March 19, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Oct
2021
16

*ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*

**ମାଆ ସିଦ୍ଧିଦାତ୍ରୀ ** (ନବଦୁର୍ଗା ଙ୍କର ନବମରୂପ) ।।ଜାନକୀ ମହାନ୍ତ।। ଆଶ୍ୱିନ ଶୁକ୍ଳର ନବମୀରେ ଆସେ ପଦ୍ମାସନୀ ସିଦ୍ଧିଦାତ୍ରୀ, ସର୍ବ ରିଦ୍ଧି ସିଦ୍ଧି ବିଦ୍ୟା ଜ୍ଞାନ ମୁକ୍ତି ସୌଭାଗ୍ୟ ଐଶ୍ୱର୍ଯ୍ୟ ଦାତ୍ରୀ ।।   ଶଙ୍ଖ ଚକ୍ର ଗଦା ପଦ୍ମ ବେଶେ ମାତା କମଳରେ ବିରାଜିତ, ତୋର କୃପା ବଳେ ଅଜ୍ଞାନ ଦୂରେଇ ସାମର୍ଥ୍ୟ ହୁଏ ପ୍ରାପତ ।।

Loading

Oct
2021
16

*ମାଆ ମହାଗୌରୀ-ଜାନକୀ ମହାନ୍ତ*

**ମାଆ ମହାଗୌରୀ** (ନବଦୁର୍ଗାଙ୍କର ଅଷ୍ଟମ ରୂପ) ।।ଜାନକୀ ମହାନ୍ତ।। ଆଶ୍ୱିନ ମାସର ଶୁକ୍ଳାଷ୍ଟମୀ ଦିନ ଆସ ତୁମେ ମହାଗୌରୀ, ବୃଷଭ ବାହିନୀ ଦର୍ପ ବିନାଶିନୀ ମାଆ ଶୁଭ୍ରବର୍ଣ୍ଣା ଗୌରୀ ।।   ମୃଣ୍ମୟୀ ତେଜସ୍ଵୀ ଦେବୀ ଶୁଭଙ୍କରୀ ଶୁକ୍ଳବସ୍ତ୍ରା ମାହେଶ୍ୱରୀ, ସ୍ୱାସ୍ଥ୍ୟ ଧନଧାନ୍ୟ ସମୃଦ୍ଧି ପ୍ରଦାନ କରୁ ମା’ଭୁବନେଶ୍ୱରୀ ।।   ଅନ୍ତର ସ୍ବଚ୍ଛତା ମନ ପବିତ୍ରତା ପ୍ରତୀକ

Loading

Oct
2021
16

*ପ୍ରୀତିଅର୍ଘ୍ୟ-ଜାନକୀ ମହାନ୍ତ*

**ପ୍ରୀତିଅର୍ଘ୍ୟ** ଜାନକୀ ମହାନ୍ତ ******************************* ପ୍ରେମ ଅର୍ଘ୍ୟ ଥାଳି ଆସିଛି ମୁଁ ନେଇ ଆସ ଆସ ପ୍ରାଣେଶ୍ୱର, ପ୍ରୀତି ପୁଷ୍ପ ଦେଇ ଚନ୍ଦନ ଲଗାଇ ପୂଜିବି ତୁମ ପୟର ।।   ସତ୍ୟ ନିଷ୍ଠ ପ୍ରାଣେ ସ୍ନିଗ୍ଧ ଶାନ୍ତ ମନେ ପ୍ରେମ ଅର୍ଘ୍ୟ ସମର୍ପିବି, ଈର୍ଷା ଦ୍ୱେଷ ଗୁଣ କରି ଦେବି ତ୍ୟାଗ ବୋଲି ମୁଁ ଶପଥ ନେବି

Loading

Oct
2021
14

*ମାଆ କାଳରାତ୍ରୀ – ଜାନକୀ ମହାନ୍ତ*

ମାଆ କାଳରାତ୍ରୀ ଜାନକୀ ମହାନ୍ତ **************************** (ନବଦୁର୍ଗା ଙ୍କର ସପ୍ତମ ରୂପ) ସପ୍ତମରେ ଦୁର୍ଗା କାଳରାତ୍ରୀ ମାତା ତ୍ରିନେତ୍ରୀ ମା’ ଶାକମ୍ବରୀ, ଗର୍ଦ୍ଦଭ ବାହିନୀ ମାଆ ମୁକ୍ତକେଶୀ କୃଷ୍ଣବର୍ଣ୍ଣା ଭୟଙ୍କରୀ।। ଶଙ୍କର ଆଦେଶେ ମା’ଗୌରୀ ବିନାଶେ ଚଣ୍ଡ ମୁଣ୍ଡ ରକ୍ତବୀର୍ଯ୍ୟ, ଶୁମ୍ବ ଓ ନିଶୁମ୍ଭ କରିଲେ ନିପାତ ସର୍ବ ସିଦ୍ଧି ହୁଏ କାର୍ଯ୍ୟ ।। “ରକ୍ତବୀଜ”ଦୈତ୍ୟେ ମାରିବା ସମୟେ

Loading

Oct
2021
14

*ସାଥୀ ଜନ୍ମ ଜନ୍ମାନ୍ତର ର – ଜାନକୀ ମହାନ୍ତ*

ସାଥୀ ଜନ୍ମ ଜନ୍ମାନ୍ତର ର ଜାନକୀ ମହାନ୍ତ  ************************* ରକ୍ତିମ ଓଷ୍ଠର ନାଲି ରଙ୍ଗ ମୋର ଗାଲରୁ ତ ପୋଛି ଦେଲ, ହୃଦୟ ରେ ଥିବା ଦାଗକୁ ତୁମର ପୋଛି କି ପାରିବ ବୋଲ ? ମୋ’ ଦେହ ବାସ୍ନାକୁ ତୁମ ମନ ଝରେ ଜଳେ ଧୋଇ ସଫା କଲ, ମନ ମନ୍ଦିରର ସ୍ମୃତି ଫରୁଆରୁ ମୋତେ କି

Loading

Oct
2021
6

*ସେହି ମୋର ବାପା – ଜାନକୀ ମହାନ୍ତ*

          **ସେହି ମୋର ବାପା**        (ମୋ ବାପାଙ୍କ ଜନ୍ମ ଦିନ ଅବସରରେ)                    ।।ଜାନକୀ ମହାନ୍ତ।। ମୋ ଅଙ୍ଗୁଳି ଧରି ପ୍ରଥମରେ ଚାଲି ଶିଖାଇଲେ ମୋତେ ଯିଏ, ମାଟି ସିଲଟରେ ଖଡ଼ି ଧରି ଆଦ୍ୟେ ଲେଖି ଶିଖାଇଲେ

Loading

Oct
2021
2

*ଗାନ୍ଧୀ ଜୟନ୍ତୀ – ଜାନକୀ ମହାନ୍ତ*

**ଗାନ୍ଧୀ ଜୟନ୍ତୀ** ।।ଜାନକୀ ମହାନ୍ତ।। **************************** ହେ ମୋହନ ଦାସ କର୍ମ ଚାନ୍ଦ ଗାନ୍ଧୀ ବାପୁଜୀ ଯୁଗ ପୁରୁଷ, ହେ ଜାତିର ପିତା ଜାତିର ମହାତ୍ମା ତୁମେ ଜାତିର ଜନକ।।   ଅଠର’ଣସ୍ତରୀ ଅକ୍ଟୋବର ଦୁଇ ପୁତୁଳୀବାଇ କୋଳରେ, ପିତା କରମ ଚାନ୍ଦ କୋଳେ ନେଲ ଜନ୍ମ ତୁମେ ପୋର ବନ୍ଦରରେ ।।   ବ୍ରିଟିଶ ଶାସନ ଭାରତେ

Loading

Sep
2021
23

*ପ୍ରଭୁ ହେ ଚକାନୟନ – ଜାନକୀ ମହାନ୍ତ*

**ପ୍ରଭୁ ହେ ଚକାନୟନ** (କୋଠ ଭୋଗଖିଆ… ସ୍ୱରରେ) ।।ଜାନକୀ ମହାନ୍ତ।। ଆହେ ଚକାଡୋଳା ମୋ’ ଚିକ୍କଣ କଳା ପ୍ରଭୁ ହେ ଚକାନୟନ… ଦେବକୀର ବଳା ଯଶୋଦାର କଳା ଖୋଲ ତବ ଶ୍ରୀନୟନ ।। ପ୍ରଭୁ ହେ….   ଲୀଳାମୟ ତୁମେ ଲୀଳା ରୁ ସମ୍ଭୁତ ମାୟାବୀ ତୁମେ ମୋହନ… ଦାସିଆ ବାଉରୀ ନଡ଼ିଆ ସ୍ୱହସ୍ତେ ନେଲ ହେ ଜଗମୋହନ।।

Loading

Sep
2021
9

*ମାନବିକତା–ଜାନକୀ ମହାନ୍ତ*

**ମାନବିକତା** ।।ଜାନକୀ ମହାନ୍ତ।। ମୋ’ଲେଖନୀରୁ ମାନବିକତା ଝରୁ ଶୁଦ୍ଧ ମନ୍ଦାକିନୀ ଧାରା, ମୋ କ୍ରାନ୍ତି କଲମ କରୁ ଧରା ଧାମ ପୂଣ୍ୟତୋୟା ବସୁନ୍ଧରା ।। ମାନବିକ ଗୁଣ ହେଉ ଜାଗରଣ ସତ୍ୟ ନ୍ୟାୟ ଶାନ୍ତି ମୈତ୍ରୀ, କାମ କ୍ରୋଧ ହିଂସା ଅହଂ ସ୍ୱାର୍ଥ ଈର୍ଷ୍ୟା ଦୂର ହୋଇ ସିଞ୍ଚୁ ପ୍ରୀତି ।। ହିନ୍ଦୁ ମୁସଲିମ ଭାରତ’ ସନ୍ତାନ ରଖି

Loading

Jul
2021
31

*କୁଆଁତାରା – ଜାନକୀ ମହାନ୍ତ*

କୁଆଁତାରା   ଜାନକୀ ମହାନ୍ତ ************************************* ପ୍ରଭାତରେ ତୁମେ ଉଦୀୟମାନ ମୋ’ ସ୍ୱର୍ଣ୍ଣ ଅଂଶୁମାନ ପରା, ପ୍ରଦୋଷେ ପ୍ରଦୀପ୍ତ ପୂର୍ଣ୍ଣିମାର ଚାନ୍ଦ ପ୍ରତ୍ୟୁଷରେ କୁଆଁତାରା ।।   ପୀୟୂଷ ପରଷେ ହୃଦୟ ହରଷେ ମନୁ ତେଜ ହେ ସନ୍ଦେହ, ମନ ପଞ୍ଜୁରୀରେ ମୋ ହୃଦ ମନ୍ଦିରେ ଦେବ ସମ ସଦା ରୁହ ।।   ତୁମ ପ୍ରୀତି ମୂଲ୍ୟ

Loading

Jul
2021
25

*କୁହୁକ ତାନ – ଜାନକୀ ମହାନ୍ତ*

// କୁହୁକ ତାନ // ଜାନକୀ ମହାନ୍ତ *************************** କୋଇଲିର ତାନ ମିଠା କୁହୁ ଗାନ ଯଦିଓ ତା’ରଙ୍ଗ କଳା, ବଗତ ଅଟଇ ଶ୍ୱେତ ବର୍ଣ୍ଣା ସେଇ ତା’ପାଖେ ନାହିଁ ସେ’କଳା ।।   ପଳାଶ କୁସୁମ ଅତି ମନୋରମ କିନ୍ତୁ ବାସ ନାହିଁ ତା’ର, ମଲ୍ଲୀ ଫୁଲ ଟିଏ ବାସ ଚହଟାଏ ସଭିଙ୍କୁ କରେ ବିଭୋର ।।

Loading

Jul
2021
9

*ଜଗନ୍ନାଥଙ୍କ ନବଯୌବନ ବେଶ–ଜାନକୀ ମହାନ୍ତ*

**ଜଗନ୍ନାଥଙ୍କ ନବଯୌବନ ବେଶ** ।।ଜାନକୀ ମହାନ୍ତ।। ଆଷାଢ଼ ମାସର ଅମାବାସ୍ୟା ଦିନ ନବ ଯୌବନ ବେଶରେ, ସୁସ୍ଥହୋଇ ପ୍ରଭୁ ଅଣସର ଘରୁ ବାହାର ହୁଅ ଖୁସିରେ ।। ମୋ’ କଞ୍ଜନୟନ କାଳିଆ ରତନ ଅଣସର ଘରୁ ଆସ, ଏତେ ଦିନ ଧରି ଅନ୍ଧାରେ ରହିଲ ମନକୁ କରି ବିରସ ।। ଯଶୋଦା ରତନ ଦେବକୀ ନନ୍ଦନ ଭାବଗ୍ରାହୀ ଭଗବାନ,

Loading

Jul
2021
7

*ଆଶାର କୋଣାର୍କ–ଜାନକୀ ମହାନ୍ତ*

।।ଆଶାର କୋଣାର୍କ।। ** ଜାନକୀ ମହାନ୍ତ** ମନ ମୋର ଆଜି ଉଡ଼ି ଉଡ଼ି ଯାଏ ଗାଇ ପ୍ରୀତିର ରାଗିଣୀ, ହାସ୍ୟମୟୀ ଲାସ୍ୟମୟୀ ଛନ୍ଦେ ନାଚେ ଓଢ଼ି ମୁଁ ନାଲି ଓଢ଼ଣୀ ।। ଇନ୍ଦ୍ରଧନୁ ରଙ୍ଗେ ପ୍ରମତ୍ତ କଳାପୀ ନୃତ୍ୟନ୍ତି ଚନ୍ଦ୍ରିକା ତୋଳି, ପରଦେଶୀ ମେଘ ଆସିକି ତୋଳିବ ମଧୁଶ୍ଚନ୍ଦ୍ର ପ୍ରେମ ବୋଳି ।। ଦୂର ଦିଗନ୍ତରେ ସ୍ୱପ୍ନ ସୌଦାଗର

Loading

Jul
2021
3

*ବ୍ରହ୍ମକମଳ ଆଉ ମୋ’ ପ୍ରିୟ ସାଥି – ଜାନକୀ ମହାନ୍ତ*

ବ୍ରହ୍ମକମଳ ଆଉ ମୋ’ ପ୍ରିୟ ସାଥି      ।।ଜାନକୀ ମହାନ୍ତ।।   ପ୍ରିୟ ସାଥି ଆସି ନିଶୀଥ ଲଗନେ ଦେଇଗଲ ମିଠା ସ୍ପର୍ଶ, ହୃଦ ଅଗଣାରେ “ବ୍ରହ୍ମକମଳ” ମୋ’ ଫୁଟିଲା ପାଇ ପରଶ ।।   ବ୍ରହ୍ମାଙ୍କ ନାଭିରୁ ସୃଷ୍ଟି ହୋଇ ଥିଲା ବୋଲି ସେ’ ବ୍ରହ୍ମକମଳ, ନିସ୍ତବ୍ଧ ରାତ୍ରିରେ ଫୁଟି, ମନୋବାଞ୍ଛା ପୂର୍ଣ୍ଣ କରେ ଯେ’

Loading

Jun
2021
30

ଯାଆରେ ଭାସି ଯାଆ – ଜାନକୀ ମହାନ୍ତ

ଯାଆରେ ଭାସି ଯାଆ  -ଜାନକୀ ମହାନ୍ତ   ——————————————————- ଯା’ରେ ଭାସି ଯା’ ମୋ କାଗଜ ଡ଼ଙ୍ଗା ଯା’ ଭାସି ଭାସି ତୁହି ଯାଆ, ସାତୋଟି ସମୁଦ୍ର ତେର ନଈ ପାରି ହୋଇ ତୁହି ଭାସି ଯାଆ ।।   ମୋର ପ୍ରିୟ ସାଥି ପାଖେ ଯିବୁ ତୁହି କହିବୁ ଧୀରେ ତା’କାନେ, ମୋ ନାଲି ଗୋଲାପ ଚିଠି

Loading

Jun
2021
27

*ଶୁଭ କାମନା – ଜାନକୀ ମହାନ୍ତ *

ଶୁଭ କାମନା   – ଜାନକୀ ମହାନ୍ତ   ******************************   ପ୍ରଚ୍ଛଦପଟ୍ଟ ର ନାୟକ ମୋହର କବିତା’ ଅଭିନାୟକ, ହାତ ପାପୁଲିର ଭାଗ୍ୟରେଖା ମୋର ହୃଦସଙ୍ଗୀତ ଗାୟକ ।।   ଯିଏ ଆଙ୍କି ଦେଲେ ନିହାଣ ମୁନରେ କୋଣାର୍କର ଚିତ୍ରପଟ୍ଟ, କଇଁରୁ କଦମ୍ବ ଯାଏଁ ଯିଏ ମୋ’ର ପ୍ରେରଣାର ଶ୍ରେଷ୍ଠ ଉତ୍ସ ।।   ସାତ ଜନ୍ମ

Loading

Jun
2021
24

*ଦେବସ୍ନାନ ପୂର୍ଣ୍ଣିମା – ଜାନକୀ ମହାନ୍ତ*

ଦେବସ୍ନାନ ପୂର୍ଣ୍ଣିମା –ଜାନକୀ ମହାନ୍ତ ******************************** ଆହେ ଜଗନ୍ନାଥ କାଳିଆ ସାଆନ୍ତ ଶ୍ରୀମନ୍ଦିରୁ ବାହାରି ଆ’, ତୁହି ପରଂବ୍ରହ୍ମ ଦାରୁବ୍ରହ୍ମ ରତ୍ନ ସିଂହାସନୁ ଓହ୍ଲେଇ ଆ’ ।। ମୋ’ର ବନମାଳୀ ସ୍ନାନ ମଣ୍ଡପରେ ବିଜେ କର ଧନମାଳୀ, ଶହେ ଆଠ ସ୍ୱର୍ଣ୍ଣ କଳସୀ ଜଳରେ ସ୍ନାନ କର ମୋ’ ଶଙ୍ଖାଳୀ ।। ଭ୍ରାତା ଭଗ୍ନୀ ସାଥେ ସ୍ନାନ କରିବୁରେ

Loading

Jun
2021
23

*ଅଭିମାନିନୀ- ଜାନକୀ ମହାନ୍ତ*

ଅଭିମାନିନୀ – ଜାନକୀ ମହାନ୍ତ **************************** ଅଭିମାନିନୀ ମୁଁ ଅମାନିଆ ଲୁହେ ଦୁଇ ଆଖି ଧୋଇଯାଏ, ହୃଦୟର କୋହ ଅନ୍ତଃ ଗହ୍ୱରରେ ଭଗ୍ନବୀଣା ସ୍ୱରେ ଗାଏ ।। ଆଶାର ଶ୍ରାବଣ ଝର ଝର ହୋଇ ଅଦିନେ ବରଷି ଥାଏ, ଆଞ୍ଜୁଳାଏ ସ୍ୱପ୍ନ ମୌସୁମୀ ବାୟୁରେ ବିଚ୍ଛୁରିତ ହୋଇ ଯାଏ ।। ଘନ ଘୋର ବର୍ଷା ପ୍ରକମ୍ପିତ ମେଘେ କ୍ଷଣପ୍ରଭା

Loading