*ଜୀବନ୍ ଦୁଲି–ଜି. ନନ୍ଦିନୀ ରାଓ*
ଜୀବନ୍ ଦୁଲି ଜୀବନ ର ଦୁଲିରେ ଦୁଲୁଥା ଆଗ୍ କେ ପଛ୍ କେ ଭାବୁଥା। ମୁନୁଷ୍ ଜୀବନ ଟେ ପାଇଛୁ ବୋଲି ଏତେ ଅହଂକାର ଥି ନାଇ ମରୁଥା। ଭୁଲ୍, ଠିକ୍ ଟିକେ ଭାବି ବିଚାରୀ କାମ୍ କେ ମନ ଦେଇ କରୁଥା। ଜୀବନ ର ଦୁଲିରେ ଦୁଲୁଥା ରସି ଛିଣ୍ଡି ଯିବା ବୋଲି ଭାବୁଥା। ଏଡେ ଅଭିମାନୀ
ଜୀବନ୍ ଦୁଲି ଜୀବନ ର ଦୁଲିରେ ଦୁଲୁଥା ଆଗ୍ କେ ପଛ୍ କେ ଭାବୁଥା। ମୁନୁଷ୍ ଜୀବନ ଟେ ପାଇଛୁ ବୋଲି ଏତେ ଅହଂକାର ଥି ନାଇ ମରୁଥା। ଭୁଲ୍, ଠିକ୍ ଟିକେ ଭାବି ବିଚାରୀ କାମ୍ କେ ମନ ଦେଇ କରୁଥା। ଜୀବନ ର ଦୁଲିରେ ଦୁଲୁଥା ରସି ଛିଣ୍ଡି ଯିବା ବୋଲି ଭାବୁଥା। ଏଡେ ଅଭିମାନୀ
ଜୀବନ ଦୁଲି ” ସଭେ ବସିକରି ପବନ ଖାଇ ସନ୍ ହେତିର ଲାଗି ପରେ ଆମର ଦେଶ କେ ଲୋକ ମାନେ ଚଲାସନ୍ ଆରୁ ଜୀବନ ଦୁଲି ନାଁ ଟେ ଦେସନ୍” “ସମ୍ କୁ ଇ ଦୁଲି ବିଶ୍ଵାସ , ଭରସା ଦେସି ହେତିର ଲାଗି ପରେ ମଲା କଲ୍ କେ ଭି ପଇସା ପଇସା ହେସନ ଆରୁ
ଶିର୍ଷକ-ଜୀବନ୍ ଦୁଲି ଜୀବନ୍ ଦୁଲି ଥି ଦୁଲି କରି କେତେ ହେଉଛୁ ଘାଟି, ସୋର୍ ପକା ଥରେ ମଲା ବେଲେ ମିଶିଯିବୁ ତୁଇଁ ମାଟି । କେତେବେଲେ ରସୀ ଛିଡିଯିବା ଯେ ନାଇଁ ପାରୁ ତୁଇଁ ଜାନି, ଉସ୍’ରେଇ ଉସ୍’ରେଇ ଠଗୁଛୁ ଯେନ୍ ନିଜ୍’କେ ଭାବି ଧନୀ । ଗରିବ୍’କେ ଦେଖ୍’ଲେ କେରେଇ ହେସୁ ତାକର୍ ଠାନୁ ଦୁଇଁ
# ଶୀର୍ଷକ:- ଜୀବନ ଦୋଳି ଜୀବନ ଦୋଳିର ଏପାଖ ସେପାଖ କେବେ ସୁଖ କେବେ ଦୁଃଖ, ସଂସାର ସାଗରେ ସୁଖ ମିଳେ ଯେବେ ଉଲ୍ଲସିତ ହୁଏ ମୁଖ ।। ଆସ ଜହ୍ନ ମାମୁଁ ସରଗ ଶଶିରୁ ଆରମ୍ଭ ଯେଉଁ ଜୀବନ, ରାମ ନାମ ସତ୍ୟ ନାମେ ଶେଷହେବ ଛାଡ଼ିଯିବ ଯେବେ ପ୍ରାଣ ।। କାମନା ବିନାଶ ହୁଏନାହିଁ କେବେ
* ଜୀବନ ଦୋଳି * ଭୂମିରେ ଯେଦିନ ପାଦ ଦେଇକରି କାନ୍ଦିଲି ମୁଁ କୁଆଁ କୁଆଁ , ଝୁଲଣ ଦୋଳିରେ ଦୋଳି ଖେଳୁଥିଲି ଝୁଲାଉଥିଲା ମୋ ମାଆ ।। ଏଇଠୁ ଆରମ୍ଭ ଜୀବନ ଦୋଳି ମୋ ହସଖୁସି ସୁଖଦୁଃଖ , ଅଳିର ଗୁଞ୍ଜନ ପକ୍ଷୀର କୁଜନ ନବୀନ ସୁଖ ମୟୁଖ ।। ଅନ୍ଧାର ଯେତିକି ଆଲୁଅ ସେତିକି ସଂସାର
“ଜୀବନ ଦୋଳି ” ଆଶୀଷେ ପ୍ରଭୁଙ୍କ ଶିଶୁ ହୁଏ ଭୂମିଷ୍ଠ ଶିଶୁର ଜନମେ ମା ଓଠେ ହସ ପୂରି ଉଠେ ବି ମା’ର କୋଳ ମା’ର କୋଳେ ଜୀବନ ଦୋଳି ହୁଏ ସରଳ l ୧ ଅଧୁରା ସପନ ପିଲାଦିନ ବାଲିଖେଳ ମା ପଣତକାନି ଲାଗେ ଭାରି ଭଲ ସଂସ୍କାରରେ ବଢି ଗଢ଼ି ହୋଇଯାଏ ପିଲାର ଜୀବନ ଦୋଳି
ଜୀବନ ଦୋଳି ************* ସମୀର ସୌନ୍ଦର୍ଯ୍ୟ କାନ୍ତି ଗଗନ ଦୁଇ ବୃକ୍ଷ ଡାଳେ ଦୋଳି ଝୁଲିଣ ଦୋଳନ ଗତିରେ ହୁଏ ଦୃଶ୍ୟମାନ ଆନନ୍ଦ ର ସୀମା ପାରେ ସେ ଜାଣ ମନୁଷ୍ୟ ଜୀବନ ଝୁଲନ୍ତା ଦୋଳି ଆଗକୁ ପଛକୁ ହୁଏ ସେ ଝୁଲି ସୁଖ ର ଦୁଃଖ ର ଅନନ୍ତ ଧାର ରେ ବିହିବ ସିଏ ଏ ଦୁନିଆ
ସୂର୍ଯ୍ୟୋଦୟ ପାକ୍ଷିକ – ପ୍ରତିଯୋଗିତା-କ୍ରମାଙ୍କ,୧୦. ———————————- ଜୀବନ-ଦୁଲି **************** ଦିନ୍ ସରିଗଲେ ବେଲ୍ ବୁଡ଼ିଗଲେ ରାଏତ୍ ଆଏସି ମାଡ଼ି ଜୀବନ୍ ଦୁଳି ଟା ଛିଡିଜିବା କେତେବେଲେ ଧରିଥା ବର୍କସ୍ କରି ।। ଚେଁରେ ନାଇଁଡରେ ଧୁକା କି ପବନ୍ ଡାଲେ କରିନେସି ଗୁଡା ଧୁକାଗରେଲ୍ ହେଲା କେତେନିକେତେ ଭାଙ୍ଗିଦେଲା ଚେଁରେ ଗୁଡା ।। ଆଏଜ୍ କା ଜିଏ ରଜା
*ଜୀବନ ଦୋଳି* ——————- ମାୟା ସଂସାରରେ ଜୀବନର ଦୋଳି କେତେ ଦିନ ତୁ ଖେଳିବୁ, ପାପ,ଲୋଭ,ମୋହ ସ୍ୱାର୍ଥ,ଅହଂକାରେ କେତେ ଦିନ ତୁ ବଞ୍ଚିବୁ। ପାପ କର୍ମ ଭାର ଯେବେ ବଢି ଜିବ ଦୋଳି ତୋର ଯିବ ଛିଡି, ତ୍ରାହି ତ୍ରାହି ବୋଲି ଡାକ ଛାଡ଼ୁ ଥିବୁ କେହି ନ ପାରିବେ ତରି। ଜୀବନର ସତ୍ୟ କେମିତି ଜାଣିବୁ ତୁ
ଜୀବନ ଦୋଳି ¡¡!!!!!!!!!!!!¡¡!!!!!!!!!!¡¡ ଜୀବନ ଦୋଳିରେ ଝୁଲି ଝୁଲି ଆଜି ପଡ଼ିଅଛି ମୁହଁ ମାଡ଼ି ହସ ଲୁହ ଭରା ଏ ଜୀବନ ପରା ଏଇ ଅଛି ଯିବ ଛାଡ଼ି ଏ ସାରା ଦୁନିଆ ସୁଖରେ ନିଜର ଦୁଃଖରେ ଦିଅନ୍ତି ଛାଡ଼ି ଦି ଦିନ ର ସ୍ନେହ ଆଦର ସବୁ ତ ଅଦିନରେ ଯାଏ ଝଡ଼ି ଏଣେ ତେଣେ ଘୂରି
– ଜୀବନ ଦୋଳି ଜୀବନର ଦୋଳି ଅଦୃଶ୍ୟ ଜୀବନେ ଅନୁଭବ ହୁଏ ମାତ୍ର ଦୋଳିର ଏ’ ଡୋରୀ ବିଧାତା ହାତରେ ସଞ୍ଚାରିତ ଯେ’ ସର୍ବତ୍ର । ଯେହ୍ନେ ମିନ ଜଳେ ବିଚରେ ସର୍ବତ୍ର ଜାଲ ରୂପେ ଏ’ ସଂସାର କୈବର୍ତ୍ତ ରୂପରେ ପ୍ରଭୁ ନାରାୟଣ ସଂସାରୁ କରେ ଉଦ୍ଧାର । ମିନ ସମ ଆମ୍ଭେ ବସିଛେ ଦୋଳିରେ ସମୀରେ
Lets talk with Binaya Kumar Mohanty for Suryodaya_Sambhranta_Saraswat_Samman – 2021 ପ୍ରିୟ ସତୀର୍ଥ ସାହିତ୍ୟିକ ବନ୍ଧୁ ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା
🙏❤ସ୍ମୃତି ସେତ ଜନ୍ମଭୁମିର ❤🙏 ସମୟ ସୁଅ ରେ ଭାସି ମୁଁ ଯାଉଛି କେମିତି କହିବି ତତେ, କେତେ ମୁଁ ହଜିଛି କେତେ ମୁଁ ଖୋଜିଛି ଜୁଆର ଆଉ ଭଟ୍ଟା ରେ……….. ଅନେକ ସ୍ମୃତି ସାଇତି ରଖିଛି ଏଇ ହୃଦୟ ଭିତରେ, ପାଖକୁ ଆସିଲେ କହିବି ଭାବୁଛି ସବୁ ଏକାନ୍ତ ନିର୍ଜନରେ…….. ବୋଧ ହୁଏ କୁନି ପ୍ରତିବିମ୍ବ ମୋର
* #The_First_Touch I’m playing with your hair on the night of our first touch, Through eyelashes, you urge me to kiss you! You smile at me softly, like the stars You want me as your love in a secret way. And when
ଖଣ୍ଡଗିରିରେ ସନ୍ଧ୍ୟା ……………………………………….. ଆହା କି ସୁଷମା ! ଦେବି କି ଉପମା ଖଣ୍ଡଗିରିର ସେ ରୂପ ବିଭବ ନେତ୍ର ଭରି କରି ଦେଖିଲି ତା ଶିରୀ ଗୁମ୍ଫାରେ ବସି ଯା ଶୋଭା ଅପୂର୍ବ ାା ଦିନେହେଁ ସନ୍ଧ୍ୟାରେ ଆଳତୀ ଲଗ୍ନରେ କଲି ସଂଦର୍ଶନ ରୂପ ତାହାର ଭାଳିଲି ନେତ୍ରରେ ନାନା ଚିତ୍ରରାଜୀ ଐର ଖାରବେଳ ସୃଷ୍ଟି ସମ୍ଭାର
ହାଇକୁ —0— ପୁନେଇଁ ଜହ୍ନ ନଦୀର କୁଳୁ କୁଳୁ ଦେଖାଏ ସ୍ୱପ୍ନ ।……(୦୧) ତୃଷ୍ଣା ବିସ୍ତୃତ କିନ୍ତୁ କର୍ମର ଫଳ ମିଳେ ସମ୍ଭାର ।……..(୦୨) ଗଛ ଫାଙ୍କରେ ସେ ଫାଳିକିଆ ଜହ୍ନ ହେଳା ମଗନ ।…….(୦୩) ତମ କୁନ୍ତଳ ଚମକାଏ ବିଜୁଳି କଳା ବାଦଲ ।…….(୦୪) ବଉଳ ଫୁଲ ହୃଦୟ ହଜିଯାଏ ଗାଁ ନଇ କୂଳ ।……..(୦୫) ଲୁହର
HARD TO FORGET YOU! I am trying to forget you. And leave the life we had behind. And there are time I feel the day has come. I have chased you from my mind. But I am afraid there is always something.
IT’S ONLY YOU! You are the face I can’t forget! A trace of pleasure or regret. May be the treasure or the price I have to pay. You are the song that summer sings. May be the chill that autumn brings. Or
WHEN LIFE PRETENDS! When times get rough and your dreams just fall apart. And sometimes you feel that you can’t go on. Be strong.. Through the cold night.. Through the rain.. Through the storm. When your friends turns back on you and
ONE MORE TIME! I have been trying so long. Let you know how I feel. And if I stumble,if I fall just a part. Just help me back. So, I can make you see. Just give one more time. Cause I can’t