Jun
2021
4
*ଜୀବନ ଦୋଳି– ବିଶ୍ୱଜିତା ବରାଳ*
* ଜୀବନ ଦୋଳି * ଭୂମିରେ ଯେଦିନ ପାଦ ଦେଇକରି କାନ୍ଦିଲି ମୁଁ କୁଆଁ କୁଆଁ , ଝୁଲଣ ଦୋଳିରେ ଦୋଳି ଖେଳୁଥିଲି ଝୁଲାଉଥିଲା ମୋ ମାଆ ।। ଏଇଠୁ ଆରମ୍ଭ ଜୀବନ ଦୋଳି ମୋ ହସଖୁସି ସୁଖଦୁଃଖ , ଅଳିର ଗୁଞ୍ଜନ ପକ୍ଷୀର କୁଜନ ନବୀନ ସୁଖ ମୟୁଖ ।। ଅନ୍ଧାର ଯେତିକି ଆଲୁଅ ସେତିକି ସଂସାର