April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Apr
2023
28

ଅତୀତର ପଥେ – ପ୍ରତାପ କେଶରୀ ବେହେରା

 ଅତୀତର ପଥେ    କାହିଁ ଚାଲିଗଲା କୋଉଠି ରହିଲା ଦେଖିଚ କି କେହି କହିବ ତ୍ୱରିତ | ମୋର ପରମ୍ପରା ମୋର ସେ ଅତୀତ ଛାଡି ଚାଲିଗଲା ଅଭାଗାର ହାତ ||   ସାଧବ ବୋହୂର ମୁଣ୍ଡରେ ଓଢଣୀ ପାଦରେ ଅଳତା କାହିଁ ଦେଖୁନାହିଁ | ଆତ୍ମୀୟ ଜନଙ୍କ ମଙ୍ଗଳ ମନାସି ବୃନ୍ଦାବତି ମୂଳେ ସଞ୍ଜ ଜାଳୁନାହିଁ ||

Loading

Nov
2022
15

ବନ୍ଧୁ ପଣିଆ — ପ୍ରତାପ କେଶରୀ ବେହେରା

ବନ୍ଧୁ ପଣିଆ   ଭାବରୁ ବନ୍ଧନ ବନ୍ଧନରେ ବନ୍ଧୁ ବନ୍ଧୁ ପ୍ରୀତି ବନ୍ଧୁ ପଣିଆ, ଅକାଳେ ଝରଇ ସମ୍ପର୍କର ବିନ୍ଦୁ ଅଭାବରେ ହିନିମାନିଆ ।   ଦୁଃଖ ଜାଣେ ବନ୍ଧୁ ହୃଦୟକୁ ଯାଇ ଖେଳାଏ ସୁଖର କିରଣ, ଅସମୟେ କେବେ ପାଖରୁ ହଟେନି ସେ ପ୍ରିୟ ବନ୍ଧୁରେ ଗଣନ ।   କୃଷ୍ଣ ବାଲ୍ୟବନ୍ଧୁ ଯେସନେ ସୁଦାମା ପ୍ରେମ

Loading

Oct
2022
15

ଜୀବନ ମୋ ବନ୍ଦି ଗୃହରେ — ପ୍ରତାପ କେଶରୀ ବେହେରା 

କବିତାର ଶୀର୍ଷକ :- ଜୀବନ ମୋ ବନ୍ଦି ଗୃହରେ     ରାଜ ପରିବାରେ ଜନମି ହେଲି ମୁଁ ରାଜ୍ୟେ ରାଜନ ମଥୁରା ବିଜୟ କରିଲି ବିବାହେ ବଳାଇ ମନ କଂସର ଭଗ୍ନି , ଉଗ୍ରସେନ ପୁତ୍ରି ଦେବକୀକୁ ଦେଲି ପତ୍ନୀର ମାନ ||   ରୂପ ଗୁଣେ ପରିପୂର୍ଣ ପୂଣ୍ୟବତୀ ଦେବକୀ ମୋର ସାକ୍ଷୀ ହୋମଅଗ୍ନି ଦଶଦିଗେ

Loading

Oct
2022
11

ମୋ ଜଗାର ଆନ୍ନବଜାର — ପ୍ରତାପ କେଶରୀ ବେହେରା 

କବିତା ର ଶୀର୍ଷକ :- ମୋ ଜଗାର ଆନ୍ନବଜାର   ବଡଖିଆ ବୋଲି ଜାଣିଛି ଜଗତ ଜାଣେ ମୋ ମା” ସାଆନ୍ତାଣୀ ସେଥିପାଇଁ ପାକଶାଳାରେ ରାନ୍ଧନ୍ତି ପ୍ରଭୁ ତୁମ ମନଜାଣି ||   କୋଢୁଆ ଉପରେ କୋଢୁଆ ଥୋଇ ଯେ ରାନ୍ଧନ୍ତି ନାନା ବ୍ୟଞ୍ଜନ୍ନ ବାଡ଼ ଗର୍ଭଗୃହେ ସେବକ ତୋ ନେଇ ତୋତେ କରେ ସମର୍ପଣ ||  

Loading

Sep
2022
6

ଯୁଦ୍ଧ ଆଣେ ମହାବିନାଶ — ପ୍ରତାପ କେଶରୀ ବେହେରା

ଯୁଦ୍ଧ ଆଣେ ମହାବିନାଶ   ଆପଣା ର ପଣେ ବିଶ୍ୱ ହୁଏ ଜିତି କଠୋରତା ଗୁଣେ ନାଶ, କୋମଳ ହୃଦୟେ କିମ୍ପା ଭରୁ ସଦା ପ୍ରତିଶୋଧ ହିଂସା ବିଷ  । ହେ ଦିବ୍ୟ ମାନବ , ଯୁଦ୍ଧ କରି ପାଉ କେତେ ଲାଭ ?   ଶକ୍ତି ପ୍ରଦର୍ଶନ ବିସ୍ତାରତା ବାଦୀ ମନେ ଯେବେ ବାନ୍ଧେ ବସା, ଚିତ୍ତରୁ

Loading

Sep
2022
3

କାହିଁ ଦଉ ଏତେ ସଜା — ପ୍ରତାପ କେଶରୀ ବେହେରା 

କାହିଁ ଦଉ ଏତେ ସଜା    ଗଭୀର ସାଗରେ ବାୟୁ ଚକ୍ରବାତେ ସୃଷ୍ଟି କରୁ ତୋର ବଳୟ ଭୁଜା, ବୃଷ୍ଟିପାତ ଝଡ଼ ପବନ ଝଙ୍କାରେ ମାଡିଆସୁ କୂଳେ ଦେବାକୁ ସଜା ।   ପ୍ରକୃତିରୁ ରଚୁ ପ୍ରକୃତିକୁ ନାଶୁ ବିଗାଡ଼ି ଦେଇ ତୁ ଜୀବ ନିବାସ, ବିଶାଳ ଦ୍ରୁମକୁ ଧରାଶାୟୀ କରୁ ପ୍ରାଣ ଘେନୁ କେତେ ହୋଇ ଉଲ୍ଲାସ

Loading

Aug
2022
5

ମାଟି ମଟାଳର ମଣିଷ — ପ୍ରତାପ କେଶରୀ ବେହେରା

ମାଟି ମଟାଳର ମଣିଷ   ମାଟି ରେଣୁ ମାଟି ମା” ର ବିଭୁତି ସରାଗେ କପାଳେ ବୋଳି, ମାଟିରୁ ମଟାଳ କରେ ସେ ମଣିଷ କମଣ୍ଡଳୁ ବାରି ଢାଳି ।। ୧ ।।   ସୃଷ୍ଟି କରେ ସ୍ରଷ୍ଟା ପରାୟେ କୁମ୍ଭାର ରୂପ ଆଙ୍କେ ଯତନରେ, ମାଟି ପିଣ୍ଡୁଳାରେ ସଞ୍ଜୀବନୀ ଛିଞ୍ଚି ପ୍ରାଣଭରେ ମୃତ୍ତିକାରେ ।। ୨ ।।

Loading

Aug
2022
2

Results of Suryodaya Sambhranta Saraswat Samman Contest-2022

Results of Suryodaya Sambhranta Saraswat Samman Contest-2022 ସତୀର୍ଥ ସାହିତ୍ୟିକ ବନ୍ଧୁଗଣ! ଚଳିତ ବର୍ଷ Suryodaya Sambhranta Saraswat Samman Contest-2022 ପାଇଁ ଆମେ ଯେଉଁ ୩୦ ଜଣ ପ୍ରାଜ୍ଞ ବିଜ୍ଞ ସାହିତ୍ୟିକ ବନ୍ଧୁ ମାନଙ୍କ ଠାରୁ ଲିଖିତ ସାକ୍ଷାତକାର ପାଇଥିଲୁ ସେମାନଙ୍କ ନାମ , ତାଙ୍କର ସାକ୍ଷାତକାର ସମ୍ବନ୍ଧୀୟ ଜରୁରୀ ସୂଚନା ସହିତ ଅନ୍ୟାନ୍ୟ ଏହି

Loading

May
2022
30

ମୋ ଦେଶପ୍ରେମୀ ଯବାନ –ପ୍ରତାପ କେଶରୀ ବେହେରା

 ମୋ ଦେଶପ୍ରେମୀ ଯବାନ 👨‍✈️ ମୋ ଦେଶ ମହାନ ଭାରତ ତା ନାମ ବନ ଭୂମି ପ୍ରାଣୀ ଜନ , ବାଳ ବୃଦ୍ଧ ଯୁବା ସଭିଙ୍କ ହୃଦୟେ ମୋ ଦେଶପ୍ରେମୀ ଯବାନ || ଜ୍ଞାନ୍ତି କୁଟୁମ୍ଭଙ୍କ ଭରଣା ପୋଷଣେ ନିଜକୁ ଉସର୍ଗ କରେ , ସଭିଙ୍କ କଲ୍ୟାଣେ ଦେଶର ସୁରକ୍ଷା କାନ୍ଧରେ କାନ୍ଧେଇ ଧରେ || ଦେଶଦ୍ରୋହି ଆଉ

Loading

May
2022
9

ତୁମ ଅପେକ୍ଷାରେ–ପ୍ରତାପ କେଶରୀ ବେହେରା

 ତୁମ ଅପେକ୍ଷାରେ ରଜନୀର ଘନ କରାଳ କାଳିମା ଘୋଟି ହେଲା ସାଇଂକାଳ ଅସ୍ତଗାମୀ ରବି ପଶ୍ଚିମେ ଡୁବନ୍ତେ କାତରେ ନିରବି କୋଳ ହେ ପ୍ରାଣୀ ମହି ବକ୍ଷରେ ସର୍ବେ ଚେତି ତୁମ ଅପେକ୍ଷାରେ ଯେ || ଚିଂ ଚିଂ କିଟି କିଟି ରାବେ ରାତି ଛାନିଆଁ ପଶେ ଛାତିରେ ନିଶାର୍ଦ୍ଧେ ପିଶାଚ ଚଣ୍ଡି ଚିଲୁଗୁଣି କଥା ଶୁଣି ମନ

Loading

May
2022
5

ତୁମ ଅପେକ୍ଷାରେ — ପ୍ରତାପ କେଶରୀ ବେହେରା 

ତୁମ ଅପେକ୍ଷାରେ     ରଜନୀର ଘନ କରାଳ କାଳିମା ଘୋଟି ହେଲା ସାଇଂକାଳ ଅସ୍ତଗାମୀ ରବି ପଶ୍ଚିମେ ଡୁବନ୍ତେ କାତରେ ନିରବି କୋଳ ହେ ପ୍ରାଣୀ ମହି ବକ୍ଷରେ ସର୍ବେ ଚେତି ତୁମ ଅପେକ୍ଷାରେ ଯେ ||   ଚିଂ ଚିଂ କିଟି କିଟି ରାବେ ରାତି ଛାନିଆଁ ପଶେ ଛାତିରେ ନିଶାର୍ଦ୍ଧେ ପିଶାଚ ଚଣ୍ଡି ଚିଲୁଗୁଣି

Loading

May
2022
1

ଜଙ୍ଗଲେ ଲଗାନି ନିଆଁ — ପ୍ରତାପ କେଶରୀ ବେହେରା 

ଜଙ୍ଗଲେ ଲଗାନି ନିଆଁ   ରହିଯାଅ ଭାଇ ଜାଳିଦିଅ ନାହିଁ ଲଗାନି ତା ଦେହେ ନିଆଁ | ସିଏ ଜଳିଗଲେ ଆମେକି ବଞ୍ଚିବା ସେ ଆମ ପାଳିତା ମା ||   ତା ପାଇଁ ଆମେ ପାଉଛୁ ମହୁଲ ଝୁଣା ମହୁ ବଣଫଳ | କେନ୍ଦୁ ଆମ୍ବ କାଜୁ ଶିଆଳ କାନ୍ଦୁଲ ନାନାଫୁଲ ନାନାଫଳ ||   ଜଙ୍ଗଲ

Loading

May
2022
1

ମୋ କାଳିଆ ପ୍ରେମରେ–ପ୍ରତାପ କେଶରୀ ବେହେରା

 ମୋ କାଳିଆ ପ୍ରେମରେ ଗାଁ ପୋଖରୀକୁ ସ୍ନାନକରି ଗଲେ ମହୋଦଧି ମୋତେ ଲାଗେ ମୋ ଗାଁ ଦାଣ୍ଡର ଗାଁ ଧୂଳିକୁ ମୁଁ ଶରଧା ବାଲି ତ ଭାବେ || ମୋ ଭଙ୍ଗା ଚାଳିଆ ଶ୍ରୀମନ୍ଦିର ପରି ବସି ଗାଏ ଜଗା ନାମ ବାଡ଼ି ଅଗଣାରେ ଲଗାଏ ତୁଳସୀ ମୋ ମନେ କାଳିଆପ୍ରେମ || ଅନ୍ତରରେ ଭାବି କାଳିଆ ମୂରତି

Loading

May
2022
1

ନାରୀକୁ ସମ୍ମାନ–ପ୍ରତାପ କେଶରୀ ବେହେରା

 ନାରୀକୁ ସମ୍ମାନ କୋମଳ ମନ ତା ଦରଦି ହୃଦୟ ସକଳ କୋଳେଇ ନିଏ ପର କି ଆପଣା ମିତ୍ର କିବା ଶତ୍ରୁ ମମତାରେ ବାନ୍ଧେ ସିଏ || ଗର୍ଭ ଯନ୍ତ୍ରଣାକୁ ପ୍ରସବ ବେଦନା ସହି ସିଏ ଜନ୍ମ ଦିଏ ମାତୃତ୍ୱରେ ଝରେ ଅମୃତର ବିନ୍ଦୁ ମା” ପରି ଅଛି କିଏ || ନରମ ଓଠରେ ସରମି ହସ ତା

Loading