March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

*ସନ୍ତାନ-ଜାନକୀ ମହାନ୍ତ*

**ସନ୍ତାନ**

* ଗୀତିଗୁଚ୍ଛ*
।।ଜାନକୀ ମହାନ୍ତ।।

*************************
ମୋ ସନ୍ତାନ ଦୁଇ ଅଟନ୍ତି ମୋ ଛାଇ
ଜଣେ ସୂର୍ଯ୍ୟ ଜଣେ ଚନ୍ଦ୍ର,
ଦୁହେଁ ମୋର ମାନ ପିତାଙ୍କ ସମ୍ମାନ
ଜୀବନର ଜ୍ୟୋତିଶ୍ଚନ୍ଦ୍ର ।।

ବଳିଷ୍ଠ ବ୍ୟକ୍ତିତ୍ବ ସତ୍ୟ ନ୍ୟାୟବନ୍ତ
ଆଦ୍ୟ ଫୁଟା ପୁଷ୍ପ କଢି,
ଆଜ୍ଞାଧୀନ ପୁତ୍ର କନ୍ୟା ହୀରା ସମ
ସନ୍ତାନ ତ ଆଶା ବାଡ଼ି ।।

ମୋ ନୟନ ତାରା କୋହିନୂର ହୀରା
ଉଦୀୟମାନ ସନ୍ତାନ,
ମୋ ଅଷ୍ଟ ଐଶ୍ୱର୍ଯ୍ୟ ଦିବ୍ୟ ନବ ରତ୍ନ
ଅମୂଲ୍ୟ ଅମୋଘ ଧନ ।।

ସନ୍ତାନ ଦ୍ବୟଙ୍କ ସୁମାର୍ଗ ଦର୍ଶକ
ଆମେ ତାଙ୍କ ପ୍ରିୟ ସାଥି,
ମନ ତଳ କଥା ବୁକୁ ତଳ ବ୍ୟଥା
ପଚାରି ବୁଝିବା ନିତି ।।

ହେ ଯୋଗ୍ୟ ସନ୍ତାନ ଶୁଣ ଦେଇ ମନ
ପିତା ମାତା ଯେ ଦେବତା,
ତୁମ ସେହି ଏକା ଦୁନିଆଁରେ ସଖା
ଶୁଣି ଯାଅ ତାଙ୍କ କଥା ।।

ସନ୍ତାନର ପାଇଁ ପିତାମାତା ସେହି
ଦେଇ ପାରେ ପ୍ରାଣବଳି,
ମିଛ ମାୟା ଭରା ସଂସାର ରେ ସାହା
କେହି ନୁହେଁ ତାଙ୍କ ଭଳି ।।

ଆମ ଆଚରଣ ଆମରି ଚିନ୍ତନ
ସନ୍ତାନ ଥା’ନ୍ତି ଆଚରି,
ପିତା ମାତାଙ୍କର ଅନୁସରଣ କରେ
ସୁକର୍ମ କର ବିଚାରି ।।

ଆମେ ପିତାମାତା ସନ୍ତାନର କଥା
ବୁଝିବା ହୋଇ ତା’ବନ୍ଧୁ,
ଯୁଗ ଅନୁସାରେ ବଦଳି ଯିବା ରେ
ପିଲା ପାଇଁ ହେବା ସିନ୍ଧୁ ।।

କଞ୍ଚାମାଟି ସେହି ପ୍ରାଣ ସିଞ୍ଚି ଦେଇ
ସୁଗୁଣ ସମ୍ପନ୍ନେ ଗଢ଼ି,
ଉତ୍ତମ ଚରିତ୍ର ଲକ୍ଷ୍ୟ ଏକମାତ୍ର
ଉଚ୍ଚ ସିଡ଼ି ଯିବେ ଚଢ଼ି ।।

ମୋ ଦୁଇ ସନ୍ତାନ ନିଷ୍କପଟ ପ୍ରାଣ
ନ ଆସୁ ଜୀବନେ ବାଧା,
ଘଣ୍ଟ ତୁ ଘୋଡ଼ାଇ ରଖିବୁ କାଳିଆ
ପୂର୍ଣ୍ଣ ହେଉ ମନୋବାଞ୍ଛା ।।

ଜାନକୀ ମହାନ୍ତ

 270 total views,  1 views today

11 thoughts on “*ସନ୍ତାନ-ଜାନକୀ ମହାନ୍ତ*

  1. Simply want to say your article is as astonishing. The clarity in your post is simply great and i
    can assume you are an expert on this subject. Fine with your permission let me to grab your feed
    to keep updated with forthcoming post. Thanks
    a million and please continue the rewarding work.

  2. Pretty section of content. I just stumbled upon your web site and in accession capital to assert that I get actually enjoyed account your blog
    posts. Anyway I’ll be subscribing to your augment and even I
    achievement you access consistently rapidly.

  3. Hello my family member! I wish to say that this post is awesome, nice written and include almost all significant infos. I would like to see more posts like this.

Leave a Reply

Your email address will not be published. Required fields are marked *