Jun
2022
21
ସଜ ସକାଳ–ହରିହର ଭୂକ୍ତା
ସଜ ସକାଳ ସିନ୍ଦୁରା ଫାଟିଲା ପ୍ରାଚୀ ଭାଗେ ଦେଖ ସବିତା ଆସିଲେ ଉଇଁ ବନେ ଉପବନେ ତରୁ ,ଲତା ଦେହେ କୁସୁମଟି ହସୁଥାଇ । ଶୀତଳ ସମୀର ବହୁ ଅଛି ଧିର ମନ ଉହ୍ଲାସେ ଭରିଛି କିଚିରି ମିଚିରି ଶବଦରେ ପୁଣି ଘରଚଟିଆ ଗାଉଛି । ମଙ୍ଗଳ ବାରତା ଆଣିଛି ପ୍ରଭାତ ଶଙ୍ଖ ଧ୍ବନି ଶୁଭୁଅଛି ପ୍ରାସାଦ ମନ୍ଦିରେ