୀଙ୍କୁ ନେଇ ତାଙ୍କ ପରିବାର । ସ୍ବାମୀ ବିଦେଶରେ ।

Loading

May
2022
11

ବୃଥା ବିଳାପ — ଚିନ୍ମୟୀ ସାହୁ

  ବୃଥା ବିଳାପ   (ଅଣୁ ଗଳ୍ପ)     ଥରେ ନୁହେଁ ବହୁଥର ଆସିଛି ସେ ସୁନେଲି ସ୍ୱପ୍ନ ବୟସର ଦ୍ରାଘିମା ଡେଇଁ, ପରିସ୍ଥିତିର ବିବଶତା ଡେଇଁ, ତୁମ ସହ ମୋ ମଧୁର ମିଳନର ବାର୍ତ୍ତା ନେଇ। ମାତ୍ର ମିଳନ ପୂର୍ବରୁ ହିଁ ଭାଙ୍ଗିଯାଏ କାହିଁକି କେଜାଣି ସେ ସୁନାଝରା ସ୍ୱପ୍ନସବୁ। ବୋଧହୁଏ ଅବଚେତନରେ ମଧ୍ୟ ମୋର ବିବେକରୂପି

Loading

May
2022
3

ସୁନ୍ଦରୀ ଯାଇଛି ସୁନ୍ଦର ଗଡ଼ — ଅନିରୁଦ୍ଧ ତିଆଡ଼ି

ସୁନ୍ଦରୀ ଯାଇଛି                ସୁନ୍ଦର ଗଡ଼     ନା… କେଉଁ ଅଭିଶାପ ନା…. କେଉଁ ଆଶୀର୍ବାଦ ଏକା ଚାଲେ ଆଜି… ସମୟ ବାଟରେ ହାତ ଧରିବାକୁ.. ନାହିଁ କେ ସାଥିରେ। (2) ବଦଳାଇ ଦିଏ ସିଏ… ବଦଳାଇ ଦିଏ ସିଏ… ଜିବନ ମୋଢ଼ …. ଅ… ଅ…… ସୁନ୍ଦରୀ

Loading

May
2022
2

*ସୁନ୍ଦରୀ ଯାଇଛି ସୁନ୍ଦର ଗଡ଼–ଅନିରୁଦ୍ଧ ତିଆଡ଼ି*

*ସୁନ୍ଦରୀ ଯାଇଛି ସୁନ୍ଦର ଗଡ଼* *ନା*… କେଉଁ ଅଭିଶାପ ନା…. କେଉଁ ଆଶୀର୍ବାଦ ଏକା ଚାଲେ ଆଜି… ସମୟ ବାଟରେ ହାତ ଧରିବାକୁ.. ନାହିଁ କେ ସାଥିରେ। (2) ବଦଳାଇ ଦିଏ ସିଏ… ବଦଳାଇ ଦିଏ ସିଏ… ଜିବନ ମୋଢ଼ …. ଅ… ଅ…… *ସୁନ୍ଦରୀ ଯାଇଛି* *ସୁନ୍ଦର ଗଡ଼* (2 ) *ସ* ମୟ ର ବାଟରେ

Loading

May
2022
1

ଚେତନା —  ବିଶ୍ୱେଶ୍ୱର ମାଝୀ

ଚେତନା    ବିଶ୍ୱେଶ୍ୱର ମାଝୀ   ଇଶ୍ବରଙ୍କ ସୃଷ୍ଟି ଦୁଇ ପ୍ରକାର, ଜଡ଼ ଓ ଚେତନ। ଯାହାର ପ୍ରାଣ ଶକ୍ତି ନାହିଁ, ନିଜେ ଗତି କରିପାରେ ନାହିଁ, ତାହା ଜଡ଼ ବସ୍ତୁ, ଯଥା ମାଟି, ପାଣି, ପଥର ଇତ୍ୟାଦି। ଏହାର ବିପରୀତ ଅର୍ଥାତ୍ ପ୍ରାଣ ଶକ୍ତି ଥିବା ଏବଂ ନିଜର ଚେତନା ଥିବା ଉଦ୍ଭିଦ ଓ ପ୍ରାଣୀ ମାନେ

Loading

Apr
2022
30

*ରୋଜା କୁଆଁ ଓ ବଣିର କାହାଣୀ–ଦୀପିକା ଦାଶ*

#ରୋଜା କୁଆଁ ଓ ବଣିର କାହାଣୀ ÷÷÷÷÷÷÷÷÷÷÷÷÷÷÷÷÷÷÷ ନିଦାଘର ଅସହ୍ୟ କୋପରେ ବଳକା ଆୟୁଷର ଶେଷ ନିଃଶ୍ୱାସ କେତୋଟି ଗଣୁଛି ରୋଜା । ଦଶ ଦିନ ହେବ କିଛି ଖାଇନାହିଁ ସେ । ତା’ର ଏଭଳି ଦୁର୍ଦ୍ଦଶା ଦେଖି ପ୍ରିୟ ସଖୀ ମଧ୍ୟ ସମ ଦୁଃଖୀ ହେବାରେ ଲାଗିଲା । କିନ୍ତୁ ସେ ନାଚାର କଣ ବା କରିପାରିବ

Loading

Apr
2022
29

ନର୍କ — ଜୁମର ନାଥ ପାତ୍ର

ନର୍କ   କବାଟ ଖୋଲିଦିଅ ଡମ୍ବରୁ।ବାବୁ ଆସିଗଲେ ପରା।ପଚାରିବ ଖାଇଛି କି ନାହିଁ।ନ ଖାଇଥିଲେ କିଚେନରୁ ଦେଇଦେବ ଖାଇବା ଆଉ ମନା କଲେ ଧରି ଧରି ରୁମ୍ କୁ ନେଇଯିବ।ଟଳୁଥିବ ସେଟା, ଯେମିତି ନିଇତି ଟଳେ। ଆଗରୁ ତ ରାତିରେ ଏବେ ତ ଦିନରେ ବି ଟଳୁଛି। ମୋ ବେକରେ ବାନ୍ଧିଦେଇ ମା’ ଟା ଚାଲିଗଲା। କ’ଣ ନାହିଁ

Loading

Apr
2022
29

ମୋ ଅନୁଭୂତିରେ ମାନବିକତା — ବନଲତା ଜାଲି

ମୋ ଅନୁଭୂତିରେ ମାନବିକତା      ସାମ୍ପ୍ରତିକ ସମାଜରେ ବ୍ଯସ୍ତ ବହୁଳ ଜୀବନ ଭିତରେ ବୁଡି ରହି ମଣିଷ ତାହାର ମୂଲ୍ୟବୋଧ ହରାଇ ଚାଲିଛି।ମାନବିକତା ଭଳି ଏକ ଦୁର୍ଲଭ ଶବ୍ଦ ତା’ର ସ୍ବାର୍ଥନ୍ବେଷୀ ମନ ମଧ୍ୟରୁ କେଉଁଆଡେ ଉଭେଇ ଯାଇଛି।ନିଜର ଆକାଂକ୍ଷା ଓ ଉଚ୍ଚ ଅଭିଳାଷକୁ ଚରିତାର୍ଥ କରିବା ଲକ୍ଷରେ ସେ ଅନ୍ଧ ହୋଇ ନିଜ ବ୍ଯତୀତ ଅନ୍ୟ

Loading

Apr
2022
27

ଅକୁହା କଥା — ମମତା ଶତପଥି

ଅକୁହା କଥା   ମମତା ଶତପଥି ଆପଣ ଆଗରୁ କାହାକୁ ଭଲ ପାଇଥିଲେ ? ସୌମେଶ ଶ୍ରୀୟାକୁ ସିଧା ସଳଖ ପଚାରିଲା।’ନା’ ତଳକୁ ମୁହଁ ପୋତି ଶ୍ରୀୟା କହିଲା “ସତ କହୁଛନ୍ତି ତ?ଏବେ ଜଣାଇଦେଲେ କିଛି ଅସୁବିଧା ନାହିଁ।ଅତୀତକୁ କିଏ ଧରି ରଖେନା କ’ଣ?ମୁଁ ମୋ ଅତୀତର ସବୁ ଘଟଣା ଜଣାଇଦେବି।ଆମେ ପରସ୍ପରକୁ ଭଲ ଭାବେ ଜାଣିବା।ବିବାହ ପରେ

Loading

Apr
2022
23

*ଅଭିଶପ୍ତା ସୁରଭି–ସୁଭଦ୍ରା ସିଂହ *

-: ଅଭିଶପ୍ତା ସୁରଭି :- ***************** ବୈଶାଖ ର ଉଷ୍ମତା ମଧ୍ୟରେ ,ସାରା ରାତି ର ଅନିଦ୍ରା । ତାହା ମଧ୍ୟରେ ପାହାନ୍ତିଆର ଝିପ୍ ଝିପ୍ ବର୍ଷା ଯୋଗୁଁ ସକାଳୁ ସକାଳୁ ଟିକେ ଟିକେ ଶୀତଳ ପବନ ପାଇଁ ନିଜ ଶୋଇବା ଘର ର ଦ୍ୱାର କୁ ମୁକୁଳା କରି ଶୋଇଥାଏ ରାଜ୍। ପିନ୍ଧିଥାଏ ଏକ ଫୁଲ୍ ଗାଉନ୍

Loading

Apr
2022
22

*ମିଛେଇ_ବୋଉ — ଜନ୍ମଜୟ ନାୟକ*

#ମିଛେଇ_ବୋଉ   -“ବୋଉ ଏ ବୋଉ , ବୋଉ ଲୋ ବୋଉ ! ଡାକି ଡାକି ମୋ ତଣ୍ଟି ଦରଜ ହେଇଗଲାଣି। ତୋତେ କଣ ଶୁଭୁନି କି ? ଭୋକରେ ମୋ ପେଟ ଜଳିଲାଣି। କଣ ଦି’ଟା ଖାଇବାକୁ ବାଢି ଦେ ଲୋ। ” -ରାଜୁ କହିଚାଲିଥାଏ । ସେପଟୁ ଘଡଘଡି ଗର୍ଜନ ପରି ଶବ୍ଦକରି ଶ୍ରୀମତୀ ଦଉଡି

Loading

Apr
2022
22

*ଶେଷପୃଷ୍ଠା — ରିନା ପରିଡ଼ା*

ଶେଷପୃଷ୍ଠା   ପିଲାଟି ମା ପେଟରେ ରହିବା ଦିନରୁ ଅହଲ୍ୟା ଆଉ ମୁଁ ତା ‘ପାଈଁ ବହୁତ ସ୍ୱପ୍ନ ଦେଖୁଥିଲୁ  | ଯଦି ଝିଅଟିଏ ହୁଏ ଆମ ଘରକୁ ଲକ୍ଷ୍ମୀ ଆସିବେ ଆଉ ପୁଅଟିଏ ହେଲେ ଆମ ଘରକୁ ନଟଖଟିଆ କୁନି କୃଷ୍ଣ ଆସିବେ   |   ଦିନପରେ ଦିନ ଗଡି ଚାଲିଲା ଦଶମାସ ନବମ ଦିନ ରେ ଅହଲ୍ୟା

Loading

Apr
2022
22

*ଅକର୍ମା ସ୍ୱାମୀ — ମମତା ବାରିକ*

ଅକର୍ମା ସ୍ୱାମୀ *********** ଗୋଟେ ଅଣଅସାରିଆ ମାଟି ପିଣ୍ଢା ,ଦୁଇଟି କଳା ମୁଞ୍ଚୁମୁଞ୍ଚିଆ ବାଉଁଶ ମୁଣ୍ଡ ଟେକିଛନ୍ତି ବୋଇତି କଖାରୁ ମାଡିଥିବା ଚାଳ ଛପରର ପିଢାକୁ।” ସେଇ ବାଉଁଶ ପାଖରେ ଝାଳ ସର ସର ହେଇ ମୁଣ୍ଡ ବାଡୋଉଥାଏ ଢୋ,,,ଢୋ କରି!କାନ୍ଦୁଥାଏ ଯେତେ ମୁଣ୍ଡ ବାଡୋଉଥାଏ ସେତେ ନନ୍ଦୁଆ ବୋଉଟି।” ଯେମତି ତା’ ଦୁଃଖ ଏ ନିର୍ଜିବ ବାଉଁଶ

Loading