February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ଜୀବନ ଦୋଳି– ବିଶ୍ୱଜିତା ବରାଳ*

* ଜୀବନ ଦୋଳି *

ଭୂମିରେ ଯେଦିନ ପାଦ ଦେଇକରି
କାନ୍ଦିଲି ମୁଁ କୁଆଁ କୁଆଁ ,
ଝୁଲଣ ଦୋଳିରେ ଦୋଳି ଖେଳୁଥିଲି
ଝୁଲାଉଥିଲା ମୋ ମାଆ ।।

ଏଇଠୁ ଆରମ୍ଭ ଜୀବନ ଦୋଳି ମୋ
ହସଖୁସି ସୁଖଦୁଃଖ ,
ଅଳିର ଗୁଞ୍ଜନ ପକ୍ଷୀର କୁଜନ
ନବୀନ ସୁଖ ମୟୁଖ ।।

ଅନ୍ଧାର ଯେତିକି ଆଲୁଅ ସେତିକି
ସଂସାର ଗହନ ବନ ,
ସଙ୍କଳ୍ପ ରଖିଛି ଚାଲିବାକୁ ହେବ
ସରିବା ପର୍ଯ୍ୟନ୍ତ ଦିନ ।।

କେଉଁଠୁ ଆସିଛି, କୁଆଡ଼େ ଯିବି ମୁଁ
କଳି ପାରୁ ନାହିଁ ଏବେ ,
କିସ ଆଣିଥିଲି କିସ ନେଇଯିବି
ମୋହ ମାୟାର ଏ ଭବେ ।।

ଜୀବନ ଦୋଳିରେ ପାଦ ଥାପିଛି ମୁଁ
ଉପରକୁ ଯିବି ଉଡ଼ି,
ବାହାର ଛଳନା କାମନା ବାସନା
ଏଇଠି ଯିବି ମୁଁ ଛାଡ଼ି ।।
—————————————

Biswajita Baral Puri

 1,329 total views,  2 views today

5 thoughts on “*ଜୀବନ ଦୋଳି– ବିଶ୍ୱଜିତା ବରାଳ*

  1. Hmm is anyone else experiencing problems with the pictures on this
    blog loading? I’m trying to find out if its a problem on my end or if it’s the blog.
    Any feedback would be greatly appreciated.

  2. Hi there! I understand this is kind of off-topic however I
    had to ask. Does operating a well-established blog like yours
    require a massive amount work? I’m brand new to writing a blog but I do
    write in my journal daily. I’d like to start a blog
    so I can share my personal experience and feelings online.
    Please let me know if you have any kind of ideas or tips for
    new aspiring bloggers. Thankyou!

  3. It’s in fact very difficult in this full of activity life to listen news on TV, therefore I just use the
    web for that purpose, and take the most recent information.

  4. Wonderful website. A lot of useful information here. I’m sending it to a few
    friends ans additionally sharing in delicious.
    And obviously, thank you on your sweat!

  5. Do you have a spam problem on this website; I also am a blogger,
    and I was curious about your situation; many of us
    have developed some nice methods and we are looking to swap solutions
    with others, please shoot me an email if interested.

Leave a Reply

Your email address will not be published. Required fields are marked *