September 21, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ହାଇକୁ– ପ୍ରଦୀପ କୁମାର ଦାଶ*

ହାଇକୁ
—0—

ପୁନେଇଁ ଜହ୍ନ
ନଦୀର କୁଳୁ କୁଳୁ
ଦେଖାଏ ସ୍ୱପ୍ନ ।……(୦୧)  

ତୃଷ୍ଣା ବିସ୍ତୃତ 
କିନ୍ତୁ କର୍ମର ଫଳ
ମିଳେ ସମ୍ଭାର ।……..(୦୨)

ଗଛ ଫାଙ୍କରେ
ସେ ଫାଳିକିଆ ଜହ୍ନ
ହେଳା ମଗନ ।…….(୦୩)

ତମ କୁନ୍ତଳ
ଚମକାଏ ବିଜୁଳି 
କଳା ବାଦଲ ।…….(୦୪)

ବଉଳ ଫୁଲ
ହୃଦୟ ହଜିଯାଏ
ଗାଁ ନଇ କୂଳ ।……..(୦୫)

ଲୁହର ନଈ
ଆଖିଟା ଅମାନିଆ 
ଚାଲିଛି ବହି ।………..(୦୬)

ଜାଳେଣି କାଠ
ସରସ କଥା ତାର
ପୋଡି ପାଉଁଶ ।……..(୦୭)

ମେଞ୍ଚାଏ ସ୍ମୃତି 
ବର୍ଷାର ଇତିହାସ 
ଆଖିଏ ଲୁହ ।……..(୦୮)

ନିଜର ଛାଇ
ବାସ୍ତବ ଚିରନ୍ତନ 
ପ୍ରକୃତ ସାଥୀ ।…….(୦୯)

କିଶୋରୀ ହସ
କରଇ ଉପହାସ
ଫୁଲ ସୁବାସ ।……..(୧୦)

~ ପ୍ରଦୀପ କୁମାର ଦାଶ “ଦୀପକ”
ଶଙ୍କରା, ଜିଲ୍ଲା- ରାଏଗଡ଼ (ଛତ୍ତିସଗଢ)
ମୋ.ନଂ. 7828104111

 378 total views,  1 views today

2 thoughts on “*ହାଇକୁ– ପ୍ରଦୀପ କୁମାର ଦାଶ*

  1. Great blog here! Also your site loads up very fast! What host
    are you using? Can I get your affiliate link to your
    host? I wish my web site loaded up as quickly as yours lol

Leave a Reply

Your email address will not be published. Required fields are marked *