April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Apr
2022
18

*ମୋ ବାପାଙ୍କ ମୂଲ୍ୟ ଜୀବନରେ…– କଳ୍ପନା ରାୟ*

ମୋ ବାପାଙ୍କ ମୂଲ୍ୟ ଜୀବନରେ……   ମୋ ଜୀବନରେ ପିତାଙ୍କ ମୂଲ୍ୟ ଭଗବାନଙ୍କ ସହ ହେବକି ତୁଲ ସେ ଥିଲେ ଆମ ଜୀବନ ଗୁରୁ ସତ୍ୟ ବଚନରେ ପ୍ରଭାବ ସୁରୁ ସେ ଜୀବନର ଆଲୋକ ବର୍ତ୍ତିକା ଜୀବନର ଭଲ ବନ୍ଧୁ ଆଉ ସଖା ବରଗଛ ପରି ଛାୟା ପ୍ରଦାନକାରୀ ସୁଖରେ ଦୁଃଖରେ ଭରସା ଆମରି ବିଶ୍ଵାସ ତାଙ୍କର ଥିଲା

Loading

Apr
2022
13

*ମାଆ ଓ ମାଟି –କଳ୍ପନା ରାୟ*

 ମାଆ ଓ ମାଟି ******** ଲ୍ୟାଣ୍ଡମାଇନ ବିସ୍ଫୋରଣ ପାଇଁ ପ୍ରଥମେ ଗୋଟିଏ ଟେଷ୍ଟ କରିଥିଲା ସନ୍ତ୍ରାସବାଦୀ । ଘରୁ ରାଗି ଚାଲିଆସିଥିଲା ସୁଜାତା । ବୁଲୁଥିଲା ଏକାକୀ । ହଁ, ଇଏ ତ ଆମ ଗାଁ ଲୋକ ନୁହେଁ । କ’ଣ କରୁଛି ସେଠି । ମାଆ ତ ଏଇ ବିଲରେ ସାରୁ ଲଗାଏ । କାହାକୁ କହିଚି

Loading

Apr
2022
9

* ମନୁଷ୍ୟର ବିକଳ ସ୍ଥିତି — କଳ୍ପନା ରାୟ*

* ମନୁଷ୍ୟର ବିକଳ ସ୍ଥିତି* *କଳ୍ପନା ରାୟ* କେଡେ ବିକଳ ଚରିତ୍ର ଏ ମନୁଷ୍ୟ ଜୀବନ ଥାଇ ବି ନିର୍ଜୀବ ପରି ରହେ ଇଛା ଥାଇ ବି ରହି ହୁଏନା କର୍ତ୍ତବ୍ୟର ଆହ୍ଵାନରେ କର୍ତ୍ତବ୍ୟର ଦ୍ୱାହି ଦେଇ କେମିତି ଏଡାଇ ଯିବାକୁ ପଡ଼େ ବହୁ ଇଛା ଥାଇ ସନ୍ତୁଳି ହେବା ସାର ହୁଏ ସିନା ତପ୍ତ ମରୁବାଲିରେ ଛଟପଟ

Loading

Oct
2021
27

*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*

ମୁଁ ଶିଶୁଟିଏ କହୁଛି କଳ୍ପନା ରାୟ   ମୁଁ ଶିଶୁଟିଏ କହୁଛି କହିପାରିବ କି ସୁଧିଜନେ କାହିଁକି ମୋ ପାଇଁ ସମୟ ନାହିଁ ନା ବାପାର କି ମାଆର ନା ଜେଜେବାପା ନାମ ଜେଜମାଆର ଧରାଇ ଦିଅନ୍ତି ହାତରେ ମୋବାଇଲ୍ ଛଡାଇ ନିଅନ୍ତି ମୋ ଶୈଶବ ଦାଣ୍ଡରେ ଖେଳିବାକୁ ମନା ପାଖ ଘରକୁ ଯିବାକୁ ମନା ଚାରିପାଖରେ ଦୁଷ୍କର୍ମ

Loading

Oct
2021
23

*ସ୍ବାର୍ଥପର ବାନ୍ଧବୀ – କଳ୍ପନା ରାୟ*

ସ୍ବାର୍ଥପର ବାନ୍ଧବୀ କଳ୍ପନା ରାୟ ଆକାଶ ପାତାଳ ଭାବୁଥିଲା କାମିନୀ। ଜୀବନରେ କାମନା ନ ଥିଲା ହାରାହାରି । କେବଳ ତାର ନୁହେଁ, ତା ପରିବାରର ସମସ୍ତଙ୍କ ଜୀବନ ଅନ୍ୟ ପାଇଁ ଉତ୍ସର୍ଗୀକୃତ ଥିଲା ଯେମିତି । ବାପା ଛୋଟ ଏକ କ୍ଲର୍କ ଚାକିରି କରୁଥିଲେ ଅବଶ୍ୟ ସରକାରୀ । ଦୁଇ ବଖୁରିକିଆ ଭଡ଼ାଘରେ ପାଞ୍ଚ ପିଲା ଓ

Loading

Aug
2021
8

*କାହ୍ନୁ, କହିବୁ କି ଭକ୍ତ ପାଇଁ ଦୁଃଖ ଅଛିକି – କଳ୍ପନା ରାୟ*

    କାହ୍ନୁ, କହିବୁ କି ଭକ୍ତ ପାଇଁ ଦୁଃଖ ଅଛିକି କଳ୍ପନା ରାୟ 🙏🙏🙏🙏🙏🙏🙏🙏🙏🙏🙏🙏 କାହ୍ନୁ, କହିବୁକି ତୋର ଦୁଃଖ ଅଛିକି ଏକା ଏକା ରହି ଭକ୍ତଶୂନ୍ୟ ହୋଇ ସବୁ ପାଳନ କରୁ ରତ୍ନସିଂହାସନେ ବସି ଚିତାଲାଗି ଅମାବାସ୍ୟା ଆଜି ମଥାରେ ଲାଗିବ ଚିତା, ଛାଡିଯାଇଥିଲୁ ଡରେ ରଥଯାତ୍ରା ସମୟରେ ଲାଗିଵ ହୀରାଚିତା ତୋ ମସ୍ତକରେ ଵଡଭାଇ

Loading

Jun
2021
23

*ଜଗନ୍ନାଥେ – କଳ୍ପନା ରାୟ*

ଜଗନ୍ନାଥେ କଳ୍ପନା ରାୟ ଶ୍ରାବଣର ଯେଉଁ ଛମ୍ ଛମ୍ ନାଚ ଆଣିଛିକି ତୁମକୁ ଡ଼ାକି ତାର ପାଣି ଦେଖି ପାଣି ଢ଼ାଳି ହେବ ଭୁତାଣୁକୁ ଡରୁନକି ସିଂହଦ୍ଵାର ବନ୍ଦକରି ବସିଥିଲ ଆଷାଢ଼ ପୂର୍ଣ୍ଣିମା ଲୋଭ ଶହେ ଆଠ ଗରା ପାଣିରେ ସ୍ନାନ ଜ୍ବରରେ କାହିଁ ନ ପଡିବ ଆସିବ କାଳିଆ ଭକ୍ତର ଦର୍ଶନ ସତରେ ନାହିଁ କି ମନ

Loading

Feb
2021
13

ମୃତ୍ୟୁ, କେତେ କ୍ରୁର, ନିଷ୍ଠୁର—- କଳ୍ପନା ରାୟ

ମୃତ୍ୟୁ, କେତେ କ୍ରୁର, ନିଷ୍ଠୁର ‌ କଳ୍ପନା ରାୟ ମୃତ୍ୟୁ କେବେ ଭୟଙ୍କର ସତେ ଆମେ ଯଦିଓ ଜାଣୁ ‌‌ ‌ ସେ ଆସିବ ନିଶ୍ଚିତ ବଞ୍ଚିବାକୁ ଚାହିଁ ପୂଜୁ ଯମରାଜ କେତେବେଳେ ସାବିତ୍ରୀ ହୋଇ ତ କେବେ ବାଟ ଓଷାରେ କାନି ପତେଇ ବଞ୍ଚିବାକୁ ନାନା ଉପଚାର ଡାକ୍ତର, ବୈଦ୍ୟ, ଡାକ୍ତରଖାନା ଷଠିଦୂଷିଠାରୁ ମାଆ ମଙ୍ଗଳା ବାସ୍ତୁଶାସ୍ତ୍ରଠାରୁ

Loading

Jan
2021
6

ମାଗୁଣି ମୁଠେ ପ୍ରସାଦ—କଳ୍ପନା ରାୟ

ମାଗୁଣି ମୁଠେ ପ୍ରସାଦ ସୁରମ୍ୟପ୍ରାସାଦ ମାଗୁନାହିଁ ତୋତେ ମାଗୁଛି ମୁଠେ ପ୍ରସାଦ ତୋର ବଂଶୀସ୍ବନ ଶୁଭୁନାହିଁ ମୋତେ ମୟୂର ପୁଛ ସମ୍ପଦ ରଖିଲୁ ଧ୍ରୁବ ପ୍ରହ୍ଲାଦ ଖଣ୍ଡୁଆ ପାଟ ବି ଲୋଡା ନାହିଁ ମୋତେ ଚିରାରେ ଲୁଚୁ ବିବାଦ ଵେସୁରା ହେଉ ତ ସାତସୁର ମୋର ନାମ ମୋ ପାଟିରେ ଥାଉ ଶବରୀ ପରିକା ଧୈର୍ଯ୍ୟ ନାହିଁ ମୋର

Loading

Dec
2020
29

ଗଳ୍ପ – ଅଧାଗଢା ସ୍ବପ୍ନ —କଳ୍ପନା ରାୟ

ଗଳ୍ପ – ଅଧାଗଢା ସ୍ବପ୍ନ ସନ୍ଦେହରେ ସ୍ବାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କରେ ଦାଗ ଲାଗିବାକୁ ବସିଥିଲା । ଶାଶୁ ସବୁବେଳେ ବୁଝାଉଥିଲେ ଉଭୟ ପୁଅବୋହୁଙ୍କୁ । ଆମର ଗୋଟିଏ ପରିବାର । ରାନୀ କେବେ ତାକୁ ଭଲ ପାଉଥିଲା । ତା ବୋଲି ଏବେ ଛୁଆପିଲାର ମାଆ ହୋଇ ସେମିତି କରିବ । ମୋ ଶ୍ବଶୁର ଅମଳରୁ

Loading

Dec
2020
28

ଜଣେ ନାରୀର କାହାଣୀ— କଳ୍ପନା ରାୟ

କବିତା – ଜଣେ ନାରୀର କାହାଣୀ ଆସିଥିଲି ମୁହିଁ ଅନାଥାଶ୍ରମକୁ ଜଣେ ସହୃଦୟ ବ୍ୟକ୍ତି ବଳେ ନ ହେଲେ ଡଷ୍ଟବିନରେ ମରିଥାନ୍ତି ମୁଁ ପୂତିଗନ୍ଧମୟ ସେ ଅଳିଆରେ ପାଠ ମୁଁ ପଢିଲି ସାବାଳିକା ହେଲି ଚାକିରୀ କଲି ମୁଁ ଦୂରେ କାଷ୍ଟିଂକାଉଚ୍ ର ମୁହିଁ ଫସିଗଲି ନାଲିସି କଲି ତ ଫାଣ୍ଡିରେ ଅଫିସର ମୋର ଛାଡିଲେନି ପିଛା ମିଶିଲେ

Loading

Dec
2020
27

ଶୁଭ ସକାଳ ଆସୁଛି ଓହ୍ଲାଇ— କଳ୍ପନା ରାୟ

ଶୁଭ ସକାଳ ଆସୁଛି ଓହ୍ଲାଇ ମନର ତରଙ୍ଗେ ଭାସୁଛି ଆଶା ନିଶ୍ଚିତ ଚାଲିଯିବ ନିରାଶା ଶୀତୁଆ ଲହରୀ ଆଣିବ ଭରସା ନିଆଁରେ ପୋଡି ଯାଉ ଦୁର୍ଦ୍ଦଶା ଜଞ୍ଜାଳୁ ଆମେ ଶିଖୁ ବହୁତ ଜାଣୁ ଧନ ଜୀବନ ଅନିଶ୍ଚିତ କିନ୍ତୁ କର୍ମ କରୁ ବିପରୀତ ଏହି ଚେତନା ମହାମାରୀ ତ ମଧୁରେ ମଧୁର ଆସିବ ନୂଆ ଵରଷ ସଂସ୍କାରରେ ଅନୁଭୂତି

Loading

Dec
2020
26

ଦେଖୁ ଭକ୍ତ ନିର୍ଦ୍ଵନ୍ଦରେ —କଳ୍ପନା ରାୟ ‌‌

ଦେଖୁ ଭକ୍ତ ନିର୍ଦ୍ଵନ୍ଦରେ ଡରିବୁ ବୋଲିକି କହୁଥିଲେ ଯଶୋଦା କେବେ ତ ଡରୁ ନ ଥିଲୁ ବନବାସ ଗଲୁ ଦଶରଥଙ୍କ ଆଶଙ୍କା ଭବେ କିନ୍ତୁ ମନେ ରହିଲୁ ଏ ଅଦୃଶ୍ୟ ରୋଗକୁ ଡରିଲୁ ନ ମାସ ତୋର ସିଂହଦ୍ଵାର ଵନ୍ଦହେଲା ତଥାପି ଭୟ ନ ଛାଡିଲୁ ଖୋଲିଲୁ ଦ୍ବାରକୁ ରଖି ବହୁ ସର୍ତ୍ତ ଡରୁଛୁ କି ତୁ କରୋନାକୁ

Loading

Dec
2020
24

ଜଗତଜନନୀ ମାଆ ମହାଲକ୍ଷ୍ମୀ

ଧନର ଦେବୀ ତୁ ମାଆ ମହାଲକ୍ଷ୍ମୀ ଘରେ ଘରେ ପୂଜା ତୋର ପିତା ଅଟନ୍ତି ତୋ ପରା ମହୋଦଧି କୁବେର ପାଶେ ଭଣ୍ଡାର ସକାଳ ସନ୍ଧ୍ୟାରେ ପୂଜିବେ ମହିଳା ‌ ମହାଲକ୍ଷ୍ମୀ ପା ଵୋଲାଏ ମନରେ ତ ଥାଏ ସକାରାତ୍ମକ ଚିନ୍ତା ଶୁଦ୍ଧ ପୂତ ହୋଇଥାଏ ତୋର ଶୃଙ୍ଗାର କରିବେ ମହିଳା ପ୍ରିୟ ପରା ଅଟେ ତୋର ଶୁଭ୍ର

Loading

Nov
2020
30

ଡଙ୍ଗା– କଳ୍ପନା ରାୟ

ଡଙ୍ଗା କଳ୍ପନା ରାୟ ହଁ, ଭାସିଯା, ଯା…. ଭାସିଯା ଭାସିଯା…… ସ୍ବପ୍ନ ଦେଖୁଥିଲା ରାମୁ ସ୍ଵପ୍ନର ସୋଲ ଡଙ୍ଗା, ଯାହା ଭସାଏ ପ୍ରତିବର୍ଷ ସାଧବ ପୁଅଙ୍କ‌ ସୃତିର ତୁ ଅମାନତ ହୋଇ ଯା ହଁ, ହଁ, ଯା ତୁ ଭାସିଯା…. ଭାସି ଯା ……….. ଦେଖୁଛି ରାମୁ ସେଦିନର ସାତ ଭାଇ ଯାଇଥିଲେ ବାଣିଜ୍ୟରେ ଫେରି ଦେଖିଲେ ଭଉଣୀ

Loading

Nov
2020
20

ମାଟି — କଳ୍ପନା ରାୟ

ମାଟି    କଳ୍ପନା ରାୟ   ମାଟି ନୁହେଁ ସେ ମାଆ….ଟି ଫୁଲ ଫଳର ଗନ୍ତାଘର ସେ ଶିଶୁ ଉଠି ପଡ଼ି ଚାଲେ ଟି ଦିନେ ଖାଇଥିଲେ କୃଷ୍ଣ ତାକୁ ତ ଦେଖାଇ ଥିଲେ ଯଶୋଦାଙ୍କୁ ପାଟି ଯଶୋଦା ଦେଖିଲେ ଵିଶ୍ବ ଵ୍ରହ୍ମାଣ୍ଡ ଵୁଲାଇଥିଲା ତାଙ୍କ ମୁଣ୍ଡ ଟି ମାଟି ନୁହେଁ ସେ ମାଆ….….ଟି ସମସ୍ତଙ୍କର ସେ ଧାତ୍ରୀ,

Loading

Nov
2020
3

ରହିବ କି ପରାଧିନତା ସ୍ଵୀକାର କରି ?- କଳ୍ପନା ରାୟ

ରହିବ କି ପରାଧିନତା ସ୍ଵୀକାର କରି ? ‌‌ ଶୁଣିଛି, ଶୁଣିଥିଲି ତୁ ପୂର୍ବ ସ୍ମୃତି ଯେଵେ କରୁଥିଲେ ଅତ୍ୟାଚାର, ସକାଳ, ଖରାବେଳ ଅବା ରାତି କିଛି ଫରକ୍ ନ ଥିଲା ସେଠି, ତଥାପି ଆହଟରେ ଥିଲା ତୁମ ସ୍ଥିତି। ରକ୍ତ ଆଉ ମାଂସର ଶରୀର, ସହୁଥିଲା ସିନା ସବୁ ଅତ୍ୟାଚାର, ମନ ଆଉ ବିବେକ ସମର୍ପିଥିଲ ପ୍ରତିକ୍ଷିତ

Loading