March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Jan
2023
10

ଶବ୍ଦର ଶତାବ୍ଦୀ — ଜଗମୋହନ ପ୍ରଧାନ

ଶବ୍ଦର ଶତାବ୍ଦୀ   ଶବ୍ଦ କାନ୍ଦୁ ଥିଲେ ଶତାବ୍ଦୀ ସହରେ ବୁନ୍ଦେ ବୁନ୍ଦେ ଲୁହ ଢ଼ାଳି କବି ଶୁଣି ଦେଲେ ଶବ୍ଦର କାନ୍ଦକୁ ଭାବନାରେ କାନ ଡେରି। କାଗଜ ଧରିଲେ କଲମ ଧରିଲେ ଲୁହକୁ ଆଙ୍କିବା ପାଇଁ ଆଙ୍କୁ ଆଙ୍କୁ କବି ଏମିତି ଆଙ୍କିଲେ ଶବ୍ଦ ତ କାନ୍ଦିଲେ ନାହିଁ। ଲୁହ ଝରି ଲାନି କେମିତି ଲେଖିବେ ଚିନ୍ତାରେ

Loading

Jan
2023
7

ସେଇ ଶୂନ୍ୟ ରାସ୍ତା-ଜଗମୋହନ ପ୍ରଧାନ

ସେଇ ଶୂନ୍ୟ ରାସ୍ତା ********************* ଅତୀତର ସେଇ ଶୂନ୍ୟ ରାସ୍ତାରେ ଦେଖା ହୋଇ ଥିଲୁ ତୁ କେତେ ସ୍ବପ୍ନ ତୋତେ ଗଢ଼ି ଦେଇଥିଲି ନିଜ ହାତରେ ମୁଁ, ସେଇ ସ୍ବପ୍ନ ସବୁ ଭାଙ୍ଗି ଚାଲି ଗଲୁ ନିଜ ହାତରେ ତୁ ଭଙ୍ଗା ସ୍ବପ୍ନ ସବୁ ସାଇତି ରଖିଛି ସେ ଅତୀତରେ ମୁଁ।। କେତେ ପ୍ରତିଶ୍ରୁତି ଦେଇଥିଲୁ ମୋତେ ହାତ

Loading

Nov
2022
22

ଉଠି ଆସ ଗୋପବନ୍ଧୁ ଦାସ — ଜଗମୋହନ ପ୍ରଧାନ

ଉଠି ଆସ ଗୋପବନ୍ଧୁ ଦାସ   ଉଠି ଆସ ଉଠି ଆସ ହେ ଗୋପବନ୍ଧୁ ଦାସ ମାଟିରୁ ଆଉଥରେ ଉଠି ଆସ କେତେ ପଥ ଅତିକ୍ରମ କରିଛନ୍ତି ଦେଶବାସୀ ତୁମେ ଥରେ ଦେଖି ଯିବ ଆସ।।   ଦେଖିବ ଏ ପଥଭ୍ରଷ୍ଟ ସମାଜକୁ, ମରିଥିବା ମାନବିକତାକୁ, ସ୍ବାର୍ଥହୀନତାର ଚିତ୍ରକୁ ପାରିବ ଯଦି ଭରି ଦେଇଯିବ ଆମ ଅନ୍ତରରେ ସୁପ୍ତ

Loading

Nov
2022
22

ମୁଁ ତୋ ଷୋହଳ ଶୃଙ୍ଗାର — ଜଗମୋହନ ପ୍ରଧାନ

ମୁଁ ତୋ ଷୋହଳ ଶୃଙ୍ଗାର   ଗଭାରେ ଗଜରା ସାଜିବି ତୋହରି ମହକ ମୁଁ ଦେବି ଭରି, ମଥାରେ ସିନ୍ଦୁର ସାଜିବି ତୋହରି ଲାଗିବୁ ସଧବା ଗୋରି।   ତୋ ଗଳାରେ ମଙ୍ଗଳସୂତ୍ର ହେବି ମୁଁ ହାତରେ ହେବି ଲୋ ଚୁଡ଼ି, ପାଦରେ ପାଉଞ୍ଜି କାନରେ ଝୁମୁକା ଦେହରେ ବନିବି ଶାଢ଼ୀ।   ନାକରେ ନୋଥ ମଥାରେ ମଥା

Loading

Nov
2022
22

ହଜିବାକୁ ଚାହେଁ — ଜଗମୋହନ ପ୍ରଧାନ

ହଜିବାକୁ ଚାହେଁ   ହଜି ବାକୁ ଚାହେଁ ସମୟ ସାଥିରେ ଲୁଚିବାକୁ ଚାହେଁ ଅତୀତ ପୃଷ୍ଠାରେ କଲମ ଲୁହରେ ଭିଜି ଯିବି କାଗଜ ଉପରେ ଅଲୋଡ଼ା ଶବ୍ଦ ହୋଇ ରହିଯିବି ଅତୀତର ଗଦା ଗଦା ଫର୍ଦ୍ଦ ଭିତରେ ଖୋଜିଲେ ବି ପାଇବନି ଭବିଷ୍ୟତ ସେ ଅତୀତକୁ   ହଜି ବାକୁ ଚାହେଁ ବାଦାମୀ ରଙ୍ଗର ପୁରୁଣା ବହିର ଅଲୋଡ଼ା

Loading

Nov
2022
22

ନିଷ୍ଫଳ ଜୀବନ ଏହି — ଜଗମୋହନ ପ୍ରଧାନ

ନିଷ୍ଫଳ ଜୀବନ ଏହି   ସତ୍ୟ ସତ୍ୟ ବୋଲି କେତେ ମୁଁ ଖୋଜିଲି ସତ୍ୟକୁ ପାଇଲି ନାହିଁ, ଅସତ୍ୟ ପଛରେ ସତ୍ୟ ଲୁଚି ଗଲା ଅସତ୍ୟ ହସିଲା ଚାହିଁ, ନିଷ୍ଫଳ ଜୀବନ ଏହି। ସତ୍ୟ ଅସତ୍ୟର ଖେଳ ଭିତରେ ମୁଁ ନିଜକୁ ପାଇଲି ନାହିଁ।   ନ୍ୟାୟ ନ୍ୟାୟ ହୋଇ ନ୍ୟାୟ ପଛେ ଗଲି ନ୍ୟାୟ ତ ମିଳିଲା

Loading

Nov
2022
22

ସେ ଅଧୁରା ସାକ୍ଷାତ — ଜଗମୋହନ ପ୍ରଧାନ

ସେ ଅଧୁରା ସାକ୍ଷାତ   ସେଇ ଶୀତ ସକାଳେ ଦୁଇ କପ୍ କଫି୍ ସାଥିରେ ତୁମର ସେ ଅଧୁରା ସାକ୍ଷାତ କାହିଁକି କେଜାଣି ଆଜି ହୃଦୟକୁ କରୁଛି ଆଘାତ ?   ସେ ଆଘାତକୁ ମୁଁ ସହିଯାଏ ଆଖିରେ ଲୁହ ଆସିଲେ ବି ଟିକିଏ ହସି ଦିଏ। କାରଣ ସେ ଅନେକ ଲୁହ ଭିତରେ ଟିକିଏ ହସ ଆଜି

Loading

Nov
2022
22

ଶେଷ ଚିଠି — ଜଗମୋହନ ପ୍ରଧାନ

ଶେଷ ଚିଠି   ଲେଖୁ ଲେଖୁ ଶେଷ ଚିଠି ମୁଁ ଲେଖିଲି କେବଳ ତୁମରି ପାଇଁ କଲମ ମୁନରେ ହୃଦୟର କଥା କାଗଜେ ଦେଲି ଗାରେଇ।   ଯେତେ ସ୍ମୃତି ଥିଲା ସବୁ ମୁଁ ଲେଖିଲି ଭାବନା ସହର ଯାଇଁ ଶବ୍ଦରେ ଶବ୍ଦକୁ ଆଙ୍କି ମୁଁ ଚାଲିଲି ଇତି କୁ ତ ଜାଗା ନାହିଁ।   ରାତି ସରିଗଲା

Loading

Nov
2022
22

କୁହୁଡି ଘେରା ସ୍ଵପ୍ନ ମୁଠେ — ଜଗମୋହନ ପ୍ରଧାନ

କୁହୁଡି ଘେରା ସ୍ଵପ୍ନ ମୁଠେ   କୁହୁଡ଼ି ଘେରା ସ୍ବପ୍ନ ମୁଠେ ଝରି ପଡୁଥିଲେ ଆକାଶ ବୁକୁରୁ ଆଖିରେ ସଜାଇବା ଆଶାରେ ଧାଇଁ ଯାଇ ଥିଲି ସକାଳୁ ସକାଳର ସୂର୍ଯ୍ୟ ଧାଇଁ ଆସିଥିଲା ସାଥିରେ କୁହୁଡ଼ିକୁ ଜାଳି ଦେଇଗଲା ଉତ୍ତପ୍ତ କିରଣେ।   ଝଡ଼ି ଗଲେ ସ୍ବପ୍ନ ମୁଠେ ଘାସ ଗାଲିଚାର କାକର ବିନ୍ଦୁରେ ଚମକି ଉଠୁ ଥିଲେ

Loading

Nov
2022
22

ଅଫେରା ଗାଡ଼ି — ଜଗମୋହନ ପ୍ରଧାନ

ଅଫେରା ଗାଡ଼ି   ଛଅ ଖଣ୍ଡ ବାଉଁଶ ପାଳ ଦଉଡ଼ିରେ ବନେଇ ଦିଅ ଅଫେରା ଗାଡ଼ି ଥରେ ଗଡିଗଲେ ଆଉ ଫେରେନା ମଶାଣି ଭୁଇଁ ତା ଶେଷ ଠିକଣା ଅଫେରା ରାଇଜରୁ ଡକରା ଆସିଛି ସେ ଯିବ ବାହୁଡ଼ି ବନେଇ ଦିଅ ଅଫେରା ଗାଡ଼ି ।   ଲିଭିଗଲା ଆଜି ଶେଷ ଦୀପ ତା’ର ଏନ୍ତୁଡ଼ିଶାଳ ବି ହଜିଛି

Loading

Nov
2022
22

ମୃତ୍ୟୁ — ଜଗମୋହନ ପ୍ରଧାନ

ମୃତ୍ୟୁ   କାଗଜ କଲମ ଧରି ବସିଗଲେ କବିଗଣ ଲେଖିବେ କବିତା ଶୀର୍ଷକ ଦିଆଗଲା “ମୃତ୍ୟୁ” ମୃତ୍ୟୁ ନାଁ ଶୁଣି କବି ଡରିଗଲେ କାଗଜ କଲମ ବି ଥରିବାକୁ ଲାଗିଲେ।   କିଛି କବି କହିଲେ ଆମେ ଲେଖିବୁ ମୃତ୍ୟୁ ପରର ସେ ନିଶ୍ଚଳ ଶରୀରକୁ ଆଉ ସେ ଅଫେରା ଗାଡ଼ିକୁ ଯେଉଁ ଗାଡ଼ି ଥରେ ଗଡ଼ିଗଲେ ଆଉ

Loading

Nov
2022
22

ନାଉରିଆ — ଜଗମୋହନ ପ୍ରଧାନ

ନାଉରିଆ   ସଂସାର ନାଆରେ ପାଦ ମୁଁ ଦେଇଛି ନାଉରିଆ ଟିଏ ହୋଇ ସମୟ ସ୍ରୋତରେ ବହି ମୁଁ ଯାଉଛି ପରିବାର ସାଥେ ନେଇ। କାତ ଅକାତ ଏ ସମୟର ସ୍ରୋତ ଧିରେ ଧିରେ ଯାଏ ବହି କେତେ ଝଡ଼ ଝଞ୍ଜା କେତେ ଖରା ଛାଇ ସବୁ ମୁଁ ଯାଉଛି ସହି। ହାରି ନାହିଁ କେବେ ଡରି ନାହିଁ

Loading

Nov
2022
22

ଗଢ଼ିବା ସ୍ୱଚ୍ଛ ଭାରତ — ଜଗମୋହନ ପ୍ରଧାନ

ଗଢ଼ିବା ସ୍ୱଚ୍ଛ ଭାରତ   ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ, ଆସରେ ପିଲେ ଗଢ଼ିବା ସ୍ୱଚ୍ଛ ଭାରତ। ଆମ ପରିବେଶ ଆମେ ସଫା ରଖିବା, ସଚେତନା ବାରତା ଚାଲ ସଭିଙ୍କୁ ଦବା। ସ୍ବଚ୍ଛତାର ମନ୍ତ୍ର ଆସ ପିଲେ ଗାଇବା, ନିରିମଳ ପରିବେଶ ଆମେ କରିବା। କୁନି କୁନି ହାତେ ଆମେ ଗଛ ଲଗାଇ, ସବୁଜ ସୁନ୍ଦର ଦେଶ ଗଢ଼ିବା

Loading

Nov
2022
22

ନାମଧରି ହବାପାରି — ଜଗମୋହନ ପ୍ରଧାନ

ନାମଧରି ହବାପାରି   ପଞ୍ଜୁରୀ ଭିତରେ ଶାରୀ ଜପୁ ଥାଏ ରାମ ରାମ ହରି ହରି, ଏ ଭବ ସାଗରୁ ମୁକ୍ତିର ପଥରେ କେମିତି ହବ ସେ ପାରି।   ମାନବ ହୋଇ ତୁ ତୁଣ୍ଡେ ଧରି ଲୁନି ହରିନାମ କେବେ ଥରେ, ସ୍ୱାର୍ଥ ପାପ କର୍ମେ ଲିପ୍ତ ତୁ ରହିଲୁ ସତ୍ୟ ଧର୍ମ ଠାରୁ ଦୂରେ।  

Loading

Jun
2022
29

ବୁନ୍ଦାଏ ଲୁହ — ଜଗମୋହନ ପ୍ରଧାନ

ବୁନ୍ଦାଏ ଲୁହ   ସାବିତ୍ରୀ ଦେବୀ ସକାଳୁ ସକାଳୁ ଅଗଣାରେ ବସି ନାତି ନାତୁଣୀଙ୍କୁ ଗୀତ ଶୁଣାଉ ଥାନ୍ତି। ପାଖରେ ବି ଶରତ ବସିଥାଏ । ସୁମନ ରୋଷେଇ ଘର ଭିତରୁ ତିନି କପ୍ ଚା ଧରି ଆସିଲା ସାବିତ୍ରୀ ଦେବୀ ଶରତ ଆଉ ନିଜ ପାଇଁ ,ସେ ବି ସେଠି ବସି ପଡ଼ିଲା, ଆଉ ପିଲାଙ୍କ ଉପରେ

Loading

May
2022
1

ଶ୍ରମିକ ଟିଏ — ଜଗମୋହନ ପ୍ରଧାନ

ଶ୍ରମିକ ଟିଏ   ଶ୍ରମିକ ଟିଏ ସେ ଶ୍ରମିକ ଟିଏ ହାତରେ ତାହାର କି ଯାଦୁ ଥାଏ। କେତେ ଯେ ସୃଷ୍ଟିର କର୍ତ୍ତା ସିଏ ‌ବ୍ରହ୍ମା ନୁହେଁ ସେ ଶ୍ରମିକ ଟିଏ‌। ସୁନ୍ଦର ନିର୍ମାଣ ସେ କରିଥାଏ ବିଶ୍ଵକର୍ମା ନୁହେଁ ସେ ଶ୍ରମିକ ଟିଏ। ଗଢେ ବି ସିଏ ଭାଙ୍ଗେ ବି ସିଏ ଶ୍ରମର ଯୋଦ୍ଧା ସେ ସାଜି

Loading

Apr
2022
30

କିଛି ସ୍ମୃତି — ଜଗମୋହନ ପ୍ରଧାନ

କିଛି ସ୍ମୃତି   ଅନେକ ଦିନ ପରେ ଗାଁ କୁ ଫେରିଛି ମାଟିର ମହକ ପାଇଁ, କେତେ ସ୍ନେହ ଶ୍ରଦ୍ଧା ଏ ଗାଁରେ ରହିଛି ସାଥିରେ ଯିବି ମୁଁ ନେଇ। କାହିଁ କେତେ କାଳୁ ଏ ଗାଁ ପାଖ ଦେଇ ବହି ଯାଉଛି ଏ ନଈ, ତା ପାଖରେ ଅଛି ଛୋଟ ଘର ଟିଏ କେତେ ସ୍ମୃତି ଅଛି

Loading

Mar
2022
3

*ଝରକା ସେ ପାଖରେ–ଜଗମୋହନ ପ୍ରଧାନ*

ଶୀର୍ଷକ- “ଝରକା ସେ ପାଖରେ” ******************** ଝରକା ସେ ପାଖେ କୁହୁଡ଼ି ଚାଦରେ ସ୍ବପ୍ନ ମୁଁ ଦେଖୁଥାଏ, ଶିଶିର ଟେ ସାଜି ଘାସ ଗାଲିଚାରେ ସ୍ବପ୍ନ କିଛି ଝରୁଥାଏ। କେଉଁଠି ଥିଲା ସେ ସୂର୍ଯ୍ୟର କିରଣ ସକାଳୁ ଆସିଲା ମାଡ଼ି, ଧିରେ ଧିରେ ହୋଇ ଉତ୍ତପ୍ତେ କିରଣେ ସ୍ବପ୍ନ ସୁବ ଗଲେ ଝଡ଼ି। ସେ ସୂର୍ଯ୍ୟ କିରଣେ ଆଉ

Loading

Jun
2021
4

*ଜୀବନ ଦୋଳି– ଜଗମୋହନ ପ୍ରଧାନ*

*ଜୀବନ ଦୋଳି* ——————- ମାୟା ସଂସାରରେ ଜୀବନର ଦୋଳି କେତେ ଦିନ ତୁ ଖେଳିବୁ, ପାପ,ଲୋଭ,ମୋହ ସ୍ୱାର୍ଥ,ଅହଂକାରେ କେତେ ଦିନ ତୁ ବଞ୍ଚିବୁ। ପାପ କର୍ମ ଭାର ଯେବେ ବଢି ଜିବ ଦୋଳି ତୋର ଯିବ ଛିଡି, ତ୍ରାହି ତ୍ରାହି ବୋଲି ଡାକ ଛାଡ଼ୁ ଥିବୁ କେହି ନ ପାରିବେ ତରି। ଜୀବନର ସତ୍ୟ କେମିତି ଜାଣିବୁ ତୁ

Loading

Mar
2021
20

*ପଖାଳ– ଜଗମୋହନ ପ୍ରଧାନ*

*ପଖାଳ*## ପଖାଳ ଭାତରେ ପଖାଳ ଭାତ ଓଡ଼ିଶାର ଖାଦ୍ୟ ତୁ ବିଖ୍ୟାତ । ଗରିବ ଲୋକର ତୁ ଆଟୁ ଅମୃତ ତୋ ଖାଇ ଚାଲେ ତା ସଂସାର ରଥ । ପଖାଳ କଂସାରେ ପଖାଳ କଂସା ଚଷାଭାଇ କରେ ତୋତେ ଭରଷା । ଖରା ବେଳ ବିଲ ମୁଣ୍ଡରେ ବସି ତୋତେ ଖାଏ ସେ ହସି ହସି ।

Loading