*ସମ୍ପର୍କ* ““”””””””””””’””””””””’””””””””””””””””””””””’” ସମ୍ପର୍କର ଏଇ ଅଡୁଆ ସୂତାରେ ଆଜି ଏ ମଣିଷ ପଡିଛି ବନ୍ଧା, ସ୍ବାର୍ଥ ପାଇଁ ଏଠି ସମ୍ପର୍କ ଗଢନ୍ତି ଏ ମଣିଷ ସାଜିଛି ବୋକା।୧। ସମ୍ପର୍କ ଏଠି ବିକ୍ରୀ ଚାଲିଛି ଯେମିତି ବିକ୍ରୀ ହୁଏ ପରିବା, ହାଟରେ ବସାଇ ନିଲାମ କରୁଛି ଯେମିତି ଏ ମଣିଷର ହଋଦୟ କାଗଜର ଏକ ପତ୍ରିକା। ୨। ଅର୍ଥ ପାଇଁ
Read More
…..ପ୍ରେମ ବିଦ୍ୟାଳୟେ…. *********❣️********* ପ୍ରତି କବିତା ର ସରଳ ପଂକ୍ତି ରେ ମୁଁ ଉଦ୍ଭାବିଛି ତୁମର ଅସ୍ତିତ୍ବ କ୍ଷୁଦ୍ର ଗଳ୍ପ, କ୍ଳିଷ୍ଟ ପ୍ରବନ୍ଧ ର ମର୍ମ ସତେ କି ଗଢିଛି ତୁମର ବ୍ୟକ୍ତିତ୍ୱ ! ସତେ ତୁମେ ମୋ ଗଣିତ ବହିର ମଧ୍ୟ ଭାଗେ ଛପା କ୍ଳିଷ୍ଟ ପରିମିତି ଦୁଃଖ ହରିବାରେ କେନ୍ଦ୍ର ବିନ୍ଦୁ ସାଜି ସଜାଡିଛ ମୋର
Read More
***ମୁଁ ଦୁର୍ଗ*** ********* ମୁଁ ଦେଖିଛି ପ୍ରୋପାଗଣ୍ଡା ଙ୍କ ଶାସନ ଦେଖିଛି ଦକ୍ଷ ସେନାପତି ର ପ୍ରହାର ଦେଖିଛି ବିଭତ୍ସ ହତ୍ୟାକାଣ୍ଡ ଦେଖିଛି କେତେ ଆତ୍ମ ଦାହ ଦେଖିଛି ପ୍ରେମ ବୈରାଗ ଆଉ ପ୍ରତାରଣା ର ଝଡ଼ …. ଦେଖିଛି ଦୁଇ ଟଙ୍କା ର ଶିକାର, ଦୁଇ ଟଙ୍କା ର ଉପାର୍ଜନ ଆଉ ଭୋକ ସବୁ ଦେଖି ନିଶବ୍ଦ
Read More
ବୋଉ ହାତର ପଖାଳ.. 💖 ******💖****** ବୋଉ ହାତ ରନ୍ଧା ଭାତ ର ଦହି ପଖାଳ ସହ ବାଡ଼ି ବରକୋଳି ର ଆଚାର, ବଡ଼ିଚୁରା, ଶାଗ ଭଜା ର ତୁଳନା ବିଶ୍ୱ ର ବଡ ବଡ ହୋଟେଲ୍ ରେ ବି ଦୁର୍ଲଭ | ଛୋଟ ଦିନୁ ବୋଉ ତିଆରି କରିଥିବା ଭିନ୍ନ ରକମ ର ସୁଆଦିଆ ଭଜା, ତରକାରୀ
Read More
*ହେ ଚକ୍ରଧାରୀ ଶୁଣ ହେ ଗୁହାରି ଶୁଣହେ ଗୁହାରୀ ପ୍ରଭୁ ଚକ୍ରଧାରୀ ଅଵ୍ୟକ୍ତ ବେଦନା କିଛି ସଂସାର ସୁଅରେ ଭାସମାନ ସ୍ଥିତି କୂଳର ସନ୍ଧାନେ ଅଛି । ଚଞ୍ଚଳ ମନଟି ଝୁରୁ ଥାଏ ନିତି ସତ୍ୟର ପ୍ରଦୀପ ଜାଳି ଭୌତିକ ମଞ୍ଚରେ ସନ୍ଦେହ ଜୀବନ ଯୁପ କାଠି ସମ ଜଳି । ଶୁଣହେ ଗୁହାରୀ ପ୍ରଭୁ ଚକ୍ରଧାରୀ ଖୋଜୁଛି
Read More
*”ବୃଥା ଉଦ୍ୟମ”* ରେ ମୂଢ଼ ମନ କାହିଁକି, ଏବେ ସୁଧା ତୁ ବିମନ କରି ପାରୁନୁକି ତୁହି, ସମୟର ନିରୁପଣ ।। ବିଗତ ବର୍ଷ ଗୋଟିଏ ନ କଲୁରେ ଅନୁମାନ ଏ ବର୍ଷେ ମାତିଛୁ ପୁଣି କରିବୁ ତୁ ଆୟୋଜନ ।। ଗ୍ରାମର ମୁଖିଆ ହୋଇ ନେତାଙ୍କର ରଖୁ ମନ ଗରିବଙ୍କ ପ୍ରାପ୍ୟ ଖାଇ ଯୋଗାଡୁ ତୁ ବହୁ
Read More
ଅନୁତାପ ଜାଣତରେ ଅବା ଅଜଣତେ ହେଉ. ହୋଇଯାଏ କେବେ ପାପ ସେଇ କାଳିମାକୁ ମନରୁ ଲିଭାଇ ଧୋଇଦିଏ ଅନୁତାପ ନୂଆ ସମ୍ଭାବନା ହୁଏ ଅନୁଭୂତ ଯାହା ଭୁଲ୍ କୁ କରଇ ମାର୍ଜିତ ପାପକୁ କରେ ଧ୍ବଂସୀଭୂତ ସତ୍ ଚେତନା ହୋଇ ଉଦଜୀବିତ ନିଜକୁ ସୁଧାରିବାକୁ ହୁଅଇ ପ୍ରସ୍ତୁତ ll ମନମଧ୍ୟେ ସୃଷ୍ଟି ହୁଏ ଦ୍ଵନ୍ଦ ଜାଣି ହୁଏ ଭଲ
Read More
ସକଳ ଶକ୍ତିର ଆଧାର ~~~~~~~~~~ ହେ ସପ୍ତାସ୍ୱରଥବାହାନ ସୂର୍ଯ୍ୟଦେବତା ତୁମେ ସକଳ ଶକ୍ତିର ଆଧାର ତୁମ ପାଇଁ ଏ ସୃଷ୍ଟି ଚାଲୁଅଛି ସର୍ବଦା ଆଗମନ ଦିବସ ଆଉ ରାତ୍ରିର । ତୁମେ ଦେଇଅଛ ଆଲୋକର ଉତ୍ସ ଜୀବନ ଜୀଇଁବାର ପଥ ତୁମ ପାଇଁ ବୃକ୍ଷଲତା ଜୀବଜନ୍ତୁ ସବୁ କାଳେ କାଳେ ଅଛନ୍ତି ଜୀବିତ । ହେ ରବି ,ଦିବାକର
Read More
ସାଧାରଣ ତନ୍ତ୍ର ଦିବସ ଉଣିଶ ସତ ଚାଳିଶି ଅଗଷ୍ଟ ପନ୍ଦର ତାରିଖଦିନ ଭାରତ ଆମର ସ୍ବାଧୀନ ହୋଇଲା ବିଦେଶିଙ୍କ ପରାଧିନ ।। ଭାରତ ଆମର ହାତକୁ ଆସିଲା ଚଳାଇବାର ନିୟମ ସୁଚାରୁ ରୁପରେ ନୟନ୍ତ୍ରଣ ବିଧି ନିର୍ଦ୍ଧାରଣ ଅନୁଶାସନ।। ସମ୍ବିଧାନ ଭରା ଅନୁଶାସନର ଲାଗୁ ହେଲା ସେହି ଦିନ ଉଣିଶ ପଚାଶ ଜାନୁଆରୀ ମାସ ଛବିଶ ତାରିଖ ଦିନ।।
Read More
ବିଶ୍ୱ ବିଜୟୀ ତପସ୍ୱୀ 🌺🌻🌸🏵️🌹🌷🌼🌹 (ଜୟନ୍ତୀ ଉପଲକ୍ଷେ ବିନମ୍ର ଶ୍ରଦ୍ଧାଞ୍ଜଳି) ଶାନ୍ତିର ବାର୍ତ୍ତା ବିଶ୍ୱେ ପ୍ରଚାରୀ ଜିଣିଛ କୋଟି ହୃଦୟ ଯାବତ ଚନ୍ଦ୍ରାର୍କେ ଚିର ଅମଳିନ ହେବନି କେବେ ବିଲୟ ଆହେ ଚିର ଆୟୁଷ୍ମାନ ପାର୍ଥିବ ଜଗତେ ତୁମ ଗୁଣ ଆଜି ଜିଣିଅଛି କୋଟି ମନ। ହେ ଚିର ତପସ୍ୱୀ ଗୋଟିଏ ବାକ୍ୟରେ ଜିଣିଲ କୋଟି ହୃଦୟ ପଶ୍ଚିମ
Read More
ଝରା ଶେଫାଳୀ ବନଲତା ଜାଲି ଭଙ୍ଗାଗଢ଼ା ଏଇ ମିଛ ଦୁନିଆରେ କେତେକେତେ କାହାଣୀ, ଯାହାକି ବିଶ୍ୱାସ ହେଉନଥିବା ଘଟଣା ଆମର ଦୃଷ୍ଟିଗୋଚରକୁ ଆସିଛି l କେତେକ ଘଟଣା ସ୍ୱାଭାବିକ ଲାଗୁଥିବା ବେଳେ କେତକ ଘଟଣା ଅସ୍ୱାଭାବିକ ଲାଗୁଥାଏ l ଏମିତି କିଛି ଘଟଣା ଅଛି, ଯାହା ମନର ହୃଦୟତନ୍ତ୍ରୀରେ ଗୋଟିଏ ଗଭୀର ହୃଦୟବିଦାରକ ସ୍ମୃତି ହୋଇ ଚିରକାଳ ଅଭୁଲା
Read More
ଦିବ୍ୟ ପୁରୁଷ ବିବେକାନନ୍ଦ “”””””””””””””””””””””””””””” ଦିବ୍ୟପୁରୁଷ ଦିବ୍ୟସୁନ୍ଦର ନର ଧରାପୃଷ୍ଟେ ପାଦ ଦେଲ ତମ ଶଂସ୍ପଶେ ତରିଗଲା ପୃଥିବୀ ପବନ ଗାଇଲା ଗୀତ।। ମାତା ଡାକନ୍ତି ନରେନ୍ ନରେନ୍ ରେ ଜଗତ ବିବେକାନନ୍ଦ ପିଲାଦିନୁ ଐଶ୍ୱରିକ ଦୁର୍ବଳତା ସଭିଙ୍କୁ କରେ ଚକିତ।। ଭାରତ ବିଶ୍ୱ କଲ ପ୍ରତ୍ୟାଗମନ ନିଜର ଲକ୍ଷ୍ୟ ର ସ୍ଥଳେ ଗୁରୁଙ୍କ ଆଦେଶ ର ରଖିଲ
Read More
ବିଶ୍ଵ ବିଜୟୀ ଯୁବସମାଜର ପଥପ୍ରଦର୍ଶକ ତ୍ୟାଗୀ ଓ ସନ୍ନ୍ୟାସୀ ,ଋଷି ବିଶ୍ଵ ଜୀବନକୁ ପ୍ରଭାବିତ କଲା ତୁମରି ଜୀବନୀ ବେଶୀ । ପ୍ରାଚ୍ୟ,ପାଶ୍ଚାତ୍ୟର ମଧ୍ୟରେ ପାର୍ଥକ୍ୟ ତୁମେତ ପାରିନା ଦେଖି ଆମ ସଂସ୍କୃତିର ଧାରା ଆମପାଇଁ ଇତିହାସ ଯାଏ ଲେଖି । ବ୍ରହ୍ମଚର୍ଯ୍ୟ ପାଳି ସାଧନା ମାର୍ଗରେ ଆଧ୍ୟାତ୍ମିକ ଜ୍ଞାନଲଭି କାଳଜୟୀ ହେଲ ମୃତ୍ୟୁକୁ ଜିଣିଲ ତୁମେ ଭାରତର
Read More
ଦିବ୍ଯ ପୁରୁଷ ବିବେକାନନ୍ଦ 🙏🙏🙏🙏🙏🙏 ଶକ୍ତିଦା ବିଷୋୟୀ ବିବେକ ପୁରୁଷ ବିବେକା ନନ୍ଦ ହେ ଦିବ୍ଯ ସୌନ୍ଦର୍ଯ୍ୟ ର କାନ୍ତି ସ୍ବର୍ଣ୍ଣିବ କିରଣ ଜ୍ଯୋତି ବିରାଜଇ କନ୍ଦର୍ପ ହୋଇଲେ ନିନ୍ଦି ।।୧ ଶୌଶବ କାଳରୁ ଆଧ୍ୟାତ୍ମିକ ନିତୀ ପଦ୍ମାସନେ ଧ୍ଯାନ ମଗ୍ନ ମୁଦ୍ରିତ ନୟନେ ଯୋଗାସନେ ବସି ଗୁରୁ ପାଦେ ରଖି ଧ୍ଯାନ।।୨ ତ୍ଯାଗ କରି ଗୃହ ସମାଜ
Read More
ମୋ ଜନ୍ମଭୂମି ଭାରତ ଜାନକୀ ମହାନ୍ତ “ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି”.. ଜନ୍ମ ଭୂଇଁ ହିମାଳୟ ଠୁଁ କନ୍ୟା କୁମାରୀ ଯାଏଁ ଅଖଣ୍ଡ ଭାରତ ଭୂଇଁ ।। ଗଙ୍ଗା ଯମୁନା ମହାନଦୀ କାବେରୀ କୃଷ୍ଣ। ସ୍ୱଚ୍ଛ ନଦୀ ଧାର, ଶସ୍ୟ ଶ୍ୟାମଳା ସୁଶୋଭିତ ଭରା ପୂର୍ଣ୍ଣ ଜ୍ଞାନ ର ଭଣ୍ଡାର ।। ଦେଶ ସୀମା ରେ ଆମ
Read More
ବାହାନା କଅଁଳ ସକାଳ କୁଆଁରି ସଂଜରେ ସ୍ବପ୍ନ ପରି ଛାଇଯାଓ ପାଗଳ ପ୍ରେମରେ ଛନ୍ଦି ଦେଇ ଯାଅ ମନର ଅଖଣ୍ଡ ବନେ ଓଠରେ ସିନା ହାସର ରେଖାଟେ ତୁମ ଶତ ଶତ ବାହାନା ଆଗରେ ସେଇ ନିରୁତା ଇଛଟି ମୁକୁଳା ହୋଇ ପଡିରହେ ଅଭିମାନର ଅଖଣ୍ଡ ବିଶ୍ୱାସ ଅତଡା ପ୍ରାୟ ଖସେ ତୁମ ଅଭିଯୋଗର ଶବ୍ଦ ପ୍ରାବଲ୍ୟରେ ସନ୍ତାପେ,କରେ
Read More
💦::::: ..କାକର ବିନ୍ଦୁ…. :::::💦 ମଖମଲି ଘାସ ଗାଲିଚା ରେ କିଏ ତୁମେ …? ଟୁପ୍ ଟୁପ୍ ଚାଲି ଆସ ସବୁଜ ଶାଗୁଆ ପତରେ…..ମୁକ୍ତା ବିନ୍ଦୁସାଜି……! ପ୍ରକମ୍ପିତ…. ନାଲିଓଠ…ଗୋଲାପ ର ଆର୍ଦ୍ର ସ୍ପର୍ଶ……ବାଜି…! ରାତ୍ରୀ ର ପ୍ରଥମ ପ୍ରହରେ ଅବା ଆସ ତୁମେ ନିଶାର୍ଦ୍ଧରେ…? ଭିଜାଇ ଦିଅ ଏ ଆକାଶ, ଧରିତ୍ରୀ ନିବିଡ ଆଲିଙ୍ଗନ ରେ…..! ସୁପ୍ତ ଧରା
Read More
ମାଗୁଣି ମୁଠେ ପ୍ରସାଦ ସୁରମ୍ୟପ୍ରାସାଦ ମାଗୁନାହିଁ ତୋତେ ମାଗୁଛି ମୁଠେ ପ୍ରସାଦ ତୋର ବଂଶୀସ୍ବନ ଶୁଭୁନାହିଁ ମୋତେ ମୟୂର ପୁଛ ସମ୍ପଦ ରଖିଲୁ ଧ୍ରୁବ ପ୍ରହ୍ଲାଦ ଖଣ୍ଡୁଆ ପାଟ ବି ଲୋଡା ନାହିଁ ମୋତେ ଚିରାରେ ଲୁଚୁ ବିବାଦ ଵେସୁରା ହେଉ ତ ସାତସୁର ମୋର ନାମ ମୋ ପାଟିରେ ଥାଉ ଶବରୀ ପରିକା ଧୈର୍ଯ୍ୟ ନାହିଁ ମୋର
Read More
କଣ କଲି ଓଡ଼ିଶାରେ ମୁଁ ଜନମ ହେଲି ପାଣି ପବନରେ ତାର ବଢ଼ିଲି ଇଂରାଜୀ ସ୍କୁଲ ରେ ପାଠ ପଢ଼ିଲି ଦିନ ରାତି ଘୋଷା ବଳଦ ହେଲି ଆକ୍ସନ କରି ଗୀତ ଗାଇଲି ସୁର ତାଳ ସବୁ ଭୁଲି ମୁଁ ଗଲି ପରୀକ୍ଷା ରେ ନମ୍ବର କମ ରଖିଲି ଭାବି ଭାବି ଖାଲି ପସ୍ତେଇ ହେଲି ମିସ ଙ୍କ
Read More
🙏ମାନବ ସେବା🙏 ଜୀବଙ୍କ ଭିତରେ ମାନବ ଶ୍ରେଷ୍ଟ ମାନବେ ଥାନ୍ତି ଜଗତ ର ନାଥ।। ମାସ ,ତିଥି ,ନକ୍ଷତ୍ର ,ପକ୍ଷ ଆଉ ସପ୍ତାହ ସବୁ ବାରେ ପୂଜନ୍ତି ମାନବ ବିଶ୍ୱନାଥ।। ପୂଜାର୍ଚ୍ଛନା ରେ ଭଗବାନ ନୁହନ୍ତି ସନ୍ତୁଷ୍ଟ ମାନବ ଜନମେ ପୂଜ ମାନବ ପ୍ରାଣୀ ତା ହେଲେ ରହିବ ମହର୍ତ୍ୱ ତୁମ୍ଭରି।। ସେବାରେ ପ୍ରଭୁ ଯେ ଲୀନ ଥାନ୍ତି
Read More