May
2021
31
*ଖଣ୍ଡଗିରିରେ ସନ୍ଧ୍ୟା–ଖଣ୍ଡଗିରିରେ ସନ୍ଧ୍ୟା*
ଖଣ୍ଡଗିରିରେ ସନ୍ଧ୍ୟା ……………………………………….. ଆହା କି ସୁଷମା ! ଦେବି କି ଉପମା ଖଣ୍ଡଗିରିର ସେ ରୂପ ବିଭବ ନେତ୍ର ଭରି କରି ଦେଖିଲି ତା ଶିରୀ ଗୁମ୍ଫାରେ ବସି ଯା ଶୋଭା ଅପୂର୍ବ ାା ଦିନେହେଁ ସନ୍ଧ୍ୟାରେ ଆଳତୀ ଲଗ୍ନରେ କଲି ସଂଦର୍ଶନ ରୂପ ତାହାର ଭାଳିଲି ନେତ୍ରରେ ନାନା ଚିତ୍ରରାଜୀ ଐର ଖାରବେଳ ସୃଷ୍ଟି ସମ୍ଭାର