Dec
2020
18
ମେହନ୍ତର_ଗଳି●●● ରାଜେନ୍ଦ୍ର ଗିରି
ମେହନ୍ତର_ଗଳି●●● କେବେ ଦିନେ କବି ଯାଇଥିଲେ ନିରୁତା ହସ ଖୋଜି, ସହରର ସବୁ ଗଳି ପଥ ବାଛି ଯୋଗୀଟିଏ ସାଜି ।। ଧରିଲେ ତୁମ୍ବା, ଥାଳ, ଭିକାରୀ ବଳଙ୍କ ରାଗ ଦେଖିଲେ ସିନେମା ଛକ, ଷ୍ଟେସନ ପାଖ, ଚାନ୍ଦିପୁର ବେଳା ଭୂମି, ବୁଢ଼ାବଳଙ୍ଗ ତଟ ସୁନହଟ୍ ପୀର ବାବା, ନୂଆବଜାର ହାଟ, ସବୁଠି ଚାଲିଛି ସମୟର ତଣ୍ଟି କାଟ…..।।