ମନ୍ଦବୁଦ୍ଧି ମନ୍ଦବୁଦ୍ଧି ବାବୁ ପ୍ରଖର ଚକ୍ର କୂଟ ଭଉଁରୀ, ବୁଡ଼ାଏ ନିଜକୁ ଅନ୍ୟଙ୍କୁ ମାରେ ଟାଣି ଘୋଷାରି । ମନ୍ଦବୁଦ୍ଧି କାଳ ନଜର ବାତଚକ୍ର ପରାଏ, ଘୂରିବୁଲେ ଚାରିପାରୁଶେ ଉଣ୍ଡେ ସୁଯୋଗ ଶୂନ୍ୟେ । ଦେଖିଲେ ବିପଦ ଆପଦ ରାତି ଅନ୍ଧାର ବେଳା, ରଚେ ଷଡଯନ୍ତ୍ର କୁବୁଦ୍ଧି କା’ର ବୁଡାଏ ଭେଳା ।
Read More
Results of Suryodaya Sambhranta Saraswat Samman Contest-2022 ସତୀର୍ଥ ସାହିତ୍ୟିକ ବନ୍ଧୁଗଣ! ଚଳିତ ବର୍ଷ Suryodaya Sambhranta Saraswat Samman Contest-2022 ପାଇଁ ଆମେ ଯେଉଁ ୩୦ ଜଣ ପ୍ରାଜ୍ଞ ବିଜ୍ଞ ସାହିତ୍ୟିକ ବନ୍ଧୁ ମାନଙ୍କ ଠାରୁ ଲିଖିତ ସାକ୍ଷାତକାର ପାଇଥିଲୁ ସେମାନଙ୍କ ନାମ , ତାଙ୍କର ସାକ୍ଷାତକାର ସମ୍ବନ୍ଧୀୟ ଜରୁରୀ ସୂଚନା ସହିତ ଅନ୍ୟାନ୍ୟ ଏହି
Read More
ଉତ୍ତରଦାୟିତ୍ୱ ସୁକୋମଳ ଶିଶୁ ଫୁଲଟିଏ ପରି ଓଠରୁ ଝରାଏ ହସ ମନ ମୋହିନିଏ ଦରୋଟି କଥାରେ ଶିଶୁ ଅଟେ ଭବିଷ୍ୟତ । ପାଇଲେ ମମତା ଆଦର ସେନେହ ଚନ୍ଦ୍ରକଳା ପରି ବଢି ଶିଶୁଟି ହୁଅଇ କିଶୋର ଯୁବକ କରେ ପୁଣି ବ°ଶବୃଦ୍ଧି । ପ୍ରେମ ସୁସମ୍ପର୍କ ବିବାହ ସମ୍ବନ୍ଧ ସମାଜ କଲ୍ୟାଣ କାର୍ଯ୍ୟ ଚାଲିଛି ସ°ସାରେ ମାନବୀୟ
Read More
ପ୍ରେମ ସୁନ୍ଦର ମୂଷଳ ଧାରାରେ ବରଷୁଛି ମେଘ ମାରୁଛି ବିଜୁଳି ଓ ଘଡଘଡି ପଥିକ ବିଚରା ଚାଲିଛି ଏକାକୀ ମୁଣ୍ଡେ ତୋଳି ଧରି ତା ଛତାବାଡି । ମାନୁନାହିଁ ସିଏ ହିଡ଼ ଖାଲ ଢିପ ଚାଲୁଅଛି ଡେଇଁ ପାଦ ବଢାଇ ବୁଲାଣି ବଙ୍କାଣି ବାଟରେ ନଯାଇ ପହଞ୍ଚିବ ଶିଘ୍ର ଗୃହରେ ଯାଇ । ନିରାପଦ ସ୍ଥାନ ଆପଣାର
Read More