November 28, 2021
11 11 11 AM
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*
*ମରିଯାଉଥିବା ଆଶା – ମନୋଜ କୁମାର ଦାସ*
*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*
*ହେ… ଚକାନୟନ – ରୀକ୍ଷିରାମ ମେହେର*
*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*
*କଥାର ମୃତ୍ୟୁ- ନବ କୁମାର ଦାସ*
*ଟିକେ ମନକୁ ପଚାର – ଭାସ୍କର ରାଉତ*
*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *
*ଆପଣା ଓ ପର- ଜୟ କୁମାର ମିଶ୍ର *
*ଜୀବେ ଦୟା କର-ଜାନକୀ ମହାନ୍ତ*
*ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ*
*ପ୍ରେମ–ବନସ୍ମିତା ପଣ୍ଡା*
*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*
*ଏକାନ୍ତ– ବନସ୍ମିତା ପଣ୍ଡା*
*ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା*
*ସେ! – ବନସ୍ମିତା ପଣ୍ଡା*
*ସାଗର କହେ – ସୀମାଞ୍ଚଳ ପଣ୍ଡା*
*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*
Latest Post
*BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି* *ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର* *ମରିଯାଉଥିବା ଆଶା – ମନୋଜ କୁମାର ଦାସ* *ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା* *ହେ… ଚକାନୟନ – ରୀକ୍ଷିରାମ ମେହେର* *ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ* *କଥାର ମୃତ୍ୟୁ- ନବ କୁମାର ଦାସ* *ଟିକେ ମନକୁ ପଚାର – ଭାସ୍କର ରାଉତ* *ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା * *ଆପଣା ଓ ପର- ଜୟ କୁମାର ମିଶ୍ର * *ଜୀବେ ଦୟା କର-ଜାନକୀ ମହାନ୍ତ* *ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ* *ପ୍ରେମ–ବନସ୍ମିତା ପଣ୍ଡା* *ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା* *ଏକାନ୍ତ– ବନସ୍ମିତା ପଣ୍ଡା* *ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା* *ସେ! – ବନସ୍ମିତା ପଣ୍ଡା* *ସାଗର କହେ – ସୀମାଞ୍ଚଳ ପଣ୍ଡା* *ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

*ଜୀବନ୍ ଦୁଲି–ପିଙ୍କୁ ରଣବିଡା*

ଶିର୍ଷକ-ଜୀବନ୍ ଦୁଲି

ଜୀବନ୍ ଦୁଲି ଥି ଦୁଲି କରି
କେତେ ହେଉଛୁ ଘାଟି,
ସୋର୍ ପକା ଥରେ ମଲା ବେଲେ
ମିଶିଯିବୁ ତୁଇଁ ମାଟି ।

କେତେବେଲେ ରସୀ ଛିଡିଯିବା ଯେ
ନାଇଁ ପାରୁ ତୁଇଁ ଜାନି,
ଉସ୍’ରେଇ ଉସ୍’ରେଇ ଠଗୁଛୁ ଯେନ୍
ନିଜ୍’କେ ଭାବି ଧନୀ ।

ଗରିବ୍’କେ ଦେଖ୍’ଲେ କେରେଇ ହେସୁ
ତାକର୍ ଠାନୁ ଦୁଇଁ ପାହା,
ଟିକେହେଲେ ଭି ନାଇଁ କରୁକେଭେ
ତୋର୍ ମନେ ତାହାକୁ ଆହା ।

ପାସିରି ଦେଉଛୁ ନିଜ୍’କେ ନିଜେ
ତୁଇଁ ଭି ଗୁଟେ ମୁନୁଷ୍,
ସମିଆଁ ଘାଏଁକେ ବଦିଲି ଯାଏସି
ମିଠା ଭି ଲାଗ୍’ସି ବିଷ୍ ।

ଉପୁରେ କେହି ରହିଁ ନାଇଁ ପାରେ କେଭେ
ଜୀବନ୍ ଦୁଲି ଥି ଦୁଲି,
ଦିନେନା ଦିନେ ଆଏବାର୍’କେ ପଡ୍’ସି
ଉପୁରୁ ତଲ୍’କେ ଝୁଲି ।

ନାମ-ପିଙ୍କୁ ରଣବିଡା
ଜିଲ୍ଲା-ସମ୍ବଲପୁର
ସ୍ଥାନ-ଠେମରା(ପଦରପଡା)

 354 total views,  1 views today

8 thoughts on “*ଜୀବନ୍ ଦୁଲି–ପିଙ୍କୁ ରଣବିଡା*

  1. Oh my goodness! Amazing article
    dude! Many thanks, However I am encountering issues with your RSS.
    I don’t know the reason why I cannot subscribe
    to it. Is there anybody having
    the same RSS problems?
    Anyone who knows the answer will you kindly respond?

    Thanks!!

Leave a Reply

Your email address will not be published. Required fields are marked *