May 28, 2022
11 11 11 AM
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା
ବିସ୍ଥାପିତ  — ବନଲତା ଜାଲି 
ଛାଡପତ୍ର — ତୃପ୍ତିରାଣୀ ପାତ୍ର
ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ
ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ
ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ
*Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022* 
ଚିଠି — ସଂଯୁକ୍ତା ସାହୁ
ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ
ଲୋହିତ ଗୋଧୂଳି — ଜାନକୀ ମହାନ୍ତ
ଅନ୍ନ — ପ୍ରିୟମ୍ବଦା ରାଉତ
ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ
*ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ*
Thy Heritage is Leaking — Gabriel S. Weah
Heritage For Next Generations — Maid Čorbić
Only for you my love — Shiw Shankar Shaw  
Only Love — Lyn Ramos V. Alfonso
Endless Love — Subhasmita Pattnayak
Latest Post
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା ବିସ୍ଥାପିତ  — ବନଲତା ଜାଲି  ଛାଡପତ୍ର — ତୃପ୍ତିରାଣୀ ପାତ୍ର ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ *Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022*  ଚିଠି — ସଂଯୁକ୍ତା ସାହୁ ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ ଲୋହିତ ଗୋଧୂଳି — ଜାନକୀ ମହାନ୍ତ ଅନ୍ନ — ପ୍ରିୟମ୍ବଦା ରାଉତ ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ *ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ* Thy Heritage is Leaking — Gabriel S. Weah Heritage For Next Generations — Maid Čorbić Only for you my love — Shiw Shankar Shaw   Only Love — Lyn Ramos V. Alfonso Endless Love — Subhasmita Pattnayak
May
2022
19

ସେଦିନ ଖରାବେଳେ –ଶରତ ଚନ୍ଦ୍ର ପଣ୍ଡା

“ସେଦିନ ଖରାବେଳେ “ ଝଞ୍ଜା ବୁହା ଖରାବେଳେ ତାଳ ବଣ ମଧ୍ୟେ,, ଠିଆ ଏକୁଟିଆ ଗୋରୀ ଝାଳେ ଦେହ ଭେଦେ ll କେଉଁ ଏକ ପ୍ରତୀକ୍ଷାରେ ଥିଲ ଆନମନା,, ମୋର ଉପସ୍ଥିତି ସତ୍ତ୍ୱେ ତଥାପି ଜlଣନା ll ମୁହେଁ ସ୍ବେଦ ବିନ୍ଦୁ ବିନ୍ଦୁ ଓଢଣୀ ନିବାରେ,, ଭୀତ ତ୍ରସ୍ତ ହରିଣୀର ଚିହ୍ନ ଆନନରେ ll ପକ୍ଷୀ ମେଳ କଳରବ

 22 total views,  1 views today

May
2022
14

*ନିରବ ଭାବନା–ଶରତ ଚନ୍ଦ୍ର ପଣ୍ଡା*

ନିରବ ଭାବନା ଶରତ ଚନ୍ଦ୍ର ପଣ୍ଡା, ଯାଜପୁର l ଖିଆଲୀ ମନର କଳ୍ପନା ମାତର କୃଷ୍ଣଚୁଡା ଝରା ଗୀତି,, ସାତ ସାଗରର ନୀଳlଭ ଢେଉର ଶାନ୍ତ କମନୀୟ ସ୍ମୃତି ll ସେ ଝରାଶେଫାଳି ମହକ ରେ ବlଳୀ ଦିଗହରା ବାସ ବାଆ,, ଖୋଜେ… ସଞ୍ଜ ଫେରେ ରାତିର ଗର୍ଭରେ ବଙ୍କା ଚନ୍ଦ୍ରମାରେ ଯାହା ll ଝାଉଁବନ ତଳ ବୁଦ୍

 39 total views,  1 views today

May
2022
13

ଈଶ୍ୱର ଦାନ — ଶରତ ଚନ୍ଦ୍ର ପଣ୍ଡା

ଈଶ୍ୱର ଦାନ ଶରତ ଚନ୍ଦ୍ର ପଣ୍ଡା   ଭବିଷ୍ୟଜ୍ଞାତା ସହଦେବ କହିଲେ ଜଗନ୍ନାଥ ଦେବତାଙ୍କୁ, ପବନ କୁମର ଈଶ୍ୱରେ ମାଗନ୍ତୁ ସିଂହନାଦର ରଡିକୁ ।   ଗୋବିନ୍ଦ କହିଲେ ଏବେ ତ ଭୀମକୁ ବିଶ୍ୱନାଥେ ବରମାଗ, ଯେଉଁ ଶବ୍ଦେ ମାନଗୋବିନ୍ଦ ବାହାର ସରୋବରୁ ହେବ ଆଗ ।   ତୃତୀୟ ଧ୍ୟାନେଣ ଚିନ୍ତିଲା ଈଶ୍ୱର ଶୂଳପାଣିସନ କମ୍ପେ, ଧ୍ୟାନେ

 22 total views,  1 views today

May
2022
12

ଜୟୀ ରାଜଗୁରୁ — ଶରତ ଚନ୍ଦ୍ର ପଣ୍ଡା

ଜୟୀ ରାଜଗୁରୁ     ଅକ୍ଟୋବର ଅଣତିରିଶ ତାରିଖ ସତର ସହ ଅଣଚାଳିଶ ଦିନ,, ହରେକୃଷ୍ଣପୁର ଚlନ୍ଦ ରାଜଗୁରୁ ହରମାନି କୋଳ କଲେ ମଣ୍ଡନ ll ପିଲାଦିନ ନାମ ଜୟକୃଷ୍ଣ ଥିଲା ପୂର୍ବ ପୁରୁଷ ଙ୍କ ଥିଲା ପଦବୀ,, ଖୋର୍ଦ୍ଧା ରାଜା ଦରବାରୁ ପାଇଥିଲେ ରାଜ ପରିବାର ଶିକ୍ଷକ ଗlଦି ll ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ୍ୟ ତନ୍ତ୍ର

 25 total views

May
2022
11

କର୍ତ୍ତବ୍ୟ –ଶରତ ଚନ୍ଦ୍ର ପଣ୍ଡା

କର୍ତ୍ତବ୍ୟ ଶରତ ଚନ୍ଦ୍ର ପଣ୍ଡା   ନିଜ କାମ ନିଜେ କରିବ ବାଳକେ ଅନ୍ୟ ପାଇଁ କିଛି ରଖିବ ନାହିଁ,, ଅନ୍ୟ ପାଇଁ କାମ ଛାଡିଲେ ଧନରେ ଉଦାହରଣଟେ ହୋଇବନାହିଁ  ll   ଯାହା କାମ ଅଛି ବୋଲି ଭାବୁଅଛ ତାହା ସମ୍ପାଦିବ ନ’କରି ହେଳା, ପିତାମାତା, ବନ୍ଧୁ ଉପରେ ଛାଡିଲେ ଭବିଷ୍ୟତେ ଜାଣ ବୁଡ଼ିବ ଭେଳା ll

 19 total views,  1 views today

May
2022
10

ଅକ୍ଷୟ ତୃତୀୟା — ଶରତ ଚନ୍ଦ୍ର ପଣ୍ଡା

ଅକ୍ଷୟ ତୃତୀୟା   ଶରତ ଚନ୍ଦ୍ର ପଣ୍ଡା   ବୈଶାଖ ଶୁକ୍ଳ ତୃତୀୟା ତିଥି ରେ ମହତ ଦିବସ ଓଡ଼ିଆ ପାଇଁ, ଅକ୍ଷୟ ତୃତୀୟା ଚଷାକୁଳ ଖୁସି ଅନୁକୂଳ ଏହି ଦିନ ହୁଅଇ ll 1   ଗୀତଗୋବିନ୍ଦ ର ପ୍ରାରମ୍ଭ ଏ ଦିନ ଜୟ ଦେବ ସ୍ଵାମୀ ଆରମ୍ଭି ଥିଲେ,, କେନ୍ଦୁବିଲ୍ଵ ଗ୍ରାମେ ପବିତ୍ର କବିତା ରାଧା

 20 total views,  1 views today

May
2022
5

ଅକ୍ଷୟ ତୃତୀୟା — ଶରତ ଚନ୍ଦ୍ର ପଣ୍ଡା

ଅକ୍ଷୟ ତୃତୀୟା      ବୈଶାଖ ଶୁକ୍ଳ ତୃତୀୟା ତିଥି ରେ ମହତ ଦିବସ ଓଡ଼ିଆ ପାଇଁ,, ଅକ୍ଷୟ ତୃତୀୟା ଚଷାକୁଳ ଖୁସି ଅନକୁଳ ଏହି ଦିନ ହୁଅଇ ll 1   ଗୀତଗୋବିନ୍ଦ ର ପ୍ରାରମ୍ଭ ଏ ଦିନ ଜୟ ଦେବ ସ୍ଵାମୀ ଆରମ୍ଭି ଥିଲେ,, କେନ୍ଦୁବିଲ୍ଵ ଗ୍ରାମେ ପବିତ୍ର କବିତା ରାଧା କୃଷ୍ଣ ନାମେ ଦ୍ଵିଜ

 19 total views,  2 views today

May
2022
2

ସନ୍ଦେହ — ଶରତ ଚନ୍ଦ୍ର ପଣ୍ଡା

ସନ୍ଦେହ   ସନ୍ଦେହ ସତରେ ସାଙ୍ଘାତିକ ବ୍ୟାଧି ଭୟଙ୍କର ତାର ରୂପ,, ମାରାତ୍ମକ ଭାବେ କରେ ଆଗମନ ଲିଭାଇ ଖୁସିର ଦୀପ ll ପୃଥିବୀରେ ସବୁଠାରୁ ଭୟଙ୍କର ଡାକ୍ତରୀ ବିଦ୍ୟାର ରୋଗ,, ତା’ଠାରୁ ଅଧିକ ଜ୍ୱାଳା ସେ’ଦିଅଇ କଷ୍ଟ ଠୁ କଷ୍ଟ ତା’ଭୋଗ ll ଥରେ ସନ୍ଦେହର ଘେରରେ ପଶିଲେ ନିସ୍ତାର ନାହିଁ କବଳୁ,, ଧନ, ମାନ, ଯଶ,

 21 total views,  1 views today

May
2022
1

ମା’ — ଶରତ ଚନ୍ଦ୍ର ପଣ୍ଡା

ମା‘   ମା ପଣତର ସ୍ନେହଁ ମା ମମତାର ମୋହ ସନ୍ତାନ ପାଇଁକି ମା କୋଳ ଅଟେ ବୈକୁଣ୍ଠ ମନ୍ଦିର ପ୍ରାୟ ll 313 ମାଆ ଟି ମଧୁର ଶବ୍ଦ ଅନ୍ତର ଶାନ୍ତ ନିରବ ମା ଡାକିଦେଲେ ପଛରୁ ପିଲାର ସର୍ବ କୁଶଳ ହୋଇବ l314   ମା ମନ ସଫା ସ୍ଵଛ ଆଉ ସବୁ ଏଠି ମିଛ

 19 total views,  2 views today

Apr
2022
28

ଜରା ଯୌବନ — ଶରତ ଚନ୍ଦ୍ର ପଣ୍ଡା

ଜରା ଯୌବନ   ଶରତ ଚନ୍ଦ୍ର ପଣ୍ଡା ଯାଜପୁର   ବଳ ଥିବା ବେଳେ ହରିଣୀର ଗୋଡ଼ ପଙ୍କରେ କୁଆଡେ ଲlଖଇ ନାହିଁ,, ଡାଳ ଭଙ୍ଗା କୋଷ ବାଟ ଚାଲିଯାଏ ଖରା କି ବରଷା ବାଧଇ ନାହିଁ ll 1   ଆଜି ନଇଁ ନଇଁ ହଜିଲା ଦିନର ପାଦ ଚିହ୍ନ ଯାହା ଯାଇଛି ମିଶି,, ମା’ମାଟି ବକ୍ଷରେ

 20 total views,  1 views today

Apr
2022
28

କ୍ଷଣକର ସ୍ମୃତି — ଶରତ ଚନ୍ଦ୍ର ପଣ୍ଡା

କ୍ଷଣକର ସ୍ମୃତି   ଚଇତାଳି ବହେ ମଧୁମାଳତୀର କୁଞ୍ଜରେ ସଞ୍ଜରେ ସଞ୍ଜରେ,, ନଦୀର ଜଳରେ ମନ ଛୁଇଁଯାଏ ମହୁଲି ନହୁଲି ବେଳାରେ l ତୁମକୁ ଖୋଜୁଛି ହଜିଲା ଦିନର ସ୍ମୃତିରେ ରାତିରେ ଜହ୍ନରେ, ତୁମ ବିନେ ସାଥି ସବୁ ଅମାରlତି ଇଚ୍ଛା ବlଧ୍ୟେ ବୁଲେ ଶୂନ୍ୟରେ ll ଆଷାଢ଼ ଆଗମେ ମଉସୁମୀ ଆସେ ତୁମରି ବାରତା ସାଥିରେ, ସେ’ଆଷାଢ଼େ

 24 total views,  1 views today

Apr
2022
28

କଳି କଥା — ଶରତ ଚନ୍ଦ୍ର ପଣ୍ଡା

“କଳି” କଥା       ଶୁଣ ସାଧୁ ଜନ ସଧିରେ l କଳିର କଥା କହେ ଥରେ ll ଶରୀର ପଞ୍ଚଭୂତେ ସୃଷ୍ଟି l କାଳ ତା’ସର୍ଜନା କରନ୍ତି ll ମହା କାଳର ଭିନ୍ନ ଲୀଳା l ସୃଷ୍ଟିର ଭାର କଳି ନେଲା ll ଆପଣା କଲା କର୍ମ ଯବେ l କାଳ ଆୟତେ ଘଟେ ଏବେ

 25 total views

Apr
2022
27

ବାପା — ଶରତ ଚନ୍ଦ୍ର ପଣ୍ଡା

ବାପା   ଶରତ ଚନ୍ଦ୍ର ପଣ୍ଡା ଯାଜପୁର   ଦେବଙ୍କର ବାପା ଜଗତ କରତା ଉମାପତି ଚନ୍ଦ୍ରଶ୍ରେଖର, ହେ ଶିବ ଶଙ୍କର ଶଶିଖଣ୍ଡ ମୋୖଳି ବାପା ହେବକି ହେ ମୋହର l (ଘୋଷା ) ନାହିଁ କାରେ ଭୀତି ଅଶେଷ ବିଭୂତି, ବିଭୂତି ବୋଳା ସେ ଶରୀର ଜଗତ ବାସୀଙ୍କୁ ସୁଖ ଦେବାପାଇଁ ହୋଇଲ ପିତା ଦିଗମ୍ବର l

 23 total views,  1 views today

Apr
2022
23

*ନାରୀ ଆଗରେ — ଶରତ ଚନ୍ଦ୍ର ପଣ୍ଡା*

ନାରୀ ଆଗରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ପୁରୁଷଙ୍କ ଠାରୁ ଆଗରେ,, ମସ୍ତିସ୍କ ରେ ସ୍ନ୍lୟବିକର ସଂଯୋଗ ଗଢିଛି ବିଧାତା ବାଗରେ ll ନାରୀଟି ସହଜେ ମୁହଁ ଚିହ୍ନିନିଏ ପାରେନି ପୁରୁଷ ତାହା,, ବିଗତ ଦିନର କଥା କହିଦିଏ ପୁରୁଷ ପାରେନା ଯାହା ll ମନ ଦେଇ କଥା ଧୈର୍ଯ୍ୟରେ ଶୁଣଇ ଧୀରସ୍ଥିରେ କାର୍ଯ୍ୟ କରେ,, ଆକ୍ସମିକ ଭାବେ କୌଣସି

 30 total views,  1 views today

Apr
2022
23

*ନାରୀ ଆଗରେ — ଶରତ ଚନ୍ଦ୍ର ପଣ୍ଡା*

ନାରୀ ଆଗରେ   ଶରତ ଚନ୍ଦ୍ର ପଣ୍ଡା, ଯାଜପୁର     ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ପୁରୁଷଙ୍କ ଠାରୁ ଆଗରେ,, ମସ୍ତିସ୍କ ରେ ସ୍ନ୍lୟବିକର ସଂଯୋଗ ଗଢିଛି ବିଧାତା ବାଗରେ ll ନାରୀଟି ସହଜେ ମୁହଁ ଚିହ୍ନିନିଏ ପାରେନି ପୁରୁଷ ତାହା,, ବିଗତ ଦିନର କଥା କହିଦିଏ ପୁରୁଷ ପାରେନା ଯାହା ll ମନ ଦେଇ କଥା ଧୈର୍ଯ୍ୟରେ

 24 total views,  1 views today

Apr
2022
21

*ମାନସ ତତ୍ତ୍ୱ — ଶରତ ଚନ୍ଦ୍ର ପଣ୍ଡା*

ମାନସ ତତ୍ତ୍ୱ   ଶୁଣ ଆହେ ସାଧୁଜନ ଦେଇ ମନ କର୍ଣ୍ଣ ଅନ୍ୟଥା କେବେ ନୁହଇଁ ଶୂନ୍ୟ ବ୍ରହ୍ମ ଜ୍ଞାନ ll ଯେ ଜ୍ଞାନ ପାଇଲେ ସାଧୁସନ୍ଥ ନିସ୍ତରନ୍ତି,, ସେଇ ଜ୍ଞାନକୁ ସୁଜନେ ମନ ତତ୍ତ୍ୱ ଚିନ୍ତି ll ବହୁ ଭାବେ ବହୁ ଧର୍ମ ସୁନାର ସାଗରେ ଲୋକେ ଚିନ୍ତନ୍ତି ସଂସାରେ କର୍ମଯେ ଭିନ୍ନରେ ll ସେଇ ଧର୍ମ

 28 total views,  1 views today

Apr
2022
21

*ଆସ ଟିକେ ହସିବା — ଶରତ ଚନ୍ଦ୍ର ପଣ୍ଡା*

ଆସ ଟିକେ ହସିବା   ଆବେଗମୟର ଅନୁଭଵ ହସ ମନ ଖୋଲି ଟିକେ ହସିବା,, ମଣିଷ ଆହ୍ଲାଦ ପଣିଆ ଜନ୍ମlଏ ଈଶ୍ୱରଙ୍କ ଦାନ ଭାବିବା ll ଖୁସି ଓ ଆନନ୍ଦ ପରିତୃପ୍ତି ହୋଇ ଓଠ ଧାରେ ହସ ଆସଇ,, ସୁନ୍ଦର ସମ୍ପର୍କ ଜନମ ଦିଅଇ ସ୍ୱର୍ଣ୍ଣିମ ମୁହୂର୍ତ୍ତ ଅlଣଇ ll ପରକୁ ଆପଣା କରିଥାଏ ସିଏ ଶତ୍ରୁକୁ ବାନ୍ଧଇ

 25 total views,  1 views today

Apr
2022
13

*ଆଦର୍ଶ ଓ ମର୍ଯ୍ୟାଦା ପ୍ରତୀକ ରାମଚନ୍ଦ୍ର –ଶରତ ଚନ୍ଦ୍ର ପଣ୍ଡା, ଯାଜପୁର*

*ଆଦର୍ଶ ଓ ମର୍ଯ୍ୟାଦା ପ୍ରତୀକ ରାମଚନ୍ଦ୍ର *   ଭାରତୀୟଙ୍କର ମଧ୍ୟରେ ଆଦର୍ଶ ରାମ ନବମୀ ଉତ୍ସବ,,. ପ୍ରଦାନ କରଇ ଅନ୍ତଃ କରଣରେ ଉଜ୍ଜୀବିତ ଭାତୃ ଭାବ ll ତାପସ୍ୟା ଓ ନ୍ୟାୟ, ସତ୍ୟ, ଦୟା, କ୍ଷମା ପ୍ରଭୁଭକ୍ତି ବଳେ ନର, ଶ୍ରୀରାମ ଶଦୃଶ୍ୟ ପରିପୂର୍ଣ୍ଣ ଶକ୍ତି ହୋଇ ପାରିବ ସତ୍ୱର ll ଆଦର୍ଶ ଓ ଆଉ ମର୍ଯ୍ୟାଦା

 39 total views,  1 views today

Apr
2022
5

*ଘର – ଶରତ ଚନ୍ଦ୍ର ପଣ୍ଡା*

     ଘର    ******   ଶରତ ଚନ୍ଦ୍ର ପଣ୍ଡା,     **************** ମମତା ବାସ୍ନାର ଶୀତଳ ପବନ ବହି ଯାଉଥାଏ ଯେଉଁଠି,, ମାଆ ସ୍ନେହଁ, ପ୍ରେମ ଭଲ ପାଇବାର ଭିଜା ସ୍ପର୍ଶ ଲାଗେ ସେଇଠି ll ଦୁନିଆ ବଗିଚା ମିଠା ସୁମନର ମହକ ଛୁଟଇ ସତେକି, ଅସରା ସୋହାଗ ଅମାପ ମାପରେ ଭାଗ ଦିଆଯାଏ ଯାଚିକି

 41 total views,  1 views today

Aug
2021
2

*କିଏ ତୁମେ -ଶରତ ଚନ୍ଦ୍ର ପଣ୍ଡା *

…….କିଏ ତୁମେ ???……. ଶରତ ଚନ୍ଦ୍ର ପଣ୍ଡା  **********************************   କିଏ ତୁମେ? ଅସ୍ଥିର ଶରୀର ନା ସ୍ଥିର ଆତ୍ମା?? ଧନ, ଯୌବନ, ସମ୍ପତ୍ତି, ସଂସାରିକ ଭାବ କ୍ଷମତା, ପ୍ରାଚୁର୍ଯ୍ୟ ସକଳ ସବୁ ଭଙ୍ଗୁରତା ଅସ୍ଥିର, ଅଳିକ ଆଜିଅଛି କାଲି ଚାଲିଯିବ ଏଇ ତ ଶରୀରର ଧର୍ମ ଅଢ଼େଇ ଦିନିଆ ସଂସାର ସବୁ ବଦଳିବ ଶରୀର ତିନି ଗୁଣର

 281 total views,  4 views today