November 28, 2021
11 11 11 AM
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*
*ମରିଯାଉଥିବା ଆଶା – ମନୋଜ କୁମାର ଦାସ*
*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*
*ହେ… ଚକାନୟନ – ରୀକ୍ଷିରାମ ମେହେର*
*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*
*କଥାର ମୃତ୍ୟୁ- ନବ କୁମାର ଦାସ*
*ଟିକେ ମନକୁ ପଚାର – ଭାସ୍କର ରାଉତ*
*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *
*ଆପଣା ଓ ପର- ଜୟ କୁମାର ମିଶ୍ର *
*ଜୀବେ ଦୟା କର-ଜାନକୀ ମହାନ୍ତ*
*ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ*
*ପ୍ରେମ–ବନସ୍ମିତା ପଣ୍ଡା*
*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*
*ଏକାନ୍ତ– ବନସ୍ମିତା ପଣ୍ଡା*
*ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା*
*ସେ! – ବନସ୍ମିତା ପଣ୍ଡା*
*ସାଗର କହେ – ସୀମାଞ୍ଚଳ ପଣ୍ଡା*
*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*
Latest Post
*BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି* *ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର* *ମରିଯାଉଥିବା ଆଶା – ମନୋଜ କୁମାର ଦାସ* *ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା* *ହେ… ଚକାନୟନ – ରୀକ୍ଷିରାମ ମେହେର* *ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ* *କଥାର ମୃତ୍ୟୁ- ନବ କୁମାର ଦାସ* *ଟିକେ ମନକୁ ପଚାର – ଭାସ୍କର ରାଉତ* *ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା * *ଆପଣା ଓ ପର- ଜୟ କୁମାର ମିଶ୍ର * *ଜୀବେ ଦୟା କର-ଜାନକୀ ମହାନ୍ତ* *ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ* *ପ୍ରେମ–ବନସ୍ମିତା ପଣ୍ଡା* *ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା* *ଏକାନ୍ତ– ବନସ୍ମିତା ପଣ୍ଡା* *ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା* *ସେ! – ବନସ୍ମିତା ପଣ୍ଡା* *ସାଗର କହେ – ସୀମାଞ୍ଚଳ ପଣ୍ଡା* *ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*

**ମାଆ ସମଲେଶ୍ଵରୀ**
।।ଜାନକୀ ମହାନ୍ତ।।

ଜୟ ଜୟ ଜୟ ସମଲେଶ୍ଵରୀ ମା’
ଆ’ଗୋ ଦୁର୍ଗତି ନାଶିନୀ,
ଜଗତ ଉଦ୍ଧାର କର ମା’ଲୋ ତୁହି
ହେ ମା’ ସୁରକ୍ଷା ଦାୟିନୀ ।।

ତୁ’ ଆମ ଭରସା ସମଲେଇ ମାତା
ମମତାର କଲ୍ଲୋଳିନୀ,
ସିନ୍ଦୂର ବର୍ଣ୍ଣା ଗୋ ରକ୍ତମୁଖା ବେଶ
ତୋର ମିଳେ ଲୋ ଜନନୀ ।।

ରାମ ଲକ୍ଷ୍ମଣଙ୍କ ବଳି ଦେବାପାଇଁ
ରାବଣ ଯେ ଲଙ୍କାଗଡ଼େ,
ହନୁମାନ ରକ୍ଷା କରି ଥିଲେ ମାତା
ଆସିଲୁ ସମ୍ବଲପୁରେ ।।

ମହାଳୟା ଦିନ ଧବଳମୁଖୀ ଦର୍ଶନ
ମା’ସତୀ ତୋର ପୀଠରେ,
ଏହି ଅବସରେ ପିତୃପୁରୁଷଙ୍କୁ ଯେ
ଶ୍ରାଦ୍ଧ ଓ ତର୍ପଣ କରେ ।।

କୋଟି ପୂଣ୍ୟ ଲଭି ଥାଏ ନରନାରୀ
ତୋ’ ଦର୍ଶନେ ସନାତନୀ,
କୁଆଁର ପୁନେଇଁ ବେଶ ଯେ ତୋହରି
ରାଜରାଜେଶ୍ଵରୀ ରାଣୀ ।।

ନୂଆଖାଇ ପର୍ବ ତୋର ଅଟେ ଖ୍ୟାତ
ସାରା ଜଗତେ ପ୍ରସିଦ୍ଧ,
ତୋ’ସମ୍ବଲପୁରୀ ବସ୍ତ୍ର ବିଶ୍ୱ ବିଦିତ
ମା’ ସମଲେଶ୍ଵରୀ ସିଦ୍ଧ ।।

ନବରାତ୍ରେ ଜଳେ ଅଖଣ୍ଡ ଦୀପ ଯେ
ମା’ସମ୍ବଲପୁର ବାସିନୀ,
ତୋ ସନ୍ତାନର ଯେ ଆଶା ଅସୁମାରୀ
ପୂର୍ଣ୍ଣ ହୁଏ ଲୋ ଜନନୀ ।।

ଦୀପାବଳି ଆଉ ଦଶହରା ତୋର
ମହାଳୟା ନୂଆଁଖାଇ,
ବିବାହ ଓ ବ୍ରତ ଗାଡ଼ି ପୂଜାର୍ଚ୍ଚନ
ପ୍ରସିଦ୍ଧ ମା’ ସମଲେଇ ।।

ବସି ଅଛୁ ଯାଇ ମହାନଦୀ କୂଳେ
ମା’ସ୍ୱନାମଧନ୍ୟ ତୁହି,
ହୀରାକୁଦ ଜଳ ଭଣ୍ଡାର ବାନ୍ଧିଲୁ
ତୋ’ସମ୍ବଲପୁରେ ଯାଇ ।।

ଏଇ ସୃଷ୍ଟି ତୋର ମାଆ ରକ୍ଷା କର
ଢାଳି କରୁଣାର ବାରି,
ତୋ ପାଦେ ମିନତୀ କରୁଅଛି ମୁହିଁ
ବିନମ୍ର ପ୍ରଣାମ କରି ।।

ଜାନକୀ ମହାନ୍ତ

 58 total views,  1 views today

One thought on “*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*

  1. Hello, i believe that i saw you visited my weblog thus i came to “go back the desire”.I’m trying to to find issues to improve my web site!I assume its good enough to use some of your concepts!!

Leave a Reply

Your email address will not be published. Required fields are marked *