Jan
2021
6
କଣ କଲି —ଇନ୍ଦୁ ପ୍ରଭା ବିଶ୍ୱାଳ
କଣ କଲି ଓଡ଼ିଶାରେ ମୁଁ ଜନମ ହେଲି ପାଣି ପବନରେ ତାର ବଢ଼ିଲି ଇଂରାଜୀ ସ୍କୁଲ ରେ ପାଠ ପଢ଼ିଲି ଦିନ ରାତି ଘୋଷା ବଳଦ ହେଲି ଆକ୍ସନ କରି ଗୀତ ଗାଇଲି ସୁର ତାଳ ସବୁ ଭୁଲି ମୁଁ ଗଲି ପରୀକ୍ଷା ରେ ନମ୍ବର କମ ରଖିଲି ଭାବି ଭାବି ଖାଲି ପସ୍ତେଇ ହେଲି ମିସ ଙ୍କ