Feb
2023
20
ରୁଦ୍ଧ ଦ୍ୱାର – ତପସ୍ୱିନୀ ଷଢ଼ଙ୍ଗୀ
ରୁଦ୍ଧ ଦ୍ୱାର ଏଠି ସବୁ ଶୂନ୍ୟ ,ମହାଶୂନ୍ୟ ଚିତ୍କାର କରୁଥାନ୍ତି ଡ଼ ମହେଶ।ଏପରି ପ୍ରତୀତ ହେଉଛି ଯେପରି ଶବ୍ଦ ସବୁ ତାଙ୍କଠୁ ସୃଷ୍ଟି ହୋଇ ପୁଣି ତାଙ୍କ ଠାରେ ବିଲୀନ ହେଇଯାଉଛି।ମନେ ପଡିଯାଉଛି ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ଘଟି ଯାଇଥିବା ଘଟଣା ସମୂହ।କଣ ଏଠି ଜୀବନ ଧାରଣ ସମ୍ଭବ?ଶରୀରର ପ୍ରତ୍ୟେକ କ୍ରିୟା ଅଣୁକ୍ରିୟା ର ଅନୁଭବ। ଡ଼