March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

*ଜୀବନ ଦୁଲି– ଡିଲେଶ୍ୱର ମେହେର*

ସୂର୍ଯ୍ୟୋଦୟ ପାକ୍ଷିକ – ପ୍ରତିଯୋଗିତା-କ୍ରମାଙ୍କ,୧୦.
———————————-
ଜୀବନ-ଦୁଲି
****************

ଦିନ୍ ସରିଗଲେ ବେଲ୍ ବୁଡ଼ିଗଲେ
ରାଏତ୍ ଆଏସି ମାଡ଼ି
ଜୀବନ୍ ଦୁଳି ଟା ଛିଡିଜିବା କେତେବେଲେ
ଧରିଥା ବର୍କସ୍ କରି ।।

ଚେଁରେ ନାଇଁଡରେ ଧୁକା କି ପବନ୍
ଡାଲେ କରିନେସି ଗୁଡା
ଧୁକାଗରେଲ୍ ହେଲା କେତେନିକେତେ
ଭାଙ୍ଗିଦେଲା ଚେଁରେ ଗୁଡା ।।

ଆଏଜ୍ କା ଜିଏ ରଜା ସାଜିଛେ ସତେ
କାଏଲ୍ କାସେ ଭିକାରୀ
ଧରମ୍ ବଲେ ଚାଲିଛେ ଦୁନିଆଁ ଭାଏ୍
ଅଧର୍ ମେ ଲିଭ୍‌ସି ବତୀ ।।

ଜୀବନ୍‌ ଦୁଳି କେତେ ଟଲ୍‌ମଲ୍ ହେସି
କେତେବେଲେ କେନ୍ କଥା
ଦୁଲିଛିଡିଗଲେ ତଲେ ଗଦେଇହେବୁ
ପଛେହେବ ଲୋକ୍ ହଁସା ।।

ଆଏଜ୍ କା ଜାହାକେ ନିଜର୍ ଭାବି
ରଖିଛୁ ପନ୍‌ତେ ଢାପି
ସମିଆଁ ଆଏଲେ ତତେ ତାରପାଖୁ
ଦେବା କେନ୍ କେ ଫିକି।।

Diles meher
At/po, Bijepur
District/Bargarh
Pin.768032
Mobile/8658215859

 809 total views,  1 views today

3 thoughts on “*ଜୀବନ ଦୁଲି– ଡିଲେଶ୍ୱର ମେହେର*

  1. I know this if off topic but I’m looking into starting my own weblog and was wondering what all is needed to get setup?

    I’m assuming having a blog like yours would cost a
    pretty penny?
    I’m not very web smart so I’m not 100% certain.
    Any recommendations or advice would be greatly appreciated.

    Thanks

Leave a Reply

Your email address will not be published. Required fields are marked *