May 22, 2022
11 11 11 AM
*Lets talk with Kunjabihari Dalai, who hells from Byasabhumi Baleswar, Odisha for Suryodaya_Sambhranta_Saraswat_Samman – 2022*
Lets talk with Jayalaxmi Sethi, who hells from Cuttack, Odisha for Suryodaya_Sambhranta_Saraswat_Samman – 2022
Lets talk with Baikuntha Bihari Swain who hells from Sarana Sreekshetra,Dhenkanal Odisha for Suryodaya_Sambhranta_Saraswat_Samman – 2022*
*Lets talk with Jyotsna Manjari Jena, who hells from Byasabhumi Sand and Misile city Baleswar, Odisha for Suryodaya_Sambhranta_Saraswat_Samman – 2022*
“କିଏ ତୁମେ ଅଭିସାରିକା”- ପବିତ୍ର ବେହେରା
ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା
ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ
ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା
ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର
ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍
ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା
ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ
ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର
ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର
ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ
ବିକୃତ — ଜୁମର ନାଥ ପାତ୍ର
ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ
କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ
ସନ୍ତାନ — ଅରେନ୍ଦ୍ର କୁମାର ଦାଶ
Latest Post
*Lets talk with Kunjabihari Dalai, who hells from Byasabhumi Baleswar, Odisha for Suryodaya_Sambhranta_Saraswat_Samman – 2022* Lets talk with Jayalaxmi Sethi, who hells from Cuttack, Odisha for Suryodaya_Sambhranta_Saraswat_Samman – 2022 Lets talk with Baikuntha Bihari Swain who hells from Sarana Sreekshetra,Dhenkanal Odisha for Suryodaya_Sambhranta_Saraswat_Samman – 2022* *Lets talk with Jyotsna Manjari Jena, who hells from Byasabhumi Sand and Misile city Baleswar, Odisha for Suryodaya_Sambhranta_Saraswat_Samman – 2022* “କିଏ ତୁମେ ଅଭିସାରିକା”- ପବିତ୍ର ବେହେରା ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍ ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ ବିକୃତ — ଜୁମର ନାଥ ପାତ୍ର ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ ସନ୍ତାନ — ଅରେନ୍ଦ୍ର କୁମାର ଦାଶ
Oct
2021
27

*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*

**ମାଆ ସମଲେଶ୍ଵରୀ** ।।ଜାନକୀ ମହାନ୍ତ।। ଜୟ ଜୟ ଜୟ ସମଲେଶ୍ଵରୀ ମା’ ଆ’ଗୋ ଦୁର୍ଗତି ନାଶିନୀ, ଜଗତ ଉଦ୍ଧାର କର ମା’ଲୋ ତୁହି ହେ ମା’ ସୁରକ୍ଷା ଦାୟିନୀ ।। ତୁ’ ଆମ ଭରସା ସମଲେଇ ମାତା ମମତାର କଲ୍ଲୋଳିନୀ, ସିନ୍ଦୂର ବର୍ଣ୍ଣା ଗୋ ରକ୍ତମୁଖା ବେଶ ତୋର ମିଳେ ଲୋ ଜନନୀ ।। ରାମ ଲକ୍ଷ୍ମଣଙ୍କ ବଳି

 217 total views

Oct
2021
27

*କେଉଁଠି ଖୋଜିବି – ଜାନକୀ ମହାନ୍ତ*

**କେଉଁଠି ଖୋଜିବି** ।।ଜାନକୀ ମହାନ୍ତ।।   କେଉଁଠି ଖୋଜିବି ତୁମକୁ ହେ ସାଥି ତୁମେ ହେଲ ଅନ୍ତର୍ଦ୍ଧାନ? ଦୁହିଁଙ୍କର ପ୍ରେମ ସ୍ୱଚ୍ଛ ନିରିମଳ ଦିବାନିଶି ଝୁରେ ମନ ।।   ଅରଣ୍ୟ ମଧ୍ୟରେ ମୁଁ ଖୋଜେ ତୁମକୁ ଆହେ ପ୍ରାଣନାଥ ମୋର, “ସାଥି” ଦେଲି ଡ଼ାକ ସ୍ୱର୍ଣ୍ଣ ମୃଗ ପ୍ରାୟ ଅରଣ୍ୟରେ ଯାଅ ଦୂର ।।   ନୀଳ

 84 total views

Oct
2021
27

*ସନ୍ତାନ-ଜାନକୀ ମହାନ୍ତ*

**ସନ୍ତାନ** * ଗୀତିଗୁଚ୍ଛ* ।।ଜାନକୀ ମହାନ୍ତ।। ************************* ମୋ ସନ୍ତାନ ଦୁଇ ଅଟନ୍ତି ମୋ ଛାଇ ଜଣେ ସୂର୍ଯ୍ୟ ଜଣେ ଚନ୍ଦ୍ର, ଦୁହେଁ ମୋର ମାନ ପିତାଙ୍କ ସମ୍ମାନ ଜୀବନର ଜ୍ୟୋତିଶ୍ଚନ୍ଦ୍ର ।। ବଳିଷ୍ଠ ବ୍ୟକ୍ତିତ୍ବ ସତ୍ୟ ନ୍ୟାୟବନ୍ତ ଆଦ୍ୟ ଫୁଟା ପୁଷ୍ପ କଢି, ଆଜ୍ଞାଧୀନ ପୁତ୍ର କନ୍ୟା ହୀରା ସମ ସନ୍ତାନ ତ ଆଶା ବାଡ଼ି ।।

 147 total views,  1 views today

Oct
2021
19

*ତୋଫା ଜହ୍ନ – ଜାନକୀ ମହାନ୍ତ*

                  **ତୋଫା ଜହ୍ନ**                    •••••••••••••••                   ।।ଜାନକୀ ମହାନ୍ତ।।                       

 391 total views,  1 views today

Oct
2021
16

*ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*

**ମାଆ ସିଦ୍ଧିଦାତ୍ରୀ ** (ନବଦୁର୍ଗା ଙ୍କର ନବମରୂପ) ।।ଜାନକୀ ମହାନ୍ତ।। ଆଶ୍ୱିନ ଶୁକ୍ଳର ନବମୀରେ ଆସେ ପଦ୍ମାସନୀ ସିଦ୍ଧିଦାତ୍ରୀ, ସର୍ବ ରିଦ୍ଧି ସିଦ୍ଧି ବିଦ୍ୟା ଜ୍ଞାନ ମୁକ୍ତି ସୌଭାଗ୍ୟ ଐଶ୍ୱର୍ଯ୍ୟ ଦାତ୍ରୀ ।।   ଶଙ୍ଖ ଚକ୍ର ଗଦା ପଦ୍ମ ବେଶେ ମାତା କମଳରେ ବିରାଜିତ, ତୋର କୃପା ବଳେ ଅଜ୍ଞାନ ଦୂରେଇ ସାମର୍ଥ୍ୟ ହୁଏ ପ୍ରାପତ ।।

 404 total views

Oct
2021
16

*ମାଆ ମହାଗୌରୀ-ଜାନକୀ ମହାନ୍ତ*

**ମାଆ ମହାଗୌରୀ** (ନବଦୁର୍ଗାଙ୍କର ଅଷ୍ଟମ ରୂପ) ।।ଜାନକୀ ମହାନ୍ତ।। ଆଶ୍ୱିନ ମାସର ଶୁକ୍ଳାଷ୍ଟମୀ ଦିନ ଆସ ତୁମେ ମହାଗୌରୀ, ବୃଷଭ ବାହିନୀ ଦର୍ପ ବିନାଶିନୀ ମାଆ ଶୁଭ୍ରବର୍ଣ୍ଣା ଗୌରୀ ।।   ମୃଣ୍ମୟୀ ତେଜସ୍ଵୀ ଦେବୀ ଶୁଭଙ୍କରୀ ଶୁକ୍ଳବସ୍ତ୍ରା ମାହେଶ୍ୱରୀ, ସ୍ୱାସ୍ଥ୍ୟ ଧନଧାନ୍ୟ ସମୃଦ୍ଧି ପ୍ରଦାନ କରୁ ମା’ଭୁବନେଶ୍ୱରୀ ।।   ଅନ୍ତର ସ୍ବଚ୍ଛତା ମନ ପବିତ୍ରତା ପ୍ରତୀକ

 75 total views

Oct
2021
16

*ପ୍ରୀତିଅର୍ଘ୍ୟ-ଜାନକୀ ମହାନ୍ତ*

**ପ୍ରୀତିଅର୍ଘ୍ୟ** ଜାନକୀ ମହାନ୍ତ ******************************* ପ୍ରେମ ଅର୍ଘ୍ୟ ଥାଳି ଆସିଛି ମୁଁ ନେଇ ଆସ ଆସ ପ୍ରାଣେଶ୍ୱର, ପ୍ରୀତି ପୁଷ୍ପ ଦେଇ ଚନ୍ଦନ ଲଗାଇ ପୂଜିବି ତୁମ ପୟର ।।   ସତ୍ୟ ନିଷ୍ଠ ପ୍ରାଣେ ସ୍ନିଗ୍ଧ ଶାନ୍ତ ମନେ ପ୍ରେମ ଅର୍ଘ୍ୟ ସମର୍ପିବି, ଈର୍ଷା ଦ୍ୱେଷ ଗୁଣ କରି ଦେବି ତ୍ୟାଗ ବୋଲି ମୁଁ ଶପଥ ନେବି

 91 total views

Oct
2021
14

*ମାଆ କାଳରାତ୍ରୀ – ଜାନକୀ ମହାନ୍ତ*

ମାଆ କାଳରାତ୍ରୀ ଜାନକୀ ମହାନ୍ତ **************************** (ନବଦୁର୍ଗା ଙ୍କର ସପ୍ତମ ରୂପ) ସପ୍ତମରେ ଦୁର୍ଗା କାଳରାତ୍ରୀ ମାତା ତ୍ରିନେତ୍ରୀ ମା’ ଶାକମ୍ବରୀ, ଗର୍ଦ୍ଦଭ ବାହିନୀ ମାଆ ମୁକ୍ତକେଶୀ କୃଷ୍ଣବର୍ଣ୍ଣା ଭୟଙ୍କରୀ।। ଶଙ୍କର ଆଦେଶେ ମା’ଗୌରୀ ବିନାଶେ ଚଣ୍ଡ ମୁଣ୍ଡ ରକ୍ତବୀର୍ଯ୍ୟ, ଶୁମ୍ବ ଓ ନିଶୁମ୍ଭ କରିଲେ ନିପାତ ସର୍ବ ସିଦ୍ଧି ହୁଏ କାର୍ଯ୍ୟ ।। “ରକ୍ତବୀଜ”ଦୈତ୍ୟେ ମାରିବା ସମୟେ

 365 total views

Oct
2021
14

*ସାଥୀ ଜନ୍ମ ଜନ୍ମାନ୍ତର ର – ଜାନକୀ ମହାନ୍ତ*

ସାଥୀ ଜନ୍ମ ଜନ୍ମାନ୍ତର ର ଜାନକୀ ମହାନ୍ତ  ************************* ରକ୍ତିମ ଓଷ୍ଠର ନାଲି ରଙ୍ଗ ମୋର ଗାଲରୁ ତ ପୋଛି ଦେଲ, ହୃଦୟ ରେ ଥିବା ଦାଗକୁ ତୁମର ପୋଛି କି ପାରିବ ବୋଲ ? ମୋ’ ଦେହ ବାସ୍ନାକୁ ତୁମ ମନ ଝରେ ଜଳେ ଧୋଇ ସଫା କଲ, ମନ ମନ୍ଦିରର ସ୍ମୃତି ଫରୁଆରୁ ମୋତେ କି

 305 total views

Oct
2021
6

*ସେହି ମୋର ବାପା – ଜାନକୀ ମହାନ୍ତ*

          **ସେହି ମୋର ବାପା**        (ମୋ ବାପାଙ୍କ ଜନ୍ମ ଦିନ ଅବସରରେ)                    ।।ଜାନକୀ ମହାନ୍ତ।। ମୋ ଅଙ୍ଗୁଳି ଧରି ପ୍ରଥମରେ ଚାଲି ଶିଖାଇଲେ ମୋତେ ଯିଏ, ମାଟି ସିଲଟରେ ଖଡ଼ି ଧରି ଆଦ୍ୟେ ଲେଖି ଶିଖାଇଲେ

 765 total views

Oct
2021
2

*ଗାନ୍ଧୀ ଜୟନ୍ତୀ – ଜାନକୀ ମହାନ୍ତ*

**ଗାନ୍ଧୀ ଜୟନ୍ତୀ** ।।ଜାନକୀ ମହାନ୍ତ।। **************************** ହେ ମୋହନ ଦାସ କର୍ମ ଚାନ୍ଦ ଗାନ୍ଧୀ ବାପୁଜୀ ଯୁଗ ପୁରୁଷ, ହେ ଜାତିର ପିତା ଜାତିର ମହାତ୍ମା ତୁମେ ଜାତିର ଜନକ।।   ଅଠର’ଣସ୍ତରୀ ଅକ୍ଟୋବର ଦୁଇ ପୁତୁଳୀବାଇ କୋଳରେ, ପିତା କରମ ଚାନ୍ଦ କୋଳେ ନେଲ ଜନ୍ମ ତୁମେ ପୋର ବନ୍ଦରରେ ।।   ବ୍ରିଟିଶ ଶାସନ ଭାରତେ

 216 total views

Sep
2021
23

*ପ୍ରଭୁ ହେ ଚକାନୟନ – ଜାନକୀ ମହାନ୍ତ*

**ପ୍ରଭୁ ହେ ଚକାନୟନ** (କୋଠ ଭୋଗଖିଆ… ସ୍ୱରରେ) ।।ଜାନକୀ ମହାନ୍ତ।। ଆହେ ଚକାଡୋଳା ମୋ’ ଚିକ୍କଣ କଳା ପ୍ରଭୁ ହେ ଚକାନୟନ… ଦେବକୀର ବଳା ଯଶୋଦାର କଳା ଖୋଲ ତବ ଶ୍ରୀନୟନ ।। ପ୍ରଭୁ ହେ….   ଲୀଳାମୟ ତୁମେ ଲୀଳା ରୁ ସମ୍ଭୁତ ମାୟାବୀ ତୁମେ ମୋହନ… ଦାସିଆ ବାଉରୀ ନଡ଼ିଆ ସ୍ୱହସ୍ତେ ନେଲ ହେ ଜଗମୋହନ।।

 251 total views,  1 views today

Sep
2021
9

*ମାନବିକତା–ଜାନକୀ ମହାନ୍ତ*

**ମାନବିକତା** ।।ଜାନକୀ ମହାନ୍ତ।। ମୋ’ଲେଖନୀରୁ ମାନବିକତା ଝରୁ ଶୁଦ୍ଧ ମନ୍ଦାକିନୀ ଧାରା, ମୋ କ୍ରାନ୍ତି କଲମ କରୁ ଧରା ଧାମ ପୂଣ୍ୟତୋୟା ବସୁନ୍ଧରା ।। ମାନବିକ ଗୁଣ ହେଉ ଜାଗରଣ ସତ୍ୟ ନ୍ୟାୟ ଶାନ୍ତି ମୈତ୍ରୀ, କାମ କ୍ରୋଧ ହିଂସା ଅହଂ ସ୍ୱାର୍ଥ ଈର୍ଷ୍ୟା ଦୂର ହୋଇ ସିଞ୍ଚୁ ପ୍ରୀତି ।। ହିନ୍ଦୁ ମୁସଲିମ ଭାରତ’ ସନ୍ତାନ ରଖି

 841 total views,  1 views today

Jul
2021
31

*କୁଆଁତାରା – ଜାନକୀ ମହାନ୍ତ*

କୁଆଁତାରା   ଜାନକୀ ମହାନ୍ତ ************************************* ପ୍ରଭାତରେ ତୁମେ ଉଦୀୟମାନ ମୋ’ ସ୍ୱର୍ଣ୍ଣ ଅଂଶୁମାନ ପରା, ପ୍ରଦୋଷେ ପ୍ରଦୀପ୍ତ ପୂର୍ଣ୍ଣିମାର ଚାନ୍ଦ ପ୍ରତ୍ୟୁଷରେ କୁଆଁତାରା ।।   ପୀୟୂଷ ପରଷେ ହୃଦୟ ହରଷେ ମନୁ ତେଜ ହେ ସନ୍ଦେହ, ମନ ପଞ୍ଜୁରୀରେ ମୋ ହୃଦ ମନ୍ଦିରେ ଦେବ ସମ ସଦା ରୁହ ।।   ତୁମ ପ୍ରୀତି ମୂଲ୍ୟ

 260 total views,  3 views today

Jul
2021
25

*କୁହୁକ ତାନ – ଜାନକୀ ମହାନ୍ତ*

// କୁହୁକ ତାନ // ଜାନକୀ ମହାନ୍ତ *************************** କୋଇଲିର ତାନ ମିଠା କୁହୁ ଗାନ ଯଦିଓ ତା’ରଙ୍ଗ କଳା, ବଗତ ଅଟଇ ଶ୍ୱେତ ବର୍ଣ୍ଣା ସେଇ ତା’ପାଖେ ନାହିଁ ସେ’କଳା ।।   ପଳାଶ କୁସୁମ ଅତି ମନୋରମ କିନ୍ତୁ ବାସ ନାହିଁ ତା’ର, ମଲ୍ଲୀ ଫୁଲ ଟିଏ ବାସ ଚହଟାଏ ସଭିଙ୍କୁ କରେ ବିଭୋର ।।

 570 total views,  1 views today

Jul
2021
9

*ଜଗନ୍ନାଥଙ୍କ ନବଯୌବନ ବେଶ–ଜାନକୀ ମହାନ୍ତ*

**ଜଗନ୍ନାଥଙ୍କ ନବଯୌବନ ବେଶ** ।।ଜାନକୀ ମହାନ୍ତ।। ଆଷାଢ଼ ମାସର ଅମାବାସ୍ୟା ଦିନ ନବ ଯୌବନ ବେଶରେ, ସୁସ୍ଥହୋଇ ପ୍ରଭୁ ଅଣସର ଘରୁ ବାହାର ହୁଅ ଖୁସିରେ ।। ମୋ’ କଞ୍ଜନୟନ କାଳିଆ ରତନ ଅଣସର ଘରୁ ଆସ, ଏତେ ଦିନ ଧରି ଅନ୍ଧାରେ ରହିଲ ମନକୁ କରି ବିରସ ।। ଯଶୋଦା ରତନ ଦେବକୀ ନନ୍ଦନ ଭାବଗ୍ରାହୀ ଭଗବାନ,

 404 total views

Jul
2021
7

*ଆଶାର କୋଣାର୍କ–ଜାନକୀ ମହାନ୍ତ*

।।ଆଶାର କୋଣାର୍କ।। ** ଜାନକୀ ମହାନ୍ତ** ମନ ମୋର ଆଜି ଉଡ଼ି ଉଡ଼ି ଯାଏ ଗାଇ ପ୍ରୀତିର ରାଗିଣୀ, ହାସ୍ୟମୟୀ ଲାସ୍ୟମୟୀ ଛନ୍ଦେ ନାଚେ ଓଢ଼ି ମୁଁ ନାଲି ଓଢ଼ଣୀ ।। ଇନ୍ଦ୍ରଧନୁ ରଙ୍ଗେ ପ୍ରମତ୍ତ କଳାପୀ ନୃତ୍ୟନ୍ତି ଚନ୍ଦ୍ରିକା ତୋଳି, ପରଦେଶୀ ମେଘ ଆସିକି ତୋଳିବ ମଧୁଶ୍ଚନ୍ଦ୍ର ପ୍ରେମ ବୋଳି ।। ଦୂର ଦିଗନ୍ତରେ ସ୍ୱପ୍ନ ସୌଦାଗର

 702 total views

Jul
2021
3

*ବ୍ରହ୍ମକମଳ ଆଉ ମୋ’ ପ୍ରିୟ ସାଥି – ଜାନକୀ ମହାନ୍ତ*

ବ୍ରହ୍ମକମଳ ଆଉ ମୋ’ ପ୍ରିୟ ସାଥି      ।।ଜାନକୀ ମହାନ୍ତ।।   ପ୍ରିୟ ସାଥି ଆସି ନିଶୀଥ ଲଗନେ ଦେଇଗଲ ମିଠା ସ୍ପର୍ଶ, ହୃଦ ଅଗଣାରେ “ବ୍ରହ୍ମକମଳ” ମୋ’ ଫୁଟିଲା ପାଇ ପରଶ ।।   ବ୍ରହ୍ମାଙ୍କ ନାଭିରୁ ସୃଷ୍ଟି ହୋଇ ଥିଲା ବୋଲି ସେ’ ବ୍ରହ୍ମକମଳ, ନିସ୍ତବ୍ଧ ରାତ୍ରିରେ ଫୁଟି, ମନୋବାଞ୍ଛା ପୂର୍ଣ୍ଣ କରେ ଯେ’

 192 total views

Jun
2021
30

ଯାଆରେ ଭାସି ଯାଆ – ଜାନକୀ ମହାନ୍ତ

ଯାଆରେ ଭାସି ଯାଆ  -ଜାନକୀ ମହାନ୍ତ   ——————————————————- ଯା’ରେ ଭାସି ଯା’ ମୋ କାଗଜ ଡ଼ଙ୍ଗା ଯା’ ଭାସି ଭାସି ତୁହି ଯାଆ, ସାତୋଟି ସମୁଦ୍ର ତେର ନଈ ପାରି ହୋଇ ତୁହି ଭାସି ଯାଆ ।।   ମୋର ପ୍ରିୟ ସାଥି ପାଖେ ଯିବୁ ତୁହି କହିବୁ ଧୀରେ ତା’କାନେ, ମୋ ନାଲି ଗୋଲାପ ଚିଠି

 649 total views