May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

ଅକ୍ଷୟ ତୃତୀୟା — ଶରତ ଚନ୍ଦ୍ର ପଣ୍ଡା

ଅକ୍ଷୟ ତୃତୀୟା 

 

 

ବୈଶାଖ ଶୁକ୍ଳ ତୃତୀୟା ତିଥି ରେ

ମହତ ଦିବସ ଓଡ଼ିଆ ପାଇଁ,,

ଅକ୍ଷୟ ତୃତୀୟା ଚଷାକୁଳ ଖୁସି

ଅନକୁଳ ଏହି ଦିନ ହୁଅଇ ll 1

 

ଗୀତଗୋବିନ୍ଦ ର ପ୍ରାରମ୍ଭ ଏ ଦିନ

ଜୟ ଦେବ ସ୍ଵାମୀ ଆରମ୍ଭି ଥିଲେ,,

କେନ୍ଦୁବିଲ୍ଵ ଗ୍ରାମେ ପବିତ୍ର କବିତା

ରାଧା କୃଷ୍ଣ ନାମେ ଦ୍ଵିଜ ରଚିଲେ ll 2

 

ଜଗନ୍ନାଥ ନାଥ ଜଗତ ନାଥଙ୍କ

ରଥ କାଠ ହୁଏ ଶୁଭ ଉନ୍ମୋଚ,,

ଶ୍ରୀକ୍ଷେତ୍ର ନଗରେ ପ୍ରତି ଘରେ ଘରେ

ଆନଂଦ ଉତ୍ସବ ହୁଏ ପ୍ରତୀତ ll 3

 

କୁବେର ମହାର୍ଜା ଏହି ପୁଣ୍ୟ ଦିନେ

ଭଣ୍ଡାର କୁ ପ୍ରାପ୍ତି ଯେ ହୋଇଥିଲେ,,

ଏହି ଦିବସରେ ସୂର୍ଯ୍ୟ ଦେବ ପ୍ରଭୁ

ପାଣ୍ଡବେ ଅକ୍ଷୟ ପାତ୍ର କୁ ଦେଲେ ll 4

 

ବିଶ୍ଵ ବୀର ପର୍ଶୁ ରାମ ଏ ତିଥିରେ

ଧରା ଧାମେ ପୁଣି ସ୍ଥିର ହୋଇଲେ,,

ଏହି ଦିନ ପୁଣି ପତିତ ପlବନୀ

ଧରାପୃଷ୍ଠେ ଅବତରଣ ହେଲେ ll 5

 

ଅନ୍ନପୂର୍ଣ୍ଣା ମତା ଏ ପବିତ୍ର ଦିନେ

ହୋଇଥିଲେ ଆବିର୍ଭାବ ସୁଜନେ,,

ମହାଭାରତ ବି ଏହି ଦିବସରେ

ଗଣେଶ ଲେଖିଲେ ବ୍ୟାସ ସଦନେ ll 6

 

ଶୁଭ କାର୍ଯ୍ୟ ପାଇଁ ଏ ଦିନ ବିଖ୍ୟାତ

କୌଣସି ପାଞ୍ଜି ଖୋଜlହୁଏନା,,

ଯାବତୀୟ ପୁଣ୍ୟ କାର୍ଯ୍ୟ କରାଯାଏ

ଏ ଦିବସ ଓଡ଼ିଆଙ୍କ ବାହାନା ll 7

 

 

ଠିକଣା :

ସା. ନଗୁଆଁ, ପୋ.ଦରକୁଣ୍ଡି, ଭା.କବିରପୁର, ଜି.ଯାଜପୁର

 113 total views,  1 views today

Leave a Reply

Your email address will not be published. Required fields are marked *