🙏ମାନବ ସେବା🙏
ଜୀବଙ୍କ ଭିତରେ ମାନବ ଶ୍ରେଷ୍ଟ
ମାନବେ ଥାନ୍ତି ଜଗତ ର ନାଥ।।
ମାସ ,ତିଥି ,ନକ୍ଷତ୍ର ,ପକ୍ଷ ଆଉ ସପ୍ତାହ
ସବୁ ବାରେ ପୂଜନ୍ତି ମାନବ ବିଶ୍ୱନାଥ।।
ପୂଜାର୍ଚ୍ଛନା ରେ ଭଗବାନ ନୁହନ୍ତି ସନ୍ତୁଷ୍ଟ
ମାନବ ଜନମେ ପୂଜ ମାନବ ପ୍ରାଣୀ
ତା ହେଲେ ରହିବ ମହର୍ତ୍ୱ ତୁମ୍ଭରି।।
ସେବାରେ ପ୍ରଭୁ ଯେ ଲୀନ ଥାନ୍ତି
ସେଥିପାଇଁ କଥା ରେ ରହିଛି ମାନବ ସେବା ହିଁ ମାଧବ ସେବା।।
ସେବା ରୁ ମିଳେ ଯେଉଁ ଆଶ୍ରୀର୍ବ୍ରାଦ
ସେ କଲ୍ୟାଣ କରନ୍ତି ବିଶ୍ୱନାଥ।।
🙏🙏🙏
ମମତା ବାରିକ,ସ୍ଥାନ-ଯାଜପୁର,ବାରବାଟୀ,ଗ୍ରାମ-ବାମଦେବ ପୁର,
23,145 total views, 1 views today