March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Feb
2023
23

ବନ୍ଧୁର ଅଭୁଲା ସ୍ମୃତି – ପୁଷ୍ପିତା ମହାରଣା     

ବନ୍ଧୁର ଅଭୁଲା ସ୍ମୃତି   ଦୀର୍ଘ ବର୍ଷ ବିତି ଗଲାଣି l ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳେ ଅନେକ ମଜା ମସ୍ତି କରୁଥିଲୁ l ଆମ୍ବ ତୋଟାରେ ବସି କେତେ ଆମ୍ବ ଖାଉଥିଲୁ l ଆଉ ସେହି ଆମ୍ବ ତୋଟା ର ମାଲିକ ଆମକୁ ବହୁତ ଗଳିକରନ୍ତି l ସେ ଛୋଟ ଛୋଟ ଆଉ ପିଲାଳିଆ କଥାରେ

Loading

Feb
2023
23

କର୍ତ୍ତବ୍ୟ – ଅଭିପସା ଧଳ

କର୍ତ୍ତବ୍ୟ   ପଙ୍କରେ ପଦ୍ମ ପରି ଗୋଟେ ଗରିବ ଘରେ ଜନ୍ମ ଗ୍ରହଣ କରିଥିଲା ଅନୁ ଶୈଶବରୁ ଭାରି ଶାନ୍ତ ଆଉ ସରଳ ସ୍ଵଭାଵର ଝିଅ ଥିଲା | ତାର ସମସ୍ତଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା, ଭକ୍ତି ତାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରୁଥିଲା | ଧୀରେ ଧୀରେ ଅନୁ ବଡ଼ ହେବାକୁ ଲାଗିଲା ତାର

Loading

Feb
2023
23

ବିଶ୍ୱାସ ରେ ଗଢା ସଂସାର – ମମତା ସାଉ

ବିଶ୍ୱାସ ରେ ଗଢା ସଂସାର     ଛୋଟିଆ ଗାଁ ଟିଏ ନା ତାର ରଣପୁର ସେଇ ଗାଁ ରେ ଥିଲେ ଜଣେ ଚାଷୀ ନାମ ତାଙ୍କର ଶଙ୍କର। ଗାଁ ରେ ଭାଗ ଚାଷ କରି ଜୀବିକା ନିର୍ବାହ କରୁଥିଲା ଶଙ୍କର ନିଜର ସମ୍ପତି କହିଲେ ସେଇ ଛୋଟିଆ ଘର ବାଡ଼ି ଖଣ୍ଡିକ। ପରିବାରରେ ତିନି ପ୍ରାଣୀ ପତ୍ନୀ

Loading

Feb
2023
23

ମଉଳା ବସନ୍ତ – ଧର୍ମାନନ୍ଦ ମହାରଣା

 ମଉଳା ବସନ୍ତ   ହେଇଟି ଶୁଣୁଛ !! ଏ… ମାଳତୀ ବାପା…… ଶୁଭୁଛି ନା ନାଇଁ ବା,,, କେତେ ଆଉ ଶୋଇରହିବ ଯେ, ବେଳ ଆସି ଦି-ଘଡ଼ି ହେଲାଣି ପରା…. ଉଠୁନା….. ଉଠ…. । ଶୀଘ୍ର ବଜାରକୁ ଗଲେ ସିନା, ସାହୁକାର ମାନଙ୍କ ଦୋକାନକୁ ଯାଇ ଧୋତି ଗାମୁଛା ବିଷୟ କଥା ହେବ, ନହେଲେ ପୁଣି ଖରାବେଳ ହୋଇଗଲେ,,

Loading

Feb
2023
23

ଅନାହତ ଶବ୍ଦ – ସ୍ୱାଗତିକା ବେହେରା

 ଅନାହତ ଶବ୍ଦ   ସଞ୍ଜୟ ଜାଣିନି ସେ କେତେ ସମୟରୁ ଅଚେତ୍ ଅବସ୍ଥାରେ ପଡ଼ିଛି।ସାଙ୍ଗରେ ତ ଅବିନାଶ ଥିଲା ଅବିନାଶ କୋଉଠି?ହଠାତ୍ ଉଠି ବସି ରୁମ୍ ଟାକୁ ଭଲ ଭାବରେ ନିରୀକ୍ଷଣ କରିବାର ଚେଷ୍ଟା କଲା ଓ ଅନୁମାନ ଲଗେଇଲା। *କଂକ୍ରିଟ୍, ଇସ୍ପାତ ଏଵଂ ଫାଇବରର ଅନେକ ସ୍ତରକୁ ମିଶ୍ରଣ କରି ସ୍ୱତନ୍ତ୍ର ଵୈଷୟିକ ଜ୍ଞାନ ପ୍ରୟୋଗ ସହ

Loading

Feb
2023
23

ମମତାମୟ ମୃଗତୃଷ୍ଣା – ଉର୍ମିଳା ଗଉଡ଼

 ମମତାମୟ ମୃଗତୃଷ୍ଣା   ମୁଁ ସ୍କୁଲରେ ପଢୁଥିବା ସମୟରେ ମୋତେ ମୋ ମାମୁଁ ଘରକୁ ଯିବା ପାଇଁ ଭାରି ଇଚ୍ଛା ହେଉଥାଏ କିନ୍ତୁ, ଯିବାପାଇଁ ସୁଯୋଗ ମିଳୁନଥାଏ । ବଣ ଜଙ୍ଗଲ ଘେରା ଗାଆଁ, ପ୍ରାକୃତିକ ପରିବେଶ ଖୁବ୍ ସୁନ୍ଦର । ଚାରିଆଡ଼େ ପକ୍ଷୀ କାକଳିର ତାନ ପ୍ରତିଧ୍ୱନିତ ହେଉଥାଏ । ଥରେ ସେଠିକି ଗଲେ ଆଉ ଫେରିବା

Loading

Feb
2023
21

ସ୍ବଦେଶୀ ଭାବନା ଦିଏ ଖଦୀ – ଜୟଶ୍ରୀ ଖଟୁଆ

ସ୍ବଦେଶୀ ଭାବନା ଦିଏ ଖଦୀ   ବିନିକା ସହରରେ ପଡିଥାଏ ଏକ ଭିନ୍ନ ଢଙ୍ଗର ବସ୍ତ୍ରମେଳା। ନାନା ପ୍ରକାରର ବସ୍ତ୍ର ସାଥିରେ ଉଭା ହୋଇଥାନ୍ତି ବିଭିନ୍ନ ଅଞ୍ଚଳର ବସ୍ତ୍ର ବେପାରୀ।ମେଳା ପ୍ରାଙ୍ଗଳରେ ଶହେରୁ ଉର୍ଦ୍ଧ ଷ୍ଟୋଲ ସଂଧ୍ୟା ହେଲେ ଜୀବିତ ହୁଅନ୍ତି,ସତେ ଯେମିତି ବିଭିନ୍ନ ରଙ୍ଗରେ…। ପ୍ରତ୍ୟେକ ବେପାରୀ ନିଜସ୍ବ ଢଙ୍ଗରେ କରିଚାଲିଥାନ୍ତି ବେପାର।କିଏ ଆକର୍ଷଣୀୟ ସାଜସଜ୍ଜ ମାଧ୍ୟମରେ

Loading

Feb
2023
21

ମାତୃତ୍ଵ – ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା

ମାତୃତ୍ଵ    ପୂରୁବ ଆକାଶ ରେ ସୂର୍ଯ୍ୟ ଉଇଁବାକୁ ଆଉ କେଇ ସମୟ ବାକି ଅଛି , ସବୁଦିନ ଭଳି ମନ୍ଦିର ର ବେଢ଼ା ଓଳାଇବାକୁ ଆସିଛି ମିନତୀ । ତତ୍ ସହିତ ଦିନଚର୍ଯ୍ୟା ସାରି ଭଗବାନଙ୍କ ଦର୍ଶନ ପାଇଁ ଆସିଛି ଉପର ସାହିର ଜଣେ ମହିଳା , ନାଁ ଟି ତାର ଅନୁ । ମିନତୀ ଏବଂ

Loading

Feb
2023
21

ବୋଉର ସୁଉକି ମାଳ – ରଶ୍ମିରେଖା ଦାସ

ବୋଉର ସୁଉକି ମାଳ   ହଠାତ୍ ଘର ଭିତରୁ ବାସନ ଧଡ୍ ଧଡ୍ ଶବ୍ଦ ହେଲା। ଗୋଲକ ବାବୁ ଭିତରକୁ ପଶି ଯାଇ ଦେଖନ୍ତି ବୋଉ ତାଙ୍କର କଚଡା ଖାଇ ପଡ଼ିଛି, ଆଉ ସୁମତୀ ଦେବୀ ମୁହଁ ବୁଲେଇ ଗାରୁ ଗାରୁ ହେଉଛନ୍ତି। ବୋଉକୁ ତଳୁ ଉଠାଇ ଭିତରକୁ ନେଇଗଲେ ଓ ବିଛଣାରେ ଶୁଆଇ ଦେଲେ। ଉପରକୁ ଚାହିଁ

Loading

Feb
2023
20

ମାତୃଶକ୍ତି – ମୁକ୍ତିରାଣୀ ଦେବତା

ମାତୃଶକ୍ତି   ବାପା ମାଆଙ୍କର ଅତି ଆଦରର ଗେହ୍ଲୀ ଝିଅଟିଏ ମୁଁ। ବିଶେଷ କରି ମୋ ମାଆଙ୍କ ସହିତ ମୋର ସମ୍ବନ୍ଧ ଅତି ଘନିଷ୍ଠ। ପ୍ରିୟ ବାନ୍ଧବୀଟେ ପରି ସେ ମୋ ମନର ଅବ୍ୟକ୍ତ ଭାବକୁ ଖୁବ ସହଜରେ ବୁଝିପାରନ୍ତି। ଶୈଶବ କାଳରୁ ମୋର ସମସ୍ତ ଅଳିଅର୍ଦ୍ଦଳିକୁ ମୋ ମାଆ ନିର୍ବିକାର ଭାବେ ପୂରଣ କରିଛନ୍ତି। ମୋ ମାଆ

Loading

Feb
2023
20

ବନ୍ଧୁତ୍ୱ -ସୋନାଲି ସ୍ବପ୍ନା ପାତ୍ର

ବନ୍ଧୁତ୍ୱ   ଆଜକୁ ୨୫ବର୍ଷ ତଳେ କେତେ ଖେଳକୁଦ,କେତେ ହସ ମଜା…ସବୁକୁ ଗଣ୍ଠି କରି ରଖିଛି ଗାଁ ମୁଣ୍ଡ ଆମ୍ବତୋଟା, ବିଲବାଡ଼ି,ପାହାଡ଼-ପର୍ବତ-ଝରଣା । କିନ୍ତୁ ଚଗଲା ସମୟ ବଦଳି ଯାଇଛି ବିନା ନିର୍ଦ୍ଦେଶରେ, ସତେ ଯେମିତି କେହି ଲୁଚି ଛପି ସମୟକୁ ଈଶାରା ଦେଇ ଛଡେଇ ନେଇଛି ପିଲାଦିନର ଦୁଷ୍ଟାମୀ ସବୁକୁ । ଏମିତି ଅନେକ କିଛି ଭାବୁଥିଲା

Loading

Feb
2023
20

ଜୀବନ କାହାଣୀ – ସୁଭ୍ରାନ୍ତ ବେହେରା

ଜୀବନ କାହାଣୀ   ଢୋଲ ମହୁରୀ ର ତାଳେ ତାଳେ ଘୁମରି ଉଠୁଥିଲା ଚଉଁରାପାଲି ଗାଁ l ଚିକମିକିଆ ଲୁଗାପଟାରେ ଚମକୁଥିଲା ସେ ଅଞ୍ଚଳ l ଝିଅଟି ନବବଧୂର ପରିଚୟ ନେଇ ଆସିଲା ଶାଶୂଘରକୁ, ମୁହଁଲୁଚା ଓଢଣୀ ସହିତ ଲାଜରେ ମଥା ନଇଁଯାଉଥାଏ l ସର୍ବଗୁଣସମ୍ପର୍ଣ୍ଣା ବୋହୂଟିଏ ପାଇଛୁ ଶାଶୂଘରେ ଖୁସିର ଲହରୀ ଖେଳୁଥାଏ l ନୂଆ ଘର

Loading

Feb
2023
20

ଆଶା ଅନ୍ଵେଷଣ – ଲକ୍ଷ୍ମୀପ୍ରିୟା ସେଠୀ

 ଆଶା ଅନ୍ଵେଷଣ    ବାହାଘରକୁ ଅନେକ ବର୍ଷ ବିତିଗଲାଣି। ଏଯାଏଁ କୋଳକୁ ଛୁଆଟିଏ ଦେଲେନି ଭଗବାନ। କୋଉ ଜନ୍ମରେ କି ପାପ କରିଥିଲି କେଜାଣି। ଏ ଜନ୍ମରେ ଏତେ ସବୁ ଭୋଗିବାକୁ ପଡୁଛି। ଜାଣିନି ଆଉ କେତେ ଦିନ ଗଲେ ଏ ଦୁଃଖରୁ ମୁକ୍ତି ମିଳିବ। ୟାଙ୍କୁ କହିଲେ ସେ ମଧ୍ୟ କିଛି ବୁଝୁ ନାହାଁନ୍ତି। କେତେ ଆଉ

Loading

Feb
2023
20

ବିଜୟ – ଶିବ ସେଠୀ

ବିଜୟ     ସେଦିନ ସନ୍ଧ୍ୟାରେ ପ୍ରଥମ ଥର କରି ଦେଖା ହୋଇଥିଲା ରାମବାବୁଙ୍କ ସହିତ ଦିଗପହଣ୍ଡି ବଡ଼ ବଜାରର ଛାତି ଉପରେ। ସେ କାହାକୁ ଗୋଟେ ତାଗିଦ୍ କରୁଥିବାର ସ୍ୱର ଭାସି ଆସୁଥିଲା ମୋ କନାର ଦରଜା ପାଖକୁ। ଲାଗୁଥିଲା ଯେପରି ଏ କଣ୍ଠ ସ୍ୱର ସହିତ ମୁଁ ଖୁବ୍ ପୂର୍ବରୁ ପରିଚିତ। ମନ ଭିତରେ ସୃଷ୍ଟି

Loading

Feb
2023
20

ରୁଦ୍ଧ ଦ୍ୱାର – ତପସ୍ୱିନୀ ଷଢ଼ଙ୍ଗୀ

 ରୁଦ୍ଧ ଦ୍ୱାର   ଏଠି ସବୁ ଶୂନ୍ୟ ,ମହାଶୂନ୍ୟ ଚିତ୍କାର କରୁଥାନ୍ତି ଡ଼ ମହେଶ।ଏପରି ପ୍ରତୀତ ହେଉଛି ଯେପରି ଶବ୍ଦ ସବୁ ତାଙ୍କଠୁ ସୃଷ୍ଟି ହୋଇ ପୁଣି ତାଙ୍କ ଠାରେ ବିଲୀନ ହେଇଯାଉଛି।ମନେ ପଡିଯାଉଛି ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ଘଟି ଯାଇଥିବା ଘଟଣା ସମୂହ।କଣ ଏଠି ଜୀବନ ଧାରଣ ସମ୍ଭବ?ଶରୀରର ପ୍ରତ୍ୟେକ କ୍ରିୟା ଅଣୁକ୍ରିୟା ର ଅନୁଭବ। ଡ଼

Loading

Feb
2023
20

ପୂର୍ଣ୍ଣମୀରେ ଅମାବାସ୍ୟା – ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା

ପୂର୍ଣ୍ଣମୀରେ ଅମାବାସ୍ୟା   କୁଆଁରୀ ମନର ଢେର୍ ସ୍ବପ୍ନ ନେଇ ସିପ୍ରା ଆସିଥିଲା ସୁଜିତ ଘରକୁ।ଅଜଣା-ଅଦେଖା ପରିବାର ଟି ଖୁବ୍ ସ୍ନେହ ଆଉ ଆପଣାପଣରେ ନିଜର କରିନେଇଥିଲେ ତାକୁ।ସେ ବି ତାର ଶାନ୍ତ ଆଉ ଆମାୟିକ ବ୍ୟବହାରରେ ତୃପ୍ତ କରିଥିଲା ସଭିଙ୍କୁ। ସୁଜିତ ଥିଲେ ଆଜି କାଲିର ପୁଅଙ୍କଠୁ ବହୁ ଉର୍ଦ୍ଧ୍ବରେ। ନା ଥିଲା ତାଙ୍କର କୌଣସି ବଦ୍

Loading

Feb
2023
20

ସାଧୁବାବା – ସ୍ନେହଲତା ନନ୍ଦ

ସାଧୁବାବା     ମଦନପୁର ଗ୍ରାମର କୁମ୍ଭାର ସାହିରେ ଏକ ଗରିବ ଦମ୍ପତ୍ତି ବାସ କରୁଥିଲେ। ଗୋପାଳ ଓ ଚମ୍ପା। ମଣିଷ ହିସାବରେ ଦୁହେଁ ବହୁତ ଭଲ ଆଉ ଦୟାଳୁ ସ୍ୱଭାବର ଲୋକ। ମାଟି ହାଣ୍ଡି ବିକ୍ରି କରି ଯାହା ପଇସା ହୁଏ ସେଇଥିରେ ଦୁହେଁ ଚାଳିଯାଉଥିଲେ। ଓଳିଏ ଖାଇଲେ ଦୁଇ ଓଳି ଉପବାସ ରହିବାକୁ ପଡୁଥିଲା। ଅଭାବ

Loading

Feb
2023
20

ବଦଳୁଥିବା ସମୟ – ମମତା ବାରିକ୍

ବଦଳୁଥିବା ସମୟ   ନରହରିପୁର ଛୋଟ ଗାଁ ଟିଏ,ଦଶ କି ବାରଟି ଘର ମାତ୍ର। ଏଠାକାର ପ୍ରାକୃତିକ ପରିବେଶ ଖୁବ୍ ମନୋ ମୁଗ୍ଧକର ହେଲେ ମଧ୍ୟ, ଗାଁ ର ପ୍ରାୟ ଲୋକ ଅଶିକ୍ଷିତ। ସେମାନଙ୍କ ମତରେ ଶିକ୍ଷିତର ଅର୍ଥ ହେଉଛି ନାଁ ଦସ୍ତଖତ ଯିଏ ଶିଖିଥାନ୍ତି । ହାତ ଗଣତି ଆଠ,ଦଶ ଜଣଙ୍କୁ ଛାଡିଦେଲେ କେହି ଦସ୍ତଖତ ବି

Loading

Feb
2023
20

ଚମତ୍କାରୀ ସାଧୁବାବା – ସ୍ନେହାଶିଷ ତ୍ରିପାଠୀ

ଚମତ୍କାରୀ ସାଧୁବାବା   ଭୈରବପୁର ଗାଁ। ପ୍ରାୟ ସତୁରୀ ଉପରେ ଘର ହେବ। ବଡ ଗାଆଁଟିଏ ହେଲେ ମଧ୍ଯ ଲୋକମାନେ ଭାରି ଶାନ୍ତିପ୍ରିୟ। ଗାଆଁର କୌଣସି ବି ଲୋକ କିଛି କଥା ନେଇ କୋର୍ଟ କଚେରୀ ଯାଇଥିବାର ନଜିର୍ ନାହିଁ। ଯଦି ବା କେବେ କେମିତି ଲୋକମାନଙ୍କ ମଧ୍ୟରେ ଛୋଟମୋଟ ଝଗଡ଼ା ବା ମନୋମାଳିନ୍ୟ ହୁଏ, ଗାଆଁର ମୁରବୀମାନେ

Loading

Feb
2023
20

ବିଶ୍ୱାସ  – ପଦ୍ମାବତୀ ସ୍ୱାଇଁ

ବିଶ୍ୱାସ      ରାମଚନ୍ଦ୍ରପୁର ନାମରେ ଗୋଟିଏ ଗାଁ ଥିଲା। ବଳରାମ ନାମ ରେ ଜଣେ ଜମିଦାର ଥିଲେ ତାଙ୍କର ଧନ ସମ୍ପତି କୋଉଥିରେ ଅଭାବ ନଥିଲା। ହେଲେ ସେ ଅପୁତ୍ରିକ ଥିଲେ। ତାଙ୍କର ପତ୍ନୀଙ୍କ ନାମ ଥିଲା ସ୍ନେହମୟୀ। ବିବାହର ଦଶ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନେ ସନ୍ତାନ ସୁଖରୁ ବଞ୍ଚିତ ଥିବାରୁ ସେ ସବୁବେଳେ ଚିନ୍ତାଗ୍ରସ୍ତ

Loading