April 28, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Feb
2023
20

ଚମତ୍କାରୀ ସାଧୁବାବା – ସ୍ନେହାଶିଷ ତ୍ରିପାଠୀ

ଚମତ୍କାରୀ ସାଧୁବାବା   ଭୈରବପୁର ଗାଁ। ପ୍ରାୟ ସତୁରୀ ଉପରେ ଘର ହେବ। ବଡ ଗାଆଁଟିଏ ହେଲେ ମଧ୍ଯ ଲୋକମାନେ ଭାରି ଶାନ୍ତିପ୍ରିୟ। ଗାଆଁର କୌଣସି ବି ଲୋକ କିଛି କଥା ନେଇ କୋର୍ଟ କଚେରୀ ଯାଇଥିବାର ନଜିର୍ ନାହିଁ। ଯଦି ବା କେବେ କେମିତି ଲୋକମାନଙ୍କ ମଧ୍ୟରେ ଛୋଟମୋଟ ଝଗଡ଼ା ବା ମନୋମାଳିନ୍ୟ ହୁଏ, ଗାଆଁର ମୁରବୀମାନେ

Loading

Feb
2023
20

ବିଶ୍ୱାସ  – ପଦ୍ମାବତୀ ସ୍ୱାଇଁ

ବିଶ୍ୱାସ      ରାମଚନ୍ଦ୍ରପୁର ନାମରେ ଗୋଟିଏ ଗାଁ ଥିଲା। ବଳରାମ ନାମ ରେ ଜଣେ ଜମିଦାର ଥିଲେ ତାଙ୍କର ଧନ ସମ୍ପତି କୋଉଥିରେ ଅଭାବ ନଥିଲା। ହେଲେ ସେ ଅପୁତ୍ରିକ ଥିଲେ। ତାଙ୍କର ପତ୍ନୀଙ୍କ ନାମ ଥିଲା ସ୍ନେହମୟୀ। ବିବାହର ଦଶ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନେ ସନ୍ତାନ ସୁଖରୁ ବଞ୍ଚିତ ଥିବାରୁ ସେ ସବୁବେଳେ ଚିନ୍ତାଗ୍ରସ୍ତ

Loading

Feb
2023
19

ସହିଦ ର ଚିଠି – ବିଶ୍ୱଜିତ୍ ନାଥ.

ସହିଦ ର ଚିଠି    *” ପ୍ରିୟ, ମାଧବ ସ୍ନେହ ନେବ । ଆଶା ,ପତ୍ରଟି ପାଇ ଆଶ୍ଚର୍ଯ୍ୟ ହେବ । ବର୍ଷ ପ୍ରତିପଦା ନବ ବର୍ଷର ଅଭିନନ୍ଦନ ନେବ । ତୁମ ପାଖକୁ ହଠାତ୍ ଚିଠି ଲେଖିବାର ଆଗ୍ରହ ହେଲା, ଲେଖିଲି । ଦେଶ ପ୍ରେମର ଯେଉଁ ଦୀପଟିଏ ଭୋଦଳ ଗାଁରେ ଜାଳୁଛ,ତାର ଆଲୋକରେ ସେ ଅଂଚଳ

Loading

Feb
2023
19

ଇତିହାସ ପୢଷ୍ଠାଟିଏ; ଫରାସୀଙ୍କ ନାମରେ – ରୁଦ୍ର ନାରାୟଣ ଦାଶ

ଇତିହାସ ପୢଷ୍ଠାଟିଏ; ଫରାସୀଙ୍କ ନାମରେ     କୁହନ୍ତି ନା ଏକତା ହିଁ ବଳ। ବାସ ଏଇ କଥାକୁ ଫରାସୀମାନେ କାହିଁ କେଉଁ କାଳରୁ ସାତ ତାଳ ପାଣି ଭିତରେ ଥିବା ମସ୍ତିଷ୍କକୁ ଉଦ୍ଧାର କଲେ। ସ୍ବେଚ୍ଛାଚାରୀ, ରାଜତନ୍ତ୍ର ତଥା ଏକଛତ୍ରବାଦ ଶାସନର ବିରୋଧାଚରଣ, ବେବୋଁମାନଙ୍କ ମେରୁଦଣ୍ଡକୁ ବଙ୍କା କରିଦେଉଥିଲା ଯେପରି! ଚତୁର୍ଦ୍ଦଶ ଲୁଇଙ୍କ ଉକ୍ତି, “ମୁଁ ହେଉଛି

Loading

Feb
2023
16

ମଶାଣି – ମଧୁସ୍ମିତା ରାଉତ

ମଶାଣି   ଗାଁ ମୁଣ୍ଡରେ ମୋ ଉପେକ୍ଷିତ ଅଗଣା ମଣିଷର ଶେଷ ଯାତ୍ରା ମୋ ଠିକଣା ଲୋକେ ଭୟ କରନ୍ତି ମୋ ସ୍ୱରୂପ ଦେଖି ଆଉ ଖାଁ ଖାଁ ଲାଗି ମାଡ଼ିପଡ଼େ ମୋ ଅଗଣା …..   ପିଲାଠୁ ବୁଢାବୁଢୀ ଯାଏଁ ସମସ୍ତେ ଆସନ୍ତି ଆଉ ସୋଇଥାନ୍ତି ନୀରବ ଚିତ୍ତରେ ବନ୍ଧୁ ପରିଜନ ସଜଡ଼ାନ୍ତି କୋକେଇ ଆଉ କେଇ

Loading

Feb
2023
16

ବିଦାୟ ଲଗନେ – ସୀମାଞ୍ଚଳ ପଣ୍ଡା

ବିଦାୟ ଲଗନେ     ବାଛି ନେଲୁ ତୋର ସୁଖର ସଂସାର ଜୀବନସାଥୀ ଟି ପାଇଲୁ ବୋଲି, ବନ୍ଧୁ ପରିଜନ କରି ବରଜନ ପରେ ବରି ଦୂରେ ଯାଉଛୁ ଚାଲି।   ଜନ୍ମ କଲା ମାଆ ରହିଲା କି ନାଆଁ ଝିଅ ଥିଲୁ ଏବେ ହୋଇବୁ ବୋହୁ, ପର ଘର ତୋର ହେବ ଆପଣାର ପିତ୍ରାଳୟ ଦୂରେ ଚଳିବୁ

Loading

Feb
2023
16

ବିଧାତା ବିଧାନ – ସୀମାଞ୍ଚଳ ପଣ୍ଡା

ବିଧାତା ବିଧାନ   ବିଧାତା ବିଧାନ କେ କରିବ ଆନ ବିଧିରେ କଦାପି ନ ରହେ ବାଧା, ସୃଷ୍ଟିର ନିୟମ ନୋହେ ବ୍ୟତିକ୍ରମ ପ୍ରକୃତି ପାଳନେ ଥାଏକି ଦ୍ୱିଧା?   ସୂର୍ଯ୍ୟ କର ଦେଖ ପ୍ରକାଶେ ଆଲୋକ ସକଳ ଶକ୍ତିର ମୂଳ ଆଧାର, ଜ୍ୟୋତ୍ସ୍ନାସ୍ନାତ ରାତ୍ରୀ ପୁଲକେ ଧରିତ୍ରୀ କୂଳ ଲଙ୍ଘନ କି କରେ ସାଗର? ଜୀବ ଜୀବ-କ୍ରିୟା

Loading

Feb
2023
16

ରକ୍ତ ଦିଅ ମୋତେ – ସୀମାଞ୍ଚଳ ପଣ୍ଡା

ରକ୍ତ ଦିଅ ମୋତେ     ରକ୍ତଦିଅ ମୋତେ ଆହେଦେଶ ଭକ୍ତେ ମୁକ୍ତି ଚାହଁ ଯେବେ ଜନନୀ ପାଇଁ, ଶକ୍ତି କିବା ତବ ରହିଛି ଅଭାବ ନୀରବେ କିପାଇଁ ରହିଛ ଚାହିଁ।   ଦରିଆ ସେପାରି ଫିରିଙ୍ଗି ବେପାରୀ କୁଟ ପଣେ ଲୁଟି ନେଲେଣି ଦେଶ, କରେ ଅତ୍ୟାଚାର ଅନୀତି ଆଚାର ଭ୍ରଷ୍ଟ ପଣେ ନଷ୍ଟ କରି ବିଶେଷ,

Loading

Feb
2023
16

ଆସ ମହାଲକ୍ଷ୍ମୀ ମୋଶୂନ୍ୟ ଦେଉଳେ  -ସୀମାଞ୍ଚଳ ପଣ୍ଡା

ଆସ ମହାଲକ୍ଷ୍ମୀ ମୋଶୂନ୍ୟ ଦେଉଳେ                                            ଆସ ମହା ଲକ୍ଷ୍ମୀ ଡାକେ ନିରିମାଖି ବିଜେକର ମୋର ଶୂନ୍ୟ ମନ୍ଦିରେ, ପୁଣ୍ୟେ ଦିଅ ଭରି ଦୁଃଖ ନିଅ ହାରି ଧନ୍ୟ ହେବି

Loading

Feb
2023
16

ଜନ୍ମଭୂମି – ସୀମାଞ୍ଚଳ ପଣ୍ଡା

ଜନ୍ମଭୂମି   ଜନ୍ମଭୂମି ମୋର ଅତି ଆପଣାର ସାକ୍ଷାତ ସିଏ ମୋ ମାଆଟି ପରି, ଦେଇଛି ଜନମ ଗଢ଼ିଛି ଜୀବନ କଢ଼ାଇଛି ବାଟ ହାତକୁ ଧରି।   ତା’ ଦେହ ପବନ ମୋ ହୃଦ ସ୍ପନ୍ଦନ ଦାନା ପାଣି ପାଇ ଯାଏ ମୁଁ ବଢ଼ି, ସୁନ୍ଦର ପ୍ରକୃତି ଦେଇଛି ସ୍ବୀକୃତି ସତ୍ୟ ପାଇଁ ମର୍ତ୍ତେ ଯିବାକୁ ଲଢ଼ି, ପାଇଛି

Loading

Feb
2023
16

ମହକୁ ମହକ ରାଶି କବିତା ଦେହରୁ – ସୀମାଞ୍ଚଳ ପଣ୍ଡା

ମହକୁ ମହକ ରାଶି କବିତା ଦେହରୁ   କବିତା କୁସୁମ ଫୁଟି ଉଠୁ ତୁମ ସାହିତ୍ୟ ଉଦ୍ୟାନେ ସୁଷମା ଧରି, ଜାଗି ଉଠ କବି କାବ୍ୟରେ ପୃଥିବୀ ପୂରି ଉଠୁ ଦିଅ ମହକ ଭରି!   ରାଶି ରାଶି କାବ୍ୟ ଭବ ଜୀବ ଭାବ ରସ ମହକରେ ମହକୁ ଧରା, ଦିଅ ଦିବ୍ୟ ଜ୍ଞାନ ନିଖିଳ ଜୀବନ ମସୀମୁଖେ

Loading

Feb
2023
16

ଶିକ୍ଷାରୁ ଦୀକ୍ଷା – ସୀମାଞ୍ଚଳ ପଣ୍ଡା

ଶିକ୍ଷାରୁ ଦୀକ୍ଷା    ମାତୃ ଗର୍ଭୁ ରକ୍ତ, କରେ ଅନୁରକ୍ତ ମାତା ଗର୍ଭେ ଶିଶୁ ଆରମ୍ଭେ ଶିକ୍ଷା, ମାଆ ଶିକ୍ଷା ତା’ର ସ୍ନେହ ମମତାର ସେବା ସମର୍ପଣ ଶ୍ରଦ୍ଧା ତିତିକ୍ଷା ।   ଗୁରୁ ଗୁରୁଜନ ବନ୍ଧୁ ପରିଜନ ପରିବେଶ ଭାବ ପ୍ରଭାବେ ତା’ର, ଜୀବନରେ ଶିକ୍ଷା କରେ ପୁଣି ଦୀକ୍ଷା ଗତି ବୃତ୍ତି ଶକ୍ତି ସଂସ୍କୃତି ସାର,

Loading

Feb
2023
16

ତୁମକୁ ପାରୁନି ଭୁଲି – ସୀମାଞ୍ଚଳ ପଣ୍ଡା

ତୁମକୁ ପାରୁନି ଭୁଲି     ଭୁଲ୍ ଗଲେ କରି ଭାବ ଅପସରି ମମତା ମହଲ ଯାଏ ଦୋହଲି, ମଧୁର ଭାବରେ ସାଧୁ ସ୍ୱଭାବରେ ଜଣକୁ ଜଣେ କି ପାରିବ ଭୁଲି?   ଶତ୍ରୁ ମିତ୍ର କେହି କାହାର ତ ନାହିଁ ଏକ ପରିବାର ସଂସାର ଏହି, ବ୍ୟବହାର ଘେନି ଶତ୍ରୁ ମିତ୍ର ବେନି ସୃଷ୍ଟି ହୁଏ ନର

Loading

Feb
2023
16

ସାଇତି ରଖିଛି ତୁମରି ସ୍ମୃତି – ସୀମାଞ୍ଚଳ ପଣ୍ଡା

ସାଇତି ରଖିଛି ତୁମରି ସ୍ମୃତି     ସମ୍ପର୍କର ଡୋରି ଗଲ ଛିନ୍ନ କରି ଅଧାବାଟେ ପ୍ରାଣ ଯାଏ ଅଟକି, ପ୍ରତିଶ୍ରୁତି ଦେଲ ପ୍ରତାରିତ କଲ ରଖିଛି ସାଇତି ତୁମରି ସ୍ମୃତି।   ନଥିଲି ମୁଁ ଲୋଡ଼ି ଧନ କୋଠା ଗାଡ଼ି ଚାହିଁ ଥିଲି ଶୁଦ୍ଧ ସୁମନ ଟିଏ, ଦେଖେ ବିପରୀତ ହୁଏ ପ୍ରତାରିତ ଶାଶ୍ୱତ ପ୍ରେମ କି

Loading

Feb
2023
16

ସାଧାରଣତନ୍ତ୍ର ଦିବସ – ସୀମାଞ୍ଚଳ ପଣ୍ଡା

ସାଧାରଣତନ୍ତ୍ର ଦିବସ   କୋଟି ଜନରୋଳ ହେଲା ଅସମ୍ଭାଳ ଫେରିଗଲା ଡରି ଫିରିଙ୍ଗି ଜାତି, ଉଣେଇଶ ସତ ଚାଳିଶି ଅଗଷ୍ଟ ପନ୍ଦର ଦିବସେ ଦେଲା ମୁକତି।   ବରଷେ ଆଗରୁ ଛଇଆଳଶିରୁ ପଡ଼ିଲା ଭାଳେଣି ଶାସନ ପାଇଁ, ସଭାରେ ବାଛିଲେ ଗଣତନ୍ତ୍ର ଭଲେ ଦେଶର ମଙ୍ଗଳ କାମନା ନେଇ, ସଭା ଗଢ଼ି ଦେଲେ ସଭାପତି କଲେ ଆମ୍ବେଦକରଙ୍କୁ କଲେ

Loading

Feb
2023
13

ଏଇ ମାଟି ମୋର ସରଗ ପୁରୀ ଇଏଲାଗେ ମୋତେ ଚନ୍ଦନ ପରି – ସୀମାଞ୍ଚଳ ପଣ୍ଡା

ଏଇ ମାଟି ମୋର ସରଗ ପୁରୀ ଇଏଲାଗେ ମୋତେ ଚନ୍ଦନ ପରି     ଏଇଠି ଜନମ ଏଇଠି ମରଣ ଇଏ ଜନ୍ମଦାତ୍ରୀ ଜନନୀ ମୋର, ମୋଜୀବ ଜୀବନ ମୋହୃଦ ଚନ୍ଦନ ଏ ମାଟି ମୋ ପାଇଁ ସରଗ ପୁର!   ଏ ମାଟିରୁ ଦାନା ସର୍ବ ସମ୍ଭାବନା ଦିଏ ସଞ୍ଜୀବନ ପାଣି ପବନ, ଏ ମାଟିରେ ବାସ

Loading

Feb
2023
13

କାହିଁକି ଗଢ଼ିବି ମୁଁ ଅନୁଷ୍ଠାନ – ସୀମାଞ୍ଚଳ ପଣ୍ଡା

କାହିଁକି ଗଢ଼ିବି ମୁଁ ଅନୁଷ୍ଠାନ   କର୍ମ ପାଇଁ ନର ଆସଇ ସଂସାର କରି ଚାଲେ ତା’ର ଜୀବନ ସାରା, ପରିବାର ଗଢ଼େ ସମାଜରେ ବଢ଼େ ତା’ବିନା କେ ଆଉ ଦେବ ଆଶରା!   ସବୁରି ନିମନ୍ତେ କର୍ମ କରି ସତେ ସକଳ ଆଶାରେ ପାଏ ଆଲୋକ, ଗଢ଼େ ଅନୁଷ୍ଠାନ କରେ ଶ୍ରମଦାନ ଏକାଠି ଚଳନ୍ତି ଏଠି ଅନେକ,

Loading

Feb
2023
13

ସବୁ କିଛି ଭୁଲ୍ ହୋଇଗଲା – ସୀମାଞ୍ଚଳ ପଣ୍ଡା

ସବୁ କିଛି ଭୁଲ୍ ହୋଇଗଲା   ସବୁ କିଛି ଭୁଲ୍ ହୋଇଗଲା ବୋଲି କହି ରଖୁଛି ମୁଁ ତୁମକୁ ଏବେ, ଜାଣିବା ଆଗରୁ ଚାହିଁ ଦେଇ ଦୂରୁ ଭୁଲ୍ ବୁଝିଥିଲି ମିଥ୍ୟା ଆବେଗେ।   ରୂପରଙ୍ଗ ଶୋଭା ଦେଖି ମନ ଲୋଭା ଟାଣି ହୋଇ ଗଲି ତୁମରି ପାଶ, ଭାବ ଭଙ୍ଗି ତୁମ ଜାଣିଲି ଉତ୍ତମ କାମନା ତୁମରି

Loading

Feb
2023
13

ହିସାବ ନିକାଶ – ସୀମାଞ୍ଚଳ ପଣ୍ଡା 

ହିସାବ ନିକାଶ   କର୍ମ କରିବାର ଅଛି ଅଧିକାର ସଂସାରେ ଜନମ ଲଭିଛ ଯେବେ, ହିସାବ ନିକାଶ ହୋଇବ ଅବଶ୍ୟ ବିନା ହିସାବେ କେ ରଖିବ ଭବେ!   ହିସାବ ନିକାଶ ନ ହେବାରୁ ଶେଷ ଆସ ବରାବର କରିବା ପାଇଁ, କର୍ମ ଫଳ ଭୋଗ କରିବ ଏ ଠାବ ଶେଷ ନହେଲେ କି ଛାଡ଼ିବ ସେହି? ସଞ୍ଚିଥିବା

Loading

Feb
2023
13

ଶୀତ କହେ ମିତ – ସୀମାଞ୍ଚଳ ପଣ୍ଡା 

ଶୀତ କହେ ମିତ   ଶୀତ କହେ ମିତ ନ ହୁଅ ବିବ୍ରତ ଦୁଃଖ ଜାଣି ଏବେ ଆସଇ ପୁଣି, ବିଶ୍ୱ ଲାଗି ଖୁସି ବାଣ୍ଟି ଦିବା ନିଶି ହସି ହସାଇବି ସାରା ଧରଣୀ।   ସୁଖକୁ ଅଜାଡ଼ି ଦୁଃଖ ନେବି କାଢ଼ି ସୁନାର ଫସଲେ ପୂରିବ ଧରା, ଅନାହାର ଦାଉ ନ ସାଧିବ ଆଉ ଭୋକ ନଖୋଲିବ

Loading