Apr
2022
27
ଅକୁହା କଥା — ମମତା ଶତପଥି
ଅକୁହା କଥା ମମତା ଶତପଥି ଆପଣ ଆଗରୁ କାହାକୁ ଭଲ ପାଇଥିଲେ ? ସୌମେଶ ଶ୍ରୀୟାକୁ ସିଧା ସଳଖ ପଚାରିଲା।’ନା’ ତଳକୁ ମୁହଁ ପୋତି ଶ୍ରୀୟା କହିଲା “ସତ କହୁଛନ୍ତି ତ?ଏବେ ଜଣାଇଦେଲେ କିଛି ଅସୁବିଧା ନାହିଁ।ଅତୀତକୁ କିଏ ଧରି ରଖେନା କ’ଣ?ମୁଁ ମୋ ଅତୀତର ସବୁ ଘଟଣା ଜଣାଇଦେବି।ଆମେ ପରସ୍ପରକୁ ଭଲ ଭାବେ ଜାଣିବା।ବିବାହ ପରେ