ମକର ଲୋ ମୋ’ ମକର – ଜାନକୀ ମହାନ୍ତ

ମକର ଲୋ ମୋ’ ମକର (ରାଗ:ଚୋଖି) ମକର ଲୋ ମୋ’ମକର…. ଆସିଛି ଆଜି ମକର ଯିବା ଲୋ ଶୀରିମନ୍ଦିର କରିବା ଦର୍ଶନ ଆମେ ଶ୍ୟାମ ସୁନ୍ଦର, ନେବା ଲୋ’ ତୁଳସୀ ହାର ନାରିକେଳ ଉପହାର ମକର ଚାଉଳରେ ବ’ସିବା ମକର, ନରେନ୍ଦ୍ର ଜଳରେ ସ୍ନାହାନ…. କରିଣ ଲଭିବା
22 total views
ମକର ଲୋ ମୋ’ ମକର (ରାଗ:ଚୋଖି) ମକର ଲୋ ମୋ’ମକର…. ଆସିଛି ଆଜି ମକର ଯିବା ଲୋ ଶୀରିମନ୍ଦିର କରିବା ଦର୍ଶନ ଆମେ ଶ୍ୟାମ ସୁନ୍ଦର, ନେବା ଲୋ’ ତୁଳସୀ ହାର ନାରିକେଳ ଉପହାର ମକର ଚାଉଳରେ ବ’ସିବା ମକର, ନରେନ୍ଦ୍ର ଜଳରେ ସ୍ନାହାନ…. କରିଣ ଲଭିବା
22 total views
ଟୁସୁମିନି “ଟୁସୁ” କୁହ ଅବା “ଟୁସୁମିନି”କୁହ କୁଡୁମି ନାରୀ ଅସ୍ମିତା, ନିଜ ପ୍ରାଣ ଦେଇ ନାରୀର ସତୀତ୍ଵ ରଖିଥିଲା ସେହି କଦା ।। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଏମାନଙ୍କ ମୂଳ ଘର, ସବୁଜିଲ୍ଲା ଆଉ ସବୁ ସବୁ ଅଞ୍ଚଳରେ ରହୁଛନ୍ତି ଓଡ଼ିଶାର ।। କୁଡୁମି ଅଟଇ ରାଜା ଛତ୍ରପତି ଶିବାଜୀଙ୍କ ବଂଶଧର, ମରାଠା
30 total views
କବୀ ଟିଏ ମୁଁ କବୀ ଟିଏ ମୁଁ ଶୁଦ୍ଧ ସୁଧା ଝର ଟିଏ, ବ୍ରହ୍ମା’ସୃଷ୍ଟିରେ ଦ୍ଵିତୀୟ ସ୍ରଷ୍ଟା ଟିଏ, ବୀଣାପାଣି ଙ୍କର ପୁତ୍ରୀ ଟିଏ ସୁନ୍ଦର ମନର ମୁଗ୍ଧ ଛବି ଟିଏ ।। କବୀ ଟିଏ ମୁଁ କବୀ ଟିଏ… ପଙ୍କରେ ପଙ୍କଜିନୀ ଟିଏ, ମନ କଲମରେ ପ୍ରୀତିର କାଳିରେ ଶବ୍ଦର କୁଞ୍ଜରେ ଲେଖିଯାଏ କଳ୍ପନାର
29 total views
ମାଆ ଗାୟତ୍ରୀ “ଓଁ ଭୂର୍ଭୁଵଃ ସ୍ୱ ତତ୍ସବିତୁର୍ବରେଣ୍ୟମ୍ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍” । (ଗାୟ +ତ୍ରୀ)”ଗାୟ” ଶବ୍ଦ ଅର୍ଥ ବେଦମନ୍ତ୍ର ଗାନକର, “ତ୍ରୀ”ର ଅର୍ଥ “ତ୍ରୀଦେବୀ”ମା ଲକ୍ଷ୍ମୀ କାଳୀ ସରସ୍ଵତୀ ସମାହାର।। ଆଦିବ୍ରହ୍ମ ଆଉ ଆଦିମାତା ଙ୍କର ଔରସରୁ ହେଲେ ଜାତ, ବ୍ରହ୍ମା ବିଷ୍ଣୁ ଆଉ ଦେବ ମହେଶ୍ୱର
150 total views, 1 views today
ସଳିତା ପ୍ରତ୍ୟୁଷ ଧୂପରେ ସଞ୍ଜ ସଳିତାରେ ମୋ ମନ ମନ୍ଦିରେ ତୁମେ, ନିଶୀଥ ଜ୍ୟୋସ୍ନାରେ ପାହାନ୍ତି ସ୍ୱପ୍ନରେ ରହିଅଛ ସାଥି ତୁମେ।। ଆତ୍ମା ମନ୍ଦିରରେ ହୃଦୟ ଦୀପରେ ଜଳେ ପ୍ରାଣ ସଳିତାଟି, ଲୁହ କୋହ ଭରା ଯନ୍ତ୍ରଣା ଘିଅରେ ଆତ୍ମାରେ ଦିଶେ ରୂପ ଟି ।। କାର୍ତ୍ତିକ ପ୍ରଭାତେ ଅଂଶୁମାନ ବୁଣେ ସ୍ୱର୍ଣ୍ଣାଭ ପ୍ରୀତି
48 total views
ଶୀର୍ଷକ: ଶିଶିର ସାରସ (ରାଗ:-କଳହଂସ କେଦାର) ଆସଇ ଶୀତକାଳ ଭାରି ମଞ୍ଜୁଳ କରିଛି ସିଏ କୋଳ ଆଲୋ ବଉଳ ଯେ, ଘନ ଘୋର କୁହୁଡ଼ି ଆସୁଛି ମାଡ଼ି ଶୀତ ଚାଦର ଓଢି ଧରୁଛି ଭିଡ଼ି ଯେ ।। ବାଳସ୍ୱର୍ଣ୍ଣ କିରଣ ପଡ଼େ ଝରିଣ କୃଷ୍ଣଚୂଡ଼ା ରଙ୍ଗୀନ ନାରଙ୍ଗୀ ବର୍ଣ୍ଣ ଯେ, ଅପୂର୍ବ କାନ୍ତି ଶୋଭା ସୁବର୍ଣ୍ଣ
55 total views
ପ୍ରାରବ୍ଧ କର୍ମ ଫଳ ସତ କର୍ମ ବଳେ ନର ଜନ୍ମ ମିଳେ ଏହି ସୁନ୍ଦର ମହୀରେ, ପ୍ରାରବ୍ଧ କର୍ମର ଫଳ ମିଳିଥାଏ ଜନ୍ମ ଜନ୍ମାନ୍ତର ପରେ ।। ପୂର୍ବ ଜନମର ପ୍ରାରବ୍ଧ ର ଫଳ ନର ଭୋଗେ ଏ ଜନମେ, କର୍ମ ଫଳ ଧରି ପଠାନ୍ତି ଶ୍ରୀହରି କୀର୍ତ୍ତି ଉପହାର ନାମେ ।। ତ୍ରେତୟାରେ
79 total views, 1 views today
ଲୋହିତ ଗୋଧୂଳି ଲୋହିତ ଗୋଧୂଳି ଧୂମ୍ରାଭ କୁଣ୍ଡଳୀ ରଚି ନଭ ବସୁଧାରେ, ପ୍ରତୀଚୀଗାମୀ ସେ’ ପ୍ରଭାକର ହସେ ବିଞ୍ଚିଣ କନକ କରେ। ସ୍ବର୍ଣ୍ଣାଭ କିରଣ ଅପରୂପ ଜାଣ କୋଟି କମନୀୟ ଆଭା, ଇନ୍ଦ୍ରଧନୁ ରଙ୍ଗେ ଚିତ୍ରପଟ୍ଟ ଆଙ୍କେ ଅଂଶୁମାନ ବର୍ଣ୍ଣବିଭା। ରବି ଅସ୍ତାଚଳେ ଧରିତ୍ରୀର କୋଳେ ନିଅନ୍ତି ମାଗି ମେଲାଣି, କ୍ଷିତିଜ ଓ ମାଟି ଏକାକାର
78 total views
ମାଆ ସ୍କନ୍ଦମାତା (ନବଦୁର୍ଗା ଙ୍କର ପଞ୍ଚମ ରୂପ) ଅଯୋନି ସମ୍ଭୁତା ମା’ଗୋ ସ୍କନ୍ଦମାତା ପଞ୍ଚମରେ ଶୈଳସୁତା, କୋଳେ କାର୍ତ୍ତିକେୟ ସେ’ ସ୍କନ୍ଦ କୁମାର ପାଇ ହେଲ ସ୍କନ୍ଦମାତା।। ଦେବ ସେନାପତି କାର୍ତ୍ତିକେୟ ପ୍ରାପ୍ତି ଦୈତ୍ୟ ବିନାଶନ ପାଇଁ, ଶିବ ଉମା ଧ୍ୟାନେ ସେ’ମହା ମିଳନେ ଜନ୍ମ ମହୀ ରକ୍ଷା ନେଇ।। ଶୁଭ୍ରା ଚତୁର୍ଭୁଜା ହେ
45 total views, 1 views today
ମାଆ କାତ୍ୟାୟନୀ କାତ୍ୟାୟନୀ ମାତା ଭକ୍ତିଦା ସ୍ୱରୂପା ଷଷ୍ଠ ରୂପରେ ପୂଜିତା, ତୁହି କାତ୍ୟାୟନ ମହର୍ଷି ନନ୍ଦିନୀ ନାଲି ବସ୍ତ୍ରରେ ଶୋଭିତା ।। ଚତୁର୍ଭୁଜା ମାତା କମଳ ଶୋଭିତା ହସ୍ତରେ ଖଡ୍ଗ ଧରିଣ, ଆନ ହସ୍ତେ ପଦ୍ମ ତୃତୀୟେ ବରଦା ଚତୁର୍ଥେ ଅଭୟ ଦାନ ।। ଶାର୍ଦ୍ଦୁଳ ବାହିନୀ ମାତା କାତ୍ୟାୟନୀ ଆସ ମା’
56 total views
ଏକ କପ୍ ଚାହା ବୈଶାଖ ପ୍ରଭାତେ ନିଶୀଥର ଅନ୍ତେ ଅଳସୀ ନିଦୁଆ ଆଖି, ଦିନ ଶୁଭାରମ୍ଭେ ପ୍ରୀତିର ପରଷେ ଚା’କପ୍ ରେ ହୁଏ ସାଥି ।। କ୍ଷୀର ସହ ନୀର ସମ୍ପର୍କ ମଧୁର ଆମ ନିବିଡ଼ ବନ୍ଧନ, ନେଇ ଚାହା ପତି ଢ଼ାଳି ମଧୁ ପ୍ରୀତି ଦିଏ ପ୍ରସ୍ତୁତ କରିଣ ।। ନିଃଶବ୍ଦ ନିର୍ଜନେ ପ୍ରେମର ଲଗନେ ନେଇ
182 total views
ବାଃ ୟେ’ ସିନ୍ଦୂର ବାଃ ୟେ’ ସିନ୍ଦୂର !! ଆହାଃ କି ସୁନ୍ଦର!! କୁହ ଗୋ’ ତୁମେ ସିନ୍ଦୂର, କେଉଁ ଦେବତାର ପୂଣ୍ୟ ଆଶିଷ ରେ ହେଲ ଗୋ’ ଏତେ ସୁନ୍ଦର ?? ବାଃ ୟେ’ ସିନ୍ଦୂର… ଆହାଃ କି ସୁନ୍ଦର…. ସାତ ଫେରା ସାତ ବଚନର ସାଥେ ହୋମ ନିଆଁ ସାକ୍ଷୀ ଯା’ର, ବିବାହ
172 total views
ଲୋହିତ ଗୋଧୂଳି ଲୋହିତ ଗୋଧୂଳି ଧୂମ୍ରାଭ କୁଣ୍ଡଳୀ ରଚି ନଭ ବସୁଧାରେ, ପ୍ରତୀଚୀଗାମୀ ସେ’ ପ୍ରଭାକର ହସେ ବିଞ୍ଚିଣ କନକ କରେ। ସ୍ବର୍ଣ୍ଣାଭ କିରଣ ଅପରୂପ ଜାଣ କୋଟି କମନୀୟ ଆଭା, ଇନ୍ଦ୍ରଧନୁ ରଙ୍ଗେ ଚିତ୍ରପଟ୍ଟ ଆଙ୍କେ ଅଂଶୁମାନ ବର୍ଣ୍ଣବିଭା। ରବି ଅସ୍ତାଚଳେ ଧରିତ୍ରୀର କୋଳେ ନିଅନ୍ତି ମାଗି ମେଲାଣି, କ୍ଷିତିଜ ଓ ମାଟି
168 total views
ବିଷୟ: ଗଙ୍ଗାପାର (ରାଗ- କଳସା) ଜାନକୀ ମହାନ୍ତ ( ସ୍ୱରଚିତ ରାମାୟଣ ଭାଗ-୪) ରାମ ନାମ ସୁଧା ସମ ଲାଗେ ସର୍ବୋତ୍ତମ ରାମ ନାମ ଥିଲେ ମିଳେ ବୈକୁଣ୍ଠର ଧାମ ।୧। ବିଶ୍ୱାମିତ୍ର ଋଷି ସାଥେ ଶ୍ରୀରାମ ଲକ୍ଷ୍ମଣ ଋଷିଯଜ୍ଞ ରକ୍ଷା ଇଚ୍ଛି ଗମିଲେ ଯେ ବଣ।୨। ଦେବରକ୍ଷା ଋଷିଯଜ୍ଞ ରକ୍ଷା ସମାପନେ ବେନି
197 total views
କବି ଟିଏ ମୁଁ କବି ଟିଏ ଜାନକୀ ମହାନ୍ତ ମୁଁ ଶୁଦ୍ଧ ସୁଧା ଝର ଟିଏ, ବ୍ରହ୍ମା’ସୃଷ୍ଟିରେ ଦ୍ଵିତୀୟ ସ୍ରଷ୍ଟା ଟିଏ, ବୀଣାପାଣି ଙ୍କର ପୁତ୍ରୀ ଟିଏ ସୁନ୍ଦର ମନର ମୁଗ୍ଧ ଛବି ଟିଏ ।। କବି ଟିଏ ମୁଁ କବି ଟିଏ… ପଙ୍କରେ ପଙ୍କଜିନୀ ଟିଏ, ମନ କଲମରେ ପ୍ରୀତିର କାଳିରେ ଶବ୍ଦର କୁଞ୍ଜରେ
170 total views
ଅଳକାନନ୍ଦା ଜାନକୀ ମହାନ୍ତ ମୁଁ ଅଳକାନନ୍ଦା ତୁମ ପ୍ରୀତିମୁଗ୍ଧା ଧୈର୍ଯ୍ୟ ଶକ୍ତି ସ୍ୱରୂପିଣୀ, ହୃଦ ବଲ୍ଲଭକୁ ହୃଦେ ଲୀନ କରି ରଖିଛି ମୁଁ ତୋ’ ସଙ୍ଗିନୀ । ତୁମେ ମୋର ପ୍ରୀତି ତୁମେ ମୋର ଶକ୍ତି ତୁମେ ମୋର ମନୋବଳ, ତୁମ୍ଭେ ପ୍ରାପ୍ତ ହେଉ କୋଟି ପରମାୟୁ ଜମା ହୁଅନା ଦୁର୍ବଳ । ଲୋଡ଼ା
188 total views
ଦରଦୀ ବନ୍ଧୁ (ରାଗ- କଳସା) ଜଗବନ୍ଧୁ କୃପାସିନ୍ଧୁ ଦୟାର ଅଳନ୍ଦୁ ଉତ୍କଳର ରକ୍ଷା କର ହେ ଦରଦୀ ବନ୍ଧୁ ।। ଦାରୁବ୍ରହ୍ମ ପରଂବ୍ରହ୍ମ ପ୍ରଭୁ ଆଦିବ୍ରହ୍ମ ହେ ଶ୍ରୀମୁଖ ପଦ୍ମମୁଖ ତୁମେ ସ୍ଥିତପ୍ରଜ୍ଞ।। ହେ ଶ୍ରୀକାନ୍ତ ନୀଳକାନ୍ତ ପ୍ରଭୁ ଲକ୍ଷ୍ମୀକାନ୍ତ ଅଚ୍ୟୁତ ଅନନ୍ତ ଆହେ କାଳିଆ ସାଆନ୍ତ।। ଆଦିମୂଳ ଆଦିକନ୍ଦ ମୁରାରି
77 total views
ମାଆର ପଣତ ଜାନକୀ ମହାନ୍ତ ପ୍ରସବ ଗୃହରେ ଗର୍ଭ ବେଦନାରେ ହୁଏ ଛଟପଟ ଯେବେ, ତେବେ ବୁଝିଗଲି ମାତୃତ୍ଵ କି ବୋଲି ସମ୍ପୂର୍ଣ୍ଣତା’ ତ୍ୟାଗ ତେବେ।। ମାଆର ପଣତ ତ୍ରିରଙ୍ଗାର ନେତ ମାଆ କୋଳ ଚାରିଧାମ, ପୀୟୂଷ ଠୁଁ ବଳି ପୀୟୂଷମୟୀ ସେ ଆଉ କେ’ ନାହିଁ ତା’ ସମ।। ପ୍ରାରବ୍ଧର ବଳେ ନର
79 total views
ଅହଲ୍ୟା ଉଦ୍ଧାର (ରାଗ:ଆହାରୀ) (ରାମାୟଣ ଭାଗ-୩) ଜାନକୀ ମହାନ୍ତ ଜୟ ଶ୍ରୀରାମ…. ବିଧାତା କୁମାରୀ ଅହଲ୍ୟା ସୁନ୍ଦରୀ ପାଇଁ ଯୋଗ୍ୟବର ଇଚ୍ଛିଲେ, ମଣିଲେ ଉତ୍ତମ ଋଷି ଗଉତମ ବରଣ କରି ବିଭା ଦେଲେ, ସତ୍ୟରେ…. ବାସବ କପଟ ବେଶରେ, ସ୍ନାନ ଯା’ନ୍ତେ ଋଷି ପ୍ରବେଶିଲା ରସି କୁଟୀରେ କୁଟିଳ ବୁଦ୍ଧିରେ।।୧।। ଅହଲ୍ୟା ନଜାଣି ନିଜ
104 total views
ଆତ୍ମ ସ୍ୱାଭିମାନ ଜାନକୀ ମହାନ୍ତ ଆତ୍ମ ସ୍ୱାଭିମାନ ଅଟଇ ମହାନ ପ୍ରତ୍ୟେକ ନର ଜୀବନେ, ସ୍ୱାଭିମାନ ଯହିଁ ଆଘାତ ଲାଗଇ ରହିବନି ସେହି ସ୍ଥାନେ ।। ରଖି ସ୍ୱାଭିମାନ ତେଜି ଅଭିମାନ ନିଜ ସମ୍ପର୍କ ବଞ୍ଚାଅ, ସଦା ବିନା ଦୋଷେ ନତ ନ ହୁଅ ହେ ନିଜ ମାନ ନ ହରାଅ ।।
75 total views