March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

*ଜୀବନ୍ ଦୁଲି–ପିଙ୍କୁ ରଣବିଡା*

ଶିର୍ଷକ-ଜୀବନ୍ ଦୁଲି

ଜୀବନ୍ ଦୁଲି ଥି ଦୁଲି କରି
କେତେ ହେଉଛୁ ଘାଟି,
ସୋର୍ ପକା ଥରେ ମଲା ବେଲେ
ମିଶିଯିବୁ ତୁଇଁ ମାଟି ।

କେତେବେଲେ ରସୀ ଛିଡିଯିବା ଯେ
ନାଇଁ ପାରୁ ତୁଇଁ ଜାନି,
ଉସ୍’ରେଇ ଉସ୍’ରେଇ ଠଗୁଛୁ ଯେନ୍
ନିଜ୍’କେ ଭାବି ଧନୀ ।

ଗରିବ୍’କେ ଦେଖ୍’ଲେ କେରେଇ ହେସୁ
ତାକର୍ ଠାନୁ ଦୁଇଁ ପାହା,
ଟିକେହେଲେ ଭି ନାଇଁ କରୁକେଭେ
ତୋର୍ ମନେ ତାହାକୁ ଆହା ।

ପାସିରି ଦେଉଛୁ ନିଜ୍’କେ ନିଜେ
ତୁଇଁ ଭି ଗୁଟେ ମୁନୁଷ୍,
ସମିଆଁ ଘାଏଁକେ ବଦିଲି ଯାଏସି
ମିଠା ଭି ଲାଗ୍’ସି ବିଷ୍ ।

ଉପୁରେ କେହି ରହିଁ ନାଇଁ ପାରେ କେଭେ
ଜୀବନ୍ ଦୁଲି ଥି ଦୁଲି,
ଦିନେନା ଦିନେ ଆଏବାର୍’କେ ପଡ୍’ସି
ଉପୁରୁ ତଲ୍’କେ ଝୁଲି ।

ନାମ-ପିଙ୍କୁ ରଣବିଡା
ଜିଲ୍ଲା-ସମ୍ବଲପୁର
ସ୍ଥାନ-ଠେମରା(ପଦରପଡା)

 910 total views,  1 views today

19 thoughts on “*ଜୀବନ୍ ଦୁଲି–ପିଙ୍କୁ ରଣବିଡା*

  1. I think everything posted made a bunch of sense. But,
    what about this? what if you were to create a killer headline?
    I mean, I don’t wish to tell you how to run your blog, however what if you added a title that makes people want more?
    I mean *ଜୀବନ୍ ଦୁଲି–ପିଙ୍କୁ ରଣବିଡା*
    is kinda vanilla. You could look at Yahoo’s front page and watch
    how they write article titles to grab viewers to open the links.
    You might add a related video or a related pic or two to get readers interested about what you’ve got
    to say. Just my opinion, it would bring your posts a little bit more interesting.

  2. I like the helpful info you provide in your articles. I’ll bookmark your blog and check again here regularly. I’m quite certain I’ll learn a lot of new stuff right here! Best of luck for the next!

  3. Oh my goodness! Amazing article
    dude! Many thanks, However I am encountering issues with your RSS.
    I don’t know the reason why I cannot subscribe
    to it. Is there anybody having
    the same RSS problems?
    Anyone who knows the answer will you kindly respond?

    Thanks!!

Leave a Reply

Your email address will not be published. Required fields are marked *