Oct
2020
30
ଆଖି
ଆଖି କଜଳ ଗାର ଧାର କେତେଯେ କୁକୁମ ବେଶ ମୋର ମୋ ଭିତରେ କଳା କଳା ମୋତି ପରି ଦୁଇଟି ଡୋଳା ମୁ ଗୋଟିଏ ବାମ ପଟେ ଆଉ ଗୋଟେ ଡାହାଣ ପଟେ । କେତେ ଯତ୍ନରେ ବଢୁଥିଲି ମୁ କେତେ ସୁଖ ଦେଖି ଝଲକି ଯାଉଥିଲି ମୁ ଆମେ ଦୁହେଁ ରହୁଛ ଅନେଇ ଅଲଗା ଅଲଗା ହୋଇ କେତେ