April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ମୋ ଜନ୍ମଭୂମି ଭାରତ– ଜାନକୀ ମହାନ୍ତ

 

ମୋ ଜନ୍ମଭୂମି ଭାରତ

ଜାନକୀ ମହାନ୍ତ

“ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି
ଗରୀୟସି”.. ଜନ୍ମ ଭୂଇଁ
ହିମାଳୟ ଠୁଁ କନ୍ୟା କୁମାରୀ ଯାଏଁ
ଅଖଣ୍ଡ ଭାରତ ଭୂଇଁ ।।

ଗଙ୍ଗା ଯମୁନା ମହାନଦୀ କାବେରୀ
କୃଷ୍ଣ। ସ୍ୱଚ୍ଛ ନଦୀ ଧାର,
ଶସ୍ୟ ଶ୍ୟାମଳା ସୁଶୋଭିତ ଭରା
ପୂର୍ଣ୍ଣ ଜ୍ଞାନ ର ଭଣ୍ଡାର ।।

ଦେଶ ସୀମା ରେ ଆମ ବୀର ସୈନିକ
ଯୁଦ୍ଧରତ ରାତିଦିନ,
ଫର ଫର ଉଡ଼େ ଜାତୀୟ ପତାକା
ଗାଏ ସେ ବନ୍ଦେ ମାତରଂ ।।

ଆମ ସମ୍ବିଧାନ ପ୍ରସିଦ୍ଧ ଜଗତେ
ଦିଏ ସମ ଅଧିକାର,
ନାହିଁ ଭେଦ ଧର୍ମ ବର୍ଣ୍ଣ ଲିଙ୍ଗ ଜାତି
ସମସ୍ତେ ଏକା ତାହାର ।।

ହିନ୍ଦୁ ମୁସଲମାନ ଶିଖ ଈଶାଇ
ଜୈନ ବୌଦ୍ଧ ଧର୍ମ ଏକ,
ଧର୍ମ ନିରପେକ୍ଷ ଆମେ ଭାରତୀୟ
ଭାରତ ର ରଖିବା ଟେକ ।।

ହିନ୍ଦୁସ୍ଥାନୀ ଆମେ ହିନ୍ଦି ରାଷ୍ଟ୍ର ଭାଷା
ଉଚ୍ଚ ଆମ ପରମ୍ପରା,
ସତ୍ୟ ଶାନ୍ତି ମୈତ୍ରୀ ଧର୍ମ ଅହିଂସା
ମୂଳ ମନ୍ତ୍ର ଆମ ପରା ।।

ଭାରତ ଯେ ଆମ ଧର୍ମ କର୍ମ ଭୂମି
ଏହି ଆମ ସ୍ୱର୍ଗ ପୁରୀ
ମାଆ ମାଟି କୁ ସୁରକ୍ଷା ଦେବା ଆମେ
ସଜାଗେ କର୍ତ୍ତବ୍ୟ କରି ।।
ଜୟ ହିନ୍ଦ୍…
ବେଙ୍ଗାଲୁରୁ

 229 total views,  1 views today

Leave a Reply

Your email address will not be published. Required fields are marked *