April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
May
2021
19

*”ଦିନେ ତୁମେ ଫେରିବ ଫଲଣା “–ନୀଳାମ୍ବର ବେହେରା*

  “ଦିନେ ତୁମେ ଫେରିବ ଫଲଣା “ ପ୍ରେମ ରସେ ରସି, ମନ୍ଦ୍ର ହାସ ହସି, ପ୍ରୀତି ରଙ୍ଗେ ପରିତୋଷି କେଉଁଆଡେ କାହିଁ, ଲୁଚିଗଲ ରହି, ହୃଦୟରୁ ଦୂରେ ରୁଷି ll ରୁଧିରେ ରଂଜିତ, ଅଶ୍ରୁରେ ବିଧୌତ ତୁମ ସ୍ମୃତିମାନ ନିତି, ଜାହ୍ନବୀର ଜଳେ, ତଟିନୀର କୂଳେ, ଖୋଜି ବୁଲେ ତୁମ ସ୍ଥିତି ll ବିଛେଦେ ଫଲଣା, ହେଲି

Loading

May
2021
19

*ଦିନେ ତୁମେ ଫେରିବ–କାହ୍ନୁ ଚରଣ ସାହୁ*

*ଦିନେ ତୁମେ ଫେରିବ* ଶାଶ୍ୱତ ପ୍ରେମର ପରିଚୟ ଦେଇ ଆପଣାର କରି ନେଲ ସିଂଥିରେ ସିନ୍ଦୂର ହାତରେ କଙ୍କଣ ଦେବାକୁ ଭରଷା ଦେଲ । ମୁକ୍ତ ଆକାଶର ବିହଙ୍ଗଟେ ଥିଲି ବନ୍ଦୀ ତୁମେ କରିଦେଲ ଶାଶ୍ୱତ ପ୍ରେମକୁ ସମ୍ମାନ ମୁଁ ଦେଲି ତୁମେ ମତେ ଭୁଲି ଗଲ । ଗର୍ଭରେ ମୋହର ତୁମରି ସନ୍ତକ ନୟନେ କୋହର ଜଳ

Loading

May
2021
19

*ଦିନେ ତୁମେ ଫେରିବ–ସରୋଜ କୁମାର ସାହୁ, ଆଠଗଡ଼* .

–ଦିନେ ତୁମେ ଫେରିବ …………………………… ଏମିତି, ଅପ୍ରତ୍ୟାଶିତ ଭାବରେ ଗଢିଉଠିଥିବା ସଂର୍ପକକୁ ସମାଧି ଦେବା ଆଗରୁ, ତମେ ଦେଇଥିଲ ସେତୁବନ୍ଧର ଶପଥ ସାକ୍ଷୀ ଥିଲା ବରଗଛର ଛାଇ ଓହଳରେ କଅଁଳୁଥିବା ପତ୍ର କେଇଟା। ତମେ ମାଡିଚାଲିଲ ସାଗରର ଢେଉପରି….. ମୁଁ ପଛେରେ ମାପିଲି ପାଦ, ଥରେ ପଚାର ସେ ପାଳଟଣା ଡଙ୍ଗାକୁ ଦେବ ସଂର୍ପକର ପରିଚୟ ଚହଲା ପାଣିର

Loading

May
2021
19

*ଦିନେ ତୁମେ ଫେରିବ– ବନଜା ନନ୍ଦିନୀ ମିଶ୍ର*

କବିତା -“ଦିନେ ତୁମେ ଫେରିବ ” ************************** ହେ ସମୟ ମୁଁ ଜାଣେ ତୁମ ହାତେ ଡୋରି.. ସତେ କଣ ତୁମେ ବଦଳି ଯାଇଛ ଆଉ ସାଥିରେ ନେଇଯାଇଛ ଗାଁ ର ବାସ୍ନା, ମାଆ ର ମୋହ ଘରଅଗଣା, ସାଙ୍ଗସାଥୀ, ତୋଟାମାଳ, ଅଭୁଲା ସ୍ମୃତି ଏନ୍ତୁଡ଼ିଶାଳ, ଗୁରୁଜୀଙ୍କ ମାଡ଼ ଆଉ ତାଙ୍କ ବେତବାଡ଼ି…… ନଈପଠାରେ ସୋରିଷ ଫୁଲର ବାସ.

Loading

May
2021
19

*ଦିନେ ତୁମେ ଫେରିବ–ଶ୍ରୀପଦ୍ମନ ରଣା*

#ଦିନେ ତୁମେ ଫେରିବ # ଶ୍ରୀପଦ୍ମନ ରଣା ତୁମେ ଗଲା ପରେ… ଛିନା ଛିନା ମେଘର ମଲ୍ଲାର ବିଜୁଳିର ଘଡ଼ ଘଡ଼ି ବାଦ୍ୟ ଅନ୍ତରାଳେ କୋଇଲିର ଗୀତ ଦୃଶ୍ୟହୀନ ମୟୂରର ନୃତ୍ୟ ହଜି ଯାଏ ବେଙ୍ଗୁଲୀର କିଙ୍କାରି ଶବଦ । ଶ୍ରୀହୀନ ଅଚଳା ଶୁଖା ଶୁଖା ତା’ପଣତ ବେସାହାରା ରାସ୍ତା ଦୁବଘାସ ନିରବ ଝରଣାର ସ୍ରୋତ ନବ ପଲ୍ଲିବାକୁ

Loading

May
2021
19

*ଦିନେ ତୁମେ ଫେରିଵ–ଗଙ୍ଗୋତ୍ରି ପ୍ରିୟଦର୍ଶିନୀ*

#ଦିନେ ତୁମେ ଫେରିଵ ଯେ ଦିବସ ଫେରିଯାଏ ରଜନୀ ଅାଗତେ ପୁଣି ପ୍ରତୀକ୍ଷା ରେ ଥାନ୍ତି ଜହ୍ନ ତାରା ଯେତେ ଭାସି ଆସେ ନିଶାର୍ଦ୍ଧରେ ଶେଫାଳି ବାସନା କୁହ ସାଥି ପ୍ରେମେ କିବା ହୁଅନାହିଁ ଆନମନା ? ପ୍ରତି କ୍ଷଣେ ଝୁରେ ମୁହିଁ ତବ ଆଲିଙ୍ଗନ ଅପେକ୍ଷା ରେ ମୁଦ୍ରିତ ମୋ ବେନି ନୟନ ଉଷା ଆସେ ସୁରୁଜର

Loading

May
2021
19

*ଦିନେ ତୁମେ ଫେରିବ– ସୁମିତା ବେହେରା*

ଦିନେ ତୁମେ ଫେରିବ *************** ଦିନ ଥିଲା ଋତୁର ମହକରେ ରଙ୍ଗେଇ ଯାଉଥିଲା ସଂସାର ଟା ସାରା ବିହ୍ୱଳିତ ମନରେ ଖେଳୁଥିଲା ହିଲ୍ଲୋଳ ତରୁଣୀ ର ମନ ପରି ଗୁଡେଇ ଯାଉଥିଲା ଦେହସାରା । ନିର୍ଲିପ୍ତ ଆଖି ର ସେ ମୁଠା ମୁଠା ସ୍ୱପ୍ନର ସବୁଜ ସୁନ୍ଦର ବୃକ୍ଷର ଛାୟାତଳେ, ଗଢି ଉଠୁଥିଲା ଧୀରେ ଧୀରେ ଭଗ୍ନ ମନ୍ଦିର

Loading

May
2021
18

*ଝୁମ୍ପୁଡିଆ ଭାଗ୍ୟର ଆତ୍ମସମୀକ୍ଷା– ମନୋଜ କୁମାର ପଣ୍ଡା*

ଝୁମ୍ପୁଡିଆ ଭାଗ୍ୟର ଆତ୍ମସମୀକ୍ଷା ତୁମ ପ୍ରୀତିର ଅଶାନ୍ତ କ୍ଷୁଧା ଚାଟିନେଲା ନିମିଷେ ମୋର ପଞ୍ଜରା ତଳୁ ସବୁ ଦୁଃଖ ଆଖିକୁ ଦେଇ ବହଳ ବହଳ ନିଦ ତୁମକୁ ସ୍ୱପ୍ନରେ ଦେଖିବା ପାଇଁ…….. ଲେଖେ ବାଧ୍ୟହୋଇ ଫାଜିଲ ପ୍ରେମର ଦରପୋଡା ଭାଷା ନିଶ୍ୱାସ ରେ ଯେବେ ବହିଆସେ ତୁମ ପ୍ରେମର ଦକ୍ଷିଣା ପବନ ପଞ୍ଜରା ତଳ ହାଡ଼ ମଧ୍ୟରୁ…….. ମୋର

Loading

May
2021
17

*ବୟସ ହଜିଯିବା ପରେ– ମନୋଜ କୁମାର ପଣ୍ଡା*

#ବୟସ_ହଜିଯିବା_ପରେ କାଲି ଭେଟିଥିଲି ତାକୁ ସ୍ବପ୍ନର ଗହଣା ପିନ୍ଧି ସେ ଆସିଥିଲା ଦେବାକୁ ଟିକିଏ ଜହ୍ନର ସରାଗ…….। ଯନ୍ତ୍ରଣା ରେ କିଲବିଲ ହେଉଥିବା ଆତ୍ମା ତୋଳିବାକୁ ଚେଷ୍ଟା କଲା ନିରବ ଓଁକାର ଇସ୍ପାତ ମନ ଧାରୁଆ ଛୁରୀରେ……. ମୁଖଦେଖି ତାର ଗବାକ୍ଷ ମାର୍ଗରୁ ଭାବିବସେ ଏ କି ଚନ୍ଦ୍ର ମଣ୍ଡଳ ଅବା ମୁକୁର ବିମ୍ବଟିଏ ବିଚଳିତ ମନ ମୋର

Loading