May 22, 2022
11 11 11 AM
Lets talk with Baikuntha Bihari Swain who hells from Sarana Sreekshetra,Dhenkanal Odisha for Suryodaya_Sambhranta_Saraswat_Samman – 2022*
*Lets talk with Jyotsna Manjari Jena, who hells from Byasabhumi Sand and Misile city Baleswar, Odisha for Suryodaya_Sambhranta_Saraswat_Samman – 2022*
“କିଏ ତୁମେ ଅଭିସାରିକା”- ପବିତ୍ର ବେହେରା
ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା
ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ
ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା
ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର
ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍
ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା
ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ
ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର
ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର
ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ
ବିକୃତ — ଜୁମର ନାଥ ପାତ୍ର
ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ
କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ
ସନ୍ତାନ — ଅରେନ୍ଦ୍ର କୁମାର ଦାଶ
ଅତିବଡି ତବ ବଡ଼ିମା — ବିଶ୍ୱେଶ୍ୱର ମାଝୀ
ଆହ୍ୱାନ — ଜୟ କୁମାର ମିଶ୍ର
Latest Post
Lets talk with Baikuntha Bihari Swain who hells from Sarana Sreekshetra,Dhenkanal Odisha for Suryodaya_Sambhranta_Saraswat_Samman – 2022* *Lets talk with Jyotsna Manjari Jena, who hells from Byasabhumi Sand and Misile city Baleswar, Odisha for Suryodaya_Sambhranta_Saraswat_Samman – 2022* “କିଏ ତୁମେ ଅଭିସାରିକା”- ପବିତ୍ର ବେହେରା ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍ ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ ବିକୃତ — ଜୁମର ନାଥ ପାତ୍ର ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ ସନ୍ତାନ — ଅରେନ୍ଦ୍ର କୁମାର ଦାଶ ଅତିବଡି ତବ ବଡ଼ିମା — ବିଶ୍ୱେଶ୍ୱର ମାଝୀ ଆହ୍ୱାନ — ଜୟ କୁମାର ମିଶ୍ର

*ସନ୍ତାନ-ଜାନକୀ ମହାନ୍ତ*

**ସନ୍ତାନ**

* ଗୀତିଗୁଚ୍ଛ*
।।ଜାନକୀ ମହାନ୍ତ।।

*************************
ମୋ ସନ୍ତାନ ଦୁଇ ଅଟନ୍ତି ମୋ ଛାଇ
ଜଣେ ସୂର୍ଯ୍ୟ ଜଣେ ଚନ୍ଦ୍ର,
ଦୁହେଁ ମୋର ମାନ ପିତାଙ୍କ ସମ୍ମାନ
ଜୀବନର ଜ୍ୟୋତିଶ୍ଚନ୍ଦ୍ର ।।

ବଳିଷ୍ଠ ବ୍ୟକ୍ତିତ୍ବ ସତ୍ୟ ନ୍ୟାୟବନ୍ତ
ଆଦ୍ୟ ଫୁଟା ପୁଷ୍ପ କଢି,
ଆଜ୍ଞାଧୀନ ପୁତ୍ର କନ୍ୟା ହୀରା ସମ
ସନ୍ତାନ ତ ଆଶା ବାଡ଼ି ।।

ମୋ ନୟନ ତାରା କୋହିନୂର ହୀରା
ଉଦୀୟମାନ ସନ୍ତାନ,
ମୋ ଅଷ୍ଟ ଐଶ୍ୱର୍ଯ୍ୟ ଦିବ୍ୟ ନବ ରତ୍ନ
ଅମୂଲ୍ୟ ଅମୋଘ ଧନ ।।

ସନ୍ତାନ ଦ୍ବୟଙ୍କ ସୁମାର୍ଗ ଦର୍ଶକ
ଆମେ ତାଙ୍କ ପ୍ରିୟ ସାଥି,
ମନ ତଳ କଥା ବୁକୁ ତଳ ବ୍ୟଥା
ପଚାରି ବୁଝିବା ନିତି ।।

ହେ ଯୋଗ୍ୟ ସନ୍ତାନ ଶୁଣ ଦେଇ ମନ
ପିତା ମାତା ଯେ ଦେବତା,
ତୁମ ସେହି ଏକା ଦୁନିଆଁରେ ସଖା
ଶୁଣି ଯାଅ ତାଙ୍କ କଥା ।।

ସନ୍ତାନର ପାଇଁ ପିତାମାତା ସେହି
ଦେଇ ପାରେ ପ୍ରାଣବଳି,
ମିଛ ମାୟା ଭରା ସଂସାର ରେ ସାହା
କେହି ନୁହେଁ ତାଙ୍କ ଭଳି ।।

ଆମ ଆଚରଣ ଆମରି ଚିନ୍ତନ
ସନ୍ତାନ ଥା’ନ୍ତି ଆଚରି,
ପିତା ମାତାଙ୍କର ଅନୁସରଣ କରେ
ସୁକର୍ମ କର ବିଚାରି ।।

ଆମେ ପିତାମାତା ସନ୍ତାନର କଥା
ବୁଝିବା ହୋଇ ତା’ବନ୍ଧୁ,
ଯୁଗ ଅନୁସାରେ ବଦଳି ଯିବା ରେ
ପିଲା ପାଇଁ ହେବା ସିନ୍ଧୁ ।।

କଞ୍ଚାମାଟି ସେହି ପ୍ରାଣ ସିଞ୍ଚି ଦେଇ
ସୁଗୁଣ ସମ୍ପନ୍ନେ ଗଢ଼ି,
ଉତ୍ତମ ଚରିତ୍ର ଲକ୍ଷ୍ୟ ଏକମାତ୍ର
ଉଚ୍ଚ ସିଡ଼ି ଯିବେ ଚଢ଼ି ।।

ମୋ ଦୁଇ ସନ୍ତାନ ନିଷ୍କପଟ ପ୍ରାଣ
ନ ଆସୁ ଜୀବନେ ବାଧା,
ଘଣ୍ଟ ତୁ ଘୋଡ଼ାଇ ରଖିବୁ କାଳିଆ
ପୂର୍ଣ୍ଣ ହେଉ ମନୋବାଞ୍ଛା ।।

ଜାନକୀ ମହାନ୍ତ

 147 total views,  1 views today

11 thoughts on “*ସନ୍ତାନ-ଜାନକୀ ମହାନ୍ତ*

  1. Hello my family member! I wish to say that this post is awesome, nice written and include almost all significant infos. I would like to see more posts like this.

  2. Pretty section of content. I just stumbled upon your web site and in accession capital to assert that I get actually enjoyed account your blog
    posts. Anyway I’ll be subscribing to your augment and even I
    achievement you access consistently rapidly.

  3. Simply want to say your article is as astonishing. The clarity in your post is simply great and i
    can assume you are an expert on this subject. Fine with your permission let me to grab your feed
    to keep updated with forthcoming post. Thanks
    a million and please continue the rewarding work.

Leave a Reply

Your email address will not be published.

5 + = 7