April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Feb
2023
21

ବୋଉର ସୁଉକି ମାଳ – ରଶ୍ମିରେଖା ଦାସ

ବୋଉର ସୁଉକି ମାଳ   ହଠାତ୍ ଘର ଭିତରୁ ବାସନ ଧଡ୍ ଧଡ୍ ଶବ୍ଦ ହେଲା। ଗୋଲକ ବାବୁ ଭିତରକୁ ପଶି ଯାଇ ଦେଖନ୍ତି ବୋଉ ତାଙ୍କର କଚଡା ଖାଇ ପଡ଼ିଛି, ଆଉ ସୁମତୀ ଦେବୀ ମୁହଁ ବୁଲେଇ ଗାରୁ ଗାରୁ ହେଉଛନ୍ତି। ବୋଉକୁ ତଳୁ ଉଠାଇ ଭିତରକୁ ନେଇଗଲେ ଓ ବିଛଣାରେ ଶୁଆଇ ଦେଲେ। ଉପରକୁ ଚାହିଁ

Loading

Feb
2023
20

ମାତୃଶକ୍ତି – ମୁକ୍ତିରାଣୀ ଦେବତା

ମାତୃଶକ୍ତି   ବାପା ମାଆଙ୍କର ଅତି ଆଦରର ଗେହ୍ଲୀ ଝିଅଟିଏ ମୁଁ। ବିଶେଷ କରି ମୋ ମାଆଙ୍କ ସହିତ ମୋର ସମ୍ବନ୍ଧ ଅତି ଘନିଷ୍ଠ। ପ୍ରିୟ ବାନ୍ଧବୀଟେ ପରି ସେ ମୋ ମନର ଅବ୍ୟକ୍ତ ଭାବକୁ ଖୁବ ସହଜରେ ବୁଝିପାରନ୍ତି। ଶୈଶବ କାଳରୁ ମୋର ସମସ୍ତ ଅଳିଅର୍ଦ୍ଦଳିକୁ ମୋ ମାଆ ନିର୍ବିକାର ଭାବେ ପୂରଣ କରିଛନ୍ତି। ମୋ ମାଆ

Loading

Feb
2023
20

ବନ୍ଧୁତ୍ୱ -ସୋନାଲି ସ୍ବପ୍ନା ପାତ୍ର

ବନ୍ଧୁତ୍ୱ   ଆଜକୁ ୨୫ବର୍ଷ ତଳେ କେତେ ଖେଳକୁଦ,କେତେ ହସ ମଜା…ସବୁକୁ ଗଣ୍ଠି କରି ରଖିଛି ଗାଁ ମୁଣ୍ଡ ଆମ୍ବତୋଟା, ବିଲବାଡ଼ି,ପାହାଡ଼-ପର୍ବତ-ଝରଣା । କିନ୍ତୁ ଚଗଲା ସମୟ ବଦଳି ଯାଇଛି ବିନା ନିର୍ଦ୍ଦେଶରେ, ସତେ ଯେମିତି କେହି ଲୁଚି ଛପି ସମୟକୁ ଈଶାରା ଦେଇ ଛଡେଇ ନେଇଛି ପିଲାଦିନର ଦୁଷ୍ଟାମୀ ସବୁକୁ । ଏମିତି ଅନେକ କିଛି ଭାବୁଥିଲା

Loading

Feb
2023
20

ଜୀବନ କାହାଣୀ – ସୁଭ୍ରାନ୍ତ ବେହେରା

ଜୀବନ କାହାଣୀ   ଢୋଲ ମହୁରୀ ର ତାଳେ ତାଳେ ଘୁମରି ଉଠୁଥିଲା ଚଉଁରାପାଲି ଗାଁ l ଚିକମିକିଆ ଲୁଗାପଟାରେ ଚମକୁଥିଲା ସେ ଅଞ୍ଚଳ l ଝିଅଟି ନବବଧୂର ପରିଚୟ ନେଇ ଆସିଲା ଶାଶୂଘରକୁ, ମୁହଁଲୁଚା ଓଢଣୀ ସହିତ ଲାଜରେ ମଥା ନଇଁଯାଉଥାଏ l ସର୍ବଗୁଣସମ୍ପର୍ଣ୍ଣା ବୋହୂଟିଏ ପାଇଛୁ ଶାଶୂଘରେ ଖୁସିର ଲହରୀ ଖେଳୁଥାଏ l ନୂଆ ଘର

Loading

Feb
2023
20

ଆଶା ଅନ୍ଵେଷଣ – ଲକ୍ଷ୍ମୀପ୍ରିୟା ସେଠୀ

 ଆଶା ଅନ୍ଵେଷଣ    ବାହାଘରକୁ ଅନେକ ବର୍ଷ ବିତିଗଲାଣି। ଏଯାଏଁ କୋଳକୁ ଛୁଆଟିଏ ଦେଲେନି ଭଗବାନ। କୋଉ ଜନ୍ମରେ କି ପାପ କରିଥିଲି କେଜାଣି। ଏ ଜନ୍ମରେ ଏତେ ସବୁ ଭୋଗିବାକୁ ପଡୁଛି। ଜାଣିନି ଆଉ କେତେ ଦିନ ଗଲେ ଏ ଦୁଃଖରୁ ମୁକ୍ତି ମିଳିବ। ୟାଙ୍କୁ କହିଲେ ସେ ମଧ୍ୟ କିଛି ବୁଝୁ ନାହାଁନ୍ତି। କେତେ ଆଉ

Loading

Feb
2023
20

ବିଜୟ – ଶିବ ସେଠୀ

ବିଜୟ     ସେଦିନ ସନ୍ଧ୍ୟାରେ ପ୍ରଥମ ଥର କରି ଦେଖା ହୋଇଥିଲା ରାମବାବୁଙ୍କ ସହିତ ଦିଗପହଣ୍ଡି ବଡ଼ ବଜାରର ଛାତି ଉପରେ। ସେ କାହାକୁ ଗୋଟେ ତାଗିଦ୍ କରୁଥିବାର ସ୍ୱର ଭାସି ଆସୁଥିଲା ମୋ କନାର ଦରଜା ପାଖକୁ। ଲାଗୁଥିଲା ଯେପରି ଏ କଣ୍ଠ ସ୍ୱର ସହିତ ମୁଁ ଖୁବ୍ ପୂର୍ବରୁ ପରିଚିତ। ମନ ଭିତରେ ସୃଷ୍ଟି

Loading

Feb
2023
20

ରୁଦ୍ଧ ଦ୍ୱାର – ତପସ୍ୱିନୀ ଷଢ଼ଙ୍ଗୀ

 ରୁଦ୍ଧ ଦ୍ୱାର   ଏଠି ସବୁ ଶୂନ୍ୟ ,ମହାଶୂନ୍ୟ ଚିତ୍କାର କରୁଥାନ୍ତି ଡ଼ ମହେଶ।ଏପରି ପ୍ରତୀତ ହେଉଛି ଯେପରି ଶବ୍ଦ ସବୁ ତାଙ୍କଠୁ ସୃଷ୍ଟି ହୋଇ ପୁଣି ତାଙ୍କ ଠାରେ ବିଲୀନ ହେଇଯାଉଛି।ମନେ ପଡିଯାଉଛି ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ଘଟି ଯାଇଥିବା ଘଟଣା ସମୂହ।କଣ ଏଠି ଜୀବନ ଧାରଣ ସମ୍ଭବ?ଶରୀରର ପ୍ରତ୍ୟେକ କ୍ରିୟା ଅଣୁକ୍ରିୟା ର ଅନୁଭବ। ଡ଼

Loading

Feb
2023
20

ପୂର୍ଣ୍ଣମୀରେ ଅମାବାସ୍ୟା – ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା

ପୂର୍ଣ୍ଣମୀରେ ଅମାବାସ୍ୟା   କୁଆଁରୀ ମନର ଢେର୍ ସ୍ବପ୍ନ ନେଇ ସିପ୍ରା ଆସିଥିଲା ସୁଜିତ ଘରକୁ।ଅଜଣା-ଅଦେଖା ପରିବାର ଟି ଖୁବ୍ ସ୍ନେହ ଆଉ ଆପଣାପଣରେ ନିଜର କରିନେଇଥିଲେ ତାକୁ।ସେ ବି ତାର ଶାନ୍ତ ଆଉ ଆମାୟିକ ବ୍ୟବହାରରେ ତୃପ୍ତ କରିଥିଲା ସଭିଙ୍କୁ। ସୁଜିତ ଥିଲେ ଆଜି କାଲିର ପୁଅଙ୍କଠୁ ବହୁ ଉର୍ଦ୍ଧ୍ବରେ। ନା ଥିଲା ତାଙ୍କର କୌଣସି ବଦ୍

Loading

Feb
2023
20

ସାଧୁବାବା – ସ୍ନେହଲତା ନନ୍ଦ

ସାଧୁବାବା     ମଦନପୁର ଗ୍ରାମର କୁମ୍ଭାର ସାହିରେ ଏକ ଗରିବ ଦମ୍ପତ୍ତି ବାସ କରୁଥିଲେ। ଗୋପାଳ ଓ ଚମ୍ପା। ମଣିଷ ହିସାବରେ ଦୁହେଁ ବହୁତ ଭଲ ଆଉ ଦୟାଳୁ ସ୍ୱଭାବର ଲୋକ। ମାଟି ହାଣ୍ଡି ବିକ୍ରି କରି ଯାହା ପଇସା ହୁଏ ସେଇଥିରେ ଦୁହେଁ ଚାଳିଯାଉଥିଲେ। ଓଳିଏ ଖାଇଲେ ଦୁଇ ଓଳି ଉପବାସ ରହିବାକୁ ପଡୁଥିଲା। ଅଭାବ

Loading

Feb
2023
20

ବଦଳୁଥିବା ସମୟ – ମମତା ବାରିକ୍

ବଦଳୁଥିବା ସମୟ   ନରହରିପୁର ଛୋଟ ଗାଁ ଟିଏ,ଦଶ କି ବାରଟି ଘର ମାତ୍ର। ଏଠାକାର ପ୍ରାକୃତିକ ପରିବେଶ ଖୁବ୍ ମନୋ ମୁଗ୍ଧକର ହେଲେ ମଧ୍ୟ, ଗାଁ ର ପ୍ରାୟ ଲୋକ ଅଶିକ୍ଷିତ। ସେମାନଙ୍କ ମତରେ ଶିକ୍ଷିତର ଅର୍ଥ ହେଉଛି ନାଁ ଦସ୍ତଖତ ଯିଏ ଶିଖିଥାନ୍ତି । ହାତ ଗଣତି ଆଠ,ଦଶ ଜଣଙ୍କୁ ଛାଡିଦେଲେ କେହି ଦସ୍ତଖତ ବି

Loading

Feb
2023
20

ଚମତ୍କାରୀ ସାଧୁବାବା – ସ୍ନେହାଶିଷ ତ୍ରିପାଠୀ

ଚମତ୍କାରୀ ସାଧୁବାବା   ଭୈରବପୁର ଗାଁ। ପ୍ରାୟ ସତୁରୀ ଉପରେ ଘର ହେବ। ବଡ ଗାଆଁଟିଏ ହେଲେ ମଧ୍ଯ ଲୋକମାନେ ଭାରି ଶାନ୍ତିପ୍ରିୟ। ଗାଆଁର କୌଣସି ବି ଲୋକ କିଛି କଥା ନେଇ କୋର୍ଟ କଚେରୀ ଯାଇଥିବାର ନଜିର୍ ନାହିଁ। ଯଦି ବା କେବେ କେମିତି ଲୋକମାନଙ୍କ ମଧ୍ୟରେ ଛୋଟମୋଟ ଝଗଡ଼ା ବା ମନୋମାଳିନ୍ୟ ହୁଏ, ଗାଆଁର ମୁରବୀମାନେ

Loading

Feb
2023
20

ବିଶ୍ୱାସ  – ପଦ୍ମାବତୀ ସ୍ୱାଇଁ

ବିଶ୍ୱାସ      ରାମଚନ୍ଦ୍ରପୁର ନାମରେ ଗୋଟିଏ ଗାଁ ଥିଲା। ବଳରାମ ନାମ ରେ ଜଣେ ଜମିଦାର ଥିଲେ ତାଙ୍କର ଧନ ସମ୍ପତି କୋଉଥିରେ ଅଭାବ ନଥିଲା। ହେଲେ ସେ ଅପୁତ୍ରିକ ଥିଲେ। ତାଙ୍କର ପତ୍ନୀଙ୍କ ନାମ ଥିଲା ସ୍ନେହମୟୀ। ବିବାହର ଦଶ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନେ ସନ୍ତାନ ସୁଖରୁ ବଞ୍ଚିତ ଥିବାରୁ ସେ ସବୁବେଳେ ଚିନ୍ତାଗ୍ରସ୍ତ

Loading

Feb
2023
19

ସହିଦ ର ଚିଠି – ବିଶ୍ୱଜିତ୍ ନାଥ.

ସହିଦ ର ଚିଠି    *” ପ୍ରିୟ, ମାଧବ ସ୍ନେହ ନେବ । ଆଶା ,ପତ୍ରଟି ପାଇ ଆଶ୍ଚର୍ଯ୍ୟ ହେବ । ବର୍ଷ ପ୍ରତିପଦା ନବ ବର୍ଷର ଅଭିନନ୍ଦନ ନେବ । ତୁମ ପାଖକୁ ହଠାତ୍ ଚିଠି ଲେଖିବାର ଆଗ୍ରହ ହେଲା, ଲେଖିଲି । ଦେଶ ପ୍ରେମର ଯେଉଁ ଦୀପଟିଏ ଭୋଦଳ ଗାଁରେ ଜାଳୁଛ,ତାର ଆଲୋକରେ ସେ ଅଂଚଳ

Loading

Feb
2023
19

ଇତିହାସ ପୢଷ୍ଠାଟିଏ; ଫରାସୀଙ୍କ ନାମରେ – ରୁଦ୍ର ନାରାୟଣ ଦାଶ

ଇତିହାସ ପୢଷ୍ଠାଟିଏ; ଫରାସୀଙ୍କ ନାମରେ     କୁହନ୍ତି ନା ଏକତା ହିଁ ବଳ। ବାସ ଏଇ କଥାକୁ ଫରାସୀମାନେ କାହିଁ କେଉଁ କାଳରୁ ସାତ ତାଳ ପାଣି ଭିତରେ ଥିବା ମସ୍ତିଷ୍କକୁ ଉଦ୍ଧାର କଲେ। ସ୍ବେଚ୍ଛାଚାରୀ, ରାଜତନ୍ତ୍ର ତଥା ଏକଛତ୍ରବାଦ ଶାସନର ବିରୋଧାଚରଣ, ବେବୋଁମାନଙ୍କ ମେରୁଦଣ୍ଡକୁ ବଙ୍କା କରିଦେଉଥିଲା ଯେପରି! ଚତୁର୍ଦ୍ଦଶ ଲୁଇଙ୍କ ଉକ୍ତି, “ମୁଁ ହେଉଛି

Loading