April 28, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Nov
2020
1

ନାରୀ ସଶକ୍ତିକରଣ

ନାରୀ ସଶକ୍ତିକରଣ ନାରୀର ସଶକ୍ତିକରଣ ପାଇଁକି ସତେ ଯଦି ଆଜି ସର୍ବେ ଆତୁର, ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ କରିବନି ବୋଲି ଶପଥ କର। କନ୍ୟା ଭୃଣ ହତ୍ୟା କରିବନି କେବେ ସେ ପରା ସାଜିବ କନ୍ୟାରତନ, ଡଷ୍ଟବିନ୍ କୁ ଫିଙ୍ଗି ଦେବ ନାହିଁ ଜନ୍ମପରେ ଦେଖି କନ୍ୟାସନ୍ତାନ। ପୁଅଝିଅ ଭେଦଭାବ କରନାହିଁ ଅବା କରନି ପାତରଅନ୍ତର, ଶିଶୁ

Loading

Oct
2020
31

ରିଭେଞ୍ଜ

ରିଭେଞ୍ଜ    ମୋନା, ଚାହିଁ ବସିଥିଲା ତା’ ପ୍ରେମିକ ରାଜ କୁ ଦିଲ୍ଲୀ ର ଏକ ହୋଟେଲ ରୁମ ରେ ରୁମ ନମ୍ବର ୭୮୬, କବାଟ ନକ ହେଲା, ମୋନା କବାଟ ଖୋଲିଲା ସେ ଚମକି ଗଲା, ତା’ ପ୍ରେମିକ ବଦଳେ ମତେ ଦେଖି  ଜବରଦସ୍ତ ମୁଁ ଭିତରକୁ ପଶିଲି ମୋ ରକ୍ତ ଗରମ ହେଇ ଯାଉ ଥାଏ,

Loading

Oct
2020
30

ତୁମେ ଆସ

‘ତୁମେ ଆସ’ ତୁମେ ଆସ, ହଁ ତୁମେ ଆସ କେତେବେଳେ ଚୋରା ମଳୟ ସାଥିରେ, ମୋତେ ବାସ୍ନାୟିତ କରିବା ପାଇଁ। ତୁମେ ଆସ, ଚୋରା ବାଲିକୁ ସାଥିରେ ଘେନି, ମୋତେ ଉତ୍ତପ୍ତ କରିବା ପାଇଁ । ତୁମେ ଆସ, ଦୁଷ୍ଟ ମେଘଖଣ୍ଡ ମାନଙ୍କ ଗହଳରେ, ତୁମ ପ୍ରେମରେ ଭିଜାଇବା ପାଇଁ। ତୁମେ ଆସ ପୁଣି କେତେବେଳେ, କୁହୁଡ଼ିଘେରା ଶୀତୁଆ

Loading

Oct
2020
30

ଯୋଗୀଟିଏ….

ଯୋଗୀଟିଏ…. ଉଦ୍ଧତ ଜହ୍ନର ବଗିଚାରୁ ତୋଳି ଆଣି ଗଣ୍ଠେଇ ଦେଇଛି ତ ନୀଳରଙ୍ଗର ପଣତରେ ତାରା ରଙ୍ଗର ଫୁଲ ଯେତେ, ନେ ! ସଜେଇ ଦେ ତ ଗଭା ଏ ଜାମୁରଙ୍ଗର ରାତିଟା ସରୁ ସରୁ, ମୋ ଖିଆଲ ପଣରେ ଫୁଟିିଥିବା ମାତାଲ ଶେଫାଳିତକ ଝରିଯିବା ଆଗରୁ …।। ମୁଁ କବିଟିଏ ନୁହଁ ,ଯେ ଚିରକାଳ ପ୍ରେମିକ ହୋଇ

Loading

Oct
2020
30

ଚାହା 

 ଚାହା . ସବୁଦିନ ଭଳି ଆଜି ବି ଭୋର ରୁ ଉଠି ମୁଁ ଚାଲିଲି ରଘୁ ମଉସା ଚାହା ଦୋକାନ କୁ  ତାଙ୍କ ଚାହା ର ମଜା ହିଁ କିଛି ଅଲଗା । ତାଙ୍କ ଚାହା ଯେତିକି ଭଲ ଲାଗେ ମତେ, ତାଙ୍କ ବ୍ୟବହାର ବି ସେତିକି ଭଲ ଲାଗେ ମତେ ।  ଦେଖୁ ଦେଖୁ ରଘୁ ମଉସା

Loading

Oct
2020
30

ଆଖି

ଆଖି କଜଳ ଗାର ଧାର କେତେଯେ କୁକୁମ ବେଶ ମୋର ମୋ ଭିତରେ କଳା କଳା ମୋତି ପରି ଦୁଇଟି ଡୋଳା ମୁ ଗୋଟିଏ ବାମ ପଟେ ଆଉ ଗୋଟେ ଡାହାଣ ପଟେ । କେତେ ଯତ୍ନରେ ବଢୁଥିଲି ମୁ କେତେ ସୁଖ ଦେଖି ଝଲକି ଯାଉଥିଲି ମୁ ଆମେ ଦୁହେଁ ରହୁଛ ଅନେଇ ଅଲଗା ଅଲଗା ହୋଇ କେତେ

Loading

Oct
2020
30

ପ୍ରୀତିଲଗ୍ନା

ପ୍ରୀତିଲଗ୍ନା… ପ୍ରୀତୀପୁର୍ ଗାଁ ପ୍ରୀତୀଲଗ୍ନା ମୁହଁ ଶୁଖିଲା କେଜାଣି ଗାଁ ର ଆଉ ଘରଣୀ ଙ୍କ ମୁହଁ ଶୁଖିଲା କି ନା ଖାସ୍ କରି ଏଇ ମାସଟା ତ ଟିକେ ଶାନ୍ତିରେ କଟେ ପ୍ରିତୀଲଗ୍ନା ଙ୍କ ଭଳି ଘରଣୀ ଙ୍କର ପୁରୀ ଦୁଆର ବନ୍ଦ ସେଇ ମାନଙ୍କ ପାଇଁ ଯେଉଁମାନେ ବର୍ଷ ସାରା ଅପେକ୍ଷିଥାନ୍ତି କେବେ ଆସିବ ଧରମ

Loading

Oct
2020
29

ସେ କବି ଟିଏ

ସେ କବି ଟିଏ ସେ ଲୁହରେ ବତୁରି ଗଲେ, ଅନ୍ତଃସତ୍ଵା ହୁଏ କାଗଜ ଖଣ୍ଡିଏ, ପିତୃତ୍ୱ ପାଏ କଲମ ଟିଏ, ଆଉ ପେଟ ଫଟେଇ ବାହାରି ଆସେ ଉଆଁସୀ କନ୍ୟା, ଆଉ ତମେ ତାକୁ କୁହ କବିତା ଟିଏ । ସେ ଜାଣେନା, ମୁକ୍ତିଠୁ କେତେ ଦୂରେ ତା’ ଅସହାୟତା, ସେ ସତରେ ଜାଣେନା, ପ୍ରାପ୍ତି ଠୁ ଠିକ

Loading

Oct
2020
29

ଭଲ ପାଠକଟିଏ ହେବି

——–(ଭଲ ପାଠକଟିଏ ହେବି)——- ମାନବ ଜୀବନ ଶ୍ରେଷ୍ଠ ଏ ଧରାରେ ବିବେକ ଜ୍ଞାନ ବଳରେ ଶିକ୍ଷାଦାନ ଯେବେ ଜୀବନେ ନଲଭେ ଅଜ୍ଞାନ ଅନ୍ଧ ଅଟେରେ। ପାଠ ମୁଁ ପଢିବି ଜୀବନ ଗଢିବି ଭଲ ମଣିଷଟେ ହେବି ବିଭିନ୍ନ ଭାଷାକୁ ଶିଖିବି ତାହାକୁ ଜୀବନରେ ଲଗାଇବି। ଭିନ୍ନ ଭିନ୍ନ ଭାଷା ସାହିତ୍ୟ ପଢିଣ ଜାଣିବି ଅନେକ କଥା ଦେଶ ବିଦେଶର

Loading

Oct
2020
29

ବାସ୍ ସେତିକି ଥାଉ

ବାସ୍ ସେତିକି ଥାଉ କହୁଛ    ବହୁତ    କରୁଛ    କି ସତ କହ ନାହିଁ ‘ବାସ୍ ସେତିକି ଥାଉ’, ସହିବାର   ସୀମା  ଆଉ  ନାହିଁ  ଜମା କହିଲେ କିଲାଭ ପାଇବ  ଆଉ? ଦେଇ   ପ୍ରତିଶ୍ରୁତି   କି ହେଲା  ପ୍ରାପତି ପ୍ରତାରଣା ଖାଲି ହୋଇଲା ସାର, ସବୁରି   ବିଶ୍ୱାସ   କରି   ଦେଲ  ନାଶ ତୁମ  କଥା  ସତେ

Loading