ଦିବ୍ଯ ପୁରୁଷ ବିବେକାନନ୍ଦ 🙏🙏🙏🙏🙏🙏 ଶକ୍ତିଦା ବିଷୋୟୀ ବିବେକ ପୁରୁଷ ବିବେକା ନନ୍ଦ ହେ ଦିବ୍ଯ ସୌନ୍ଦର୍ଯ୍ୟ ର କାନ୍ତି ସ୍ବର୍ଣ୍ଣିବ କିରଣ ଜ୍ଯୋତି ବିରାଜଇ କନ୍ଦର୍ପ ହୋଇଲେ ନିନ୍ଦି ।।୧ ଶୌଶବ କାଳରୁ ଆଧ୍ୟାତ୍ମିକ ନିତୀ ପଦ୍ମାସନେ ଧ୍ଯାନ ମଗ୍ନ ମୁଦ୍ରିତ ନୟନେ ଯୋଗାସନେ ବସି ଗୁରୁ ପାଦେ ରଖି ଧ୍ଯାନ।।୨ ତ୍ଯାଗ କରି ଗୃହ ସମାଜ
Read More
🌷ଲକ୍ଷ୍ମୀ ସ୍ତୁତି🌷 ଜୟ ଜୟ ମହା ଲକ୍ଷ୍ମୀ ଜୟ କମଳିନି ଜୟ ଗଜଲକ୍ଷ୍ମୀ ମାଗୋ ବିଷ୍ଣୁଙ୍କ ଘରଣୀ।। ଜୟମାଗୋ କୃପାମୟୀ କରୁଣା ସାଗର ତୋଅରୁଣା ବିନା ମାଗୋ ସବୁ ଅନ୍ଧକାର।। ତୋର ଦୟା ବଳେ ମାଗୋ ଗୃହ ପରିପୂର୍ଣ୍ଣ ମାନ ସନମାନ ଆଉ ଯଶ କ୍ଷତି ଧର୍ମ।। ତୋର କୃପା ବଳେ ମାଗୋ ସୁଖ ଶାନ୍ତି ମିଳେ ସଉଭାଗ୍ଯ
Read More
ଅନୁଭୂତି ରେ ଶ୍ରୀ ଜଗନ୍ନାଥ କୃପା 🙏🙏🙏🙏🙏🙏🙏🙏 ଜୀବନରରେ ଘଟିଥିବା ଅନୁଭବ ର ଅନୁଭୂତି କୁ ଗଳ୍ପ ମାଧ୍ୟମରେ ଉପସ୍ଥାପନା କରୁଛି ।୨୦୧୪ସାଲର କଥା,ଚାନ୍ଦ୍ରାୟଣ ବ୍ରତ କରିବା ପାଇଁ ଘରୁ ବାହାରିଲି।ବ୍ରତ କରିବାକୁ ଆଗ୍ରା ନିକଟସ୍ଥ ଆମଲଖେଡା ଗାୟତ୍ରୀ ଶକ୍ତି ପୀଠ ଜିବିକୁପଡ଼ିବ ଓ ମାସେ ଆଠ ଦିନ ଲାଗିବ ।।କଠିନ ବ୍ରତ ଓ ଏତେ ଦିନ ଘର
Read More