*ହେ ଚକ୍ରଧାରୀ ଶୁଣ ହେ ଗୁହାରି ଶୁଣହେ ଗୁହାରୀ ପ୍ରଭୁ ଚକ୍ରଧାରୀ ଅଵ୍ୟକ୍ତ ବେଦନା କିଛି ସଂସାର ସୁଅରେ ଭାସମାନ ସ୍ଥିତି କୂଳର ସନ୍ଧାନେ ଅଛି । ଚଞ୍ଚଳ ମନଟି ଝୁରୁ ଥାଏ ନିତି ସତ୍ୟର ପ୍ରଦୀପ ଜାଳି ଭୌତିକ ମଞ୍ଚରେ ସନ୍ଦେହ ଜୀବନ ଯୁପ କାଠି ସମ ଜଳି । ଶୁଣହେ ଗୁହାରୀ ପ୍ରଭୁ ଚକ୍ରଧାରୀ ଖୋଜୁଛି
Read More
*ମିଠା କାହାଣୀ* ଭୌତିକ ସଂସାର କ୍ଷଣିକ ଆନନ୍ଦ ଜୀବନ ଜଞ୍ଜାଳ ଗାଥା ସୁଖ ଦୁଃଖ ଭରା କର୍ମର ପଥଟି ଅଭୂଲା କାହାଣୀ କଥା । ମନର ଭାଷାକୁ କହିବାକୁ ହେଲେ ଲୋଡ଼ା ନିର୍ମଳ ହୃଦୟ ବିଶ୍ୱାସ ସିନ୍ଧୁକେ ବାସ ହେଉଥିବ ମିଠା କାହାଣୀ ମଳୟ । ପ୍ରଜ୍ଞାନ ଉଦ୍ୟାନେ ଦିବ୍ୟର କାହାଣୀ ଜୀବନ ଦର୍ଶନ ତତ୍ତ୍ୱ ସେହି ବଗିଚାରେ
Read More
*ଗୃହଲକ୍ଷ୍ମୀ* ସଂସାର ଜୀବନରେ ପ୍ରଥମ ଉଚ୍ଚ ସ୍ଥାନଟି ଗୃହ ଲକ୍ଷ୍ମୀର ।କୁହାଯାଏ ସ୍ୱାମୀ ସ୍ତ୍ରୀ କାୟା ଛାୟା ପୁଣି ମୁଦ୍ରାର ଦୁଇ ପାର୍ଶ୍ୱ,ପୁରୁଷ ଲୋକ ରୋଜଗାର କରି ସଂସାର ଚଲାଇବା ବେଳେ ଗୃହ ଲକ୍ଷ୍ମୀ ରକ୍ଷଣା ବେକ୍ଷଣା ସହ ଭବିଷ୍ୟତ ଦୂରଦୃଷ୍ଟି ରଖି ପ୍ରତି କାର୍ଯ୍ୟର ଗୁରୁ ଦାୟିତ୍ୱ ନିଭାଇ ଥାଏ।ସନ୍ତାନ, ଶାଶୁ ଶଶୁର, ବନ୍ଧୁ ବାନ୍ଧବ ସହ
Read More
*ସ୍ୱାମୀଜୀ* ଆମରି ଶରୀର ମଧ୍ୟରେ କ୍ଷେତ୍ରଜ୍ଞ ସେ ପୁରୁଷ ଭଗବାନ ସର୍ଵଜ୍ଞାତା ସର୍ଵଶକ୍ତିମାନ ସିଏ ସ୍ୱାମୀଜୀ ନାମେ ମହାନ । ପ୍ରତି ମୁହୂର୍ତ୍ତରେ ସ୍ମରଣ କରିଲେ ଲଭିବି ଆନନ୍ଦ ପ୍ରାପ୍ତି ଅଜପା ଧ୍ଵନିଟି ସଦା ଗୁଞ୍ଜରଣ ଆତ୍ମା ପ୍ରକାଶର ତୃପ୍ତି । ସଂସାର ଜୀବନେ ଅସ୍ଥିର ଚିତ୍ତଟି ଜଗନ୍ନାଥ ନାମେ ସ୍ଥିର ଇହ ପର ସହ ଜନ୍ମଜନ୍ମାନ୍ତର ସ୍ବାମୀଜୀ
Read More
*ଶୀତ ଋତୁର ଗାଥା* କି ସୁନ୍ଦର ଆହା କି ଆନନ୍ଦମୟ ଶୀତ ଋତୁ ରୂପଶିରୀ କଳ୍ପନା ରାଇଜେ ଛୁଇଁ ନପାରଇ ଗାଇବାକୁ ମନଭରି । ଉତ୍ତରା ପବନ ଦେହକୁ ଲାଗଇ ଶୀତର ଲହରୀ ମେଳେ କପୋତୀର ନାହିଁ ବିରହର ଗୀତ ବୃକ୍ଷ ଅଗଣାର ତଳେ । ଶୀତ ଆସିଅଛି ଶିଶିର ମୁକ୍ତାରେ ନିର୍ଜନ ନିଶାର୍ଦ୍ଧ ସାଥେ ନାନା ଜାତିପୁଷ୍ପ
Read More