🙏❤ସ୍ମୃତି ସେତ ଜନ୍ମଭୁମିର ❤🙏 ସମୟ ସୁଅ ରେ ଭାସି ମୁଁ ଯାଉଛି କେମିତି କହିବି ତତେ, କେତେ ମୁଁ ହଜିଛି କେତେ ମୁଁ ଖୋଜିଛି ଜୁଆର ଆଉ ଭଟ୍ଟା ରେ……….. ଅନେକ ସ୍ମୃତି ସାଇତି ରଖିଛି ଏଇ ହୃଦୟ ଭିତରେ, ପାଖକୁ ଆସିଲେ କହିବି ଭାବୁଛି ସବୁ ଏକାନ୍ତ ନିର୍ଜନରେ…….. ବୋଧ ହୁଏ କୁନି ପ୍ରତିବିମ୍ବ ମୋର
Read More
ଫଗୁ ରଙ୍ଗରେ ଫଗୁଣ ଫେରିଛି ଫଗୁଣ ଆସିଛି ନେଇ ରଙ୍ଗ ବେରଙ୍ଗ ର ଫଗୁ ରଙ୍ଗ ନାଚୁଛି ଏ ମନ ନେଇ ଖାଲି ପ୍ରୀତି ଛନ୍ଦ…… ମଳୟ ପବନ ବହେ ପ୍ରତି ସ୍ପନ୍ଦନେ, ଆମ୍ବ ବଉଳର ବାସ୍ନା ସାଥେ ମନ ନାଚିଯାଏ କୋଇଲି ର କୁହୁ କୁହୁ ତାନେ….. ପ୍ରେମେ ରଙ୍ଗେ ରଞ୍ଜିତ ରାଧା କୃଷ୍ଣ ଯୁଗଳ ଗୋପୀ
Read More
ଭାରି ବଢିଆ ଆମ ପଖାଳ କଂସା ❤❤ ପଖାଳ କଂସା ଆମ ଭାରି ବଢିଆ ଆମ୍ବ ଚଟଣି, ବଢ଼ି ଚୁରା ପୁଣି ଶୁଖୁଆ ଭଜା ହାତ ଧୋଇ ଧୋଇ ଖାଉଥାଉ ଆମେ ଲାଗୁଥାଏ ଭାରି ବଢିଆ ଆମେ ଖାଣ୍ଟି ଓଡ଼ିଆ ଆମେ ଖାଣ୍ଟି ଓଡ଼ିଆ…. ଓଡ଼ିଆ ଙ୍କ ଉଡ଼ିଯାଏ ହଂସା ନ ଦେଖିଲେ ଦିନେ ପଖାଳ କଂସା ଓଡିଶା
Read More
ତୁମେ ଆରମ୍ଭ ତୁମେ ଶେଷ ଆହେ ଜଗତ ଠାକୁର ଜଗନ୍ନାଥ ତୁମେ ହିଁ ଆରମ୍ଭ ମୋର ତୁମେ ଶେଷ, ତୁମ ବିନା ହେବି ମୁଁ ଅନାଥ । (।।) ତୁମେ ମୋ ପିତା,ତୁମେ ମୋ ଭ୍ରାତା ତୁମେ ମୋ ବନ୍ଧୁ ,ଶଖା, ତୁମରି ହାତ ଧରି ନିସ୍ତରି ଯାଉ ମୋ ଜୀବନ ପଥ
Read More