May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

*ମୋ ବାପାଙ୍କ ମୂଲ୍ୟ ଜୀବନରେ…– କଳ୍ପନା ରାୟ*

ମୋ ବାପାଙ୍କ ମୂଲ୍ୟ ଜୀବନରେ……

 

ମୋ ଜୀବନରେ ପିତାଙ୍କ ମୂଲ୍ୟ
ଭଗବାନଙ୍କ ସହ ହେବକି ତୁଲ
ସେ ଥିଲେ ଆମ ଜୀବନ ଗୁରୁ
ସତ୍ୟ ବଚନରେ ପ୍ରଭାବ ସୁରୁ
ସେ ଜୀବନର ଆଲୋକ ବର୍ତ୍ତିକା
ଜୀବନର ଭଲ ବନ୍ଧୁ ଆଉ ସଖା
ବରଗଛ ପରି ଛାୟା ପ୍ରଦାନକାରୀ
ସୁଖରେ ଦୁଃଖରେ ଭରସା ଆମରି
ବିଶ୍ଵାସ ତାଙ୍କର ଥିଲା କର୍ମରେ
କର୍ମର ପଥ ଥିଲା ତାଙ୍କ ସତ୍ୟରେ
ସାଗର ପରି ସେ ବିଶାଳ
ହୃଦୟରେ ଭାରୀ ଥିଲେ ସରଳ
ଠକୁ ନ ଥିଲେ ସେ କାହାକୁ
ତୁରନ୍ତ ଦିଅନ୍ତି ଭିକାରୀ କୁ
ସମୟ ମୂଲ୍ୟ ତାଙ୍କର ବହୁତ
ପ୍ରଭୁଙ୍କୁ ସର୍ବଦା ଜଣାନ୍ତି ଦୁଃଖ
ଏକାକୀ ତୁଲାନ୍ତି ସଂସାର ଜଞ୍ଜାଳ
ଜଗନ୍ନାଥ ପ୍ରେମରେ ସଦା ସେ ଭୋଳ
ବହୁ ଲୋକଙ୍କ ସେ ଉଛ୍ବାସ
ସତରେ ରଖନ୍ତି ବିଶ୍ଵାସ
ଦୁଃଖି ରୋଗୀଙ୍କ ସେବାରେ
ମନ ରଖିଥାନ୍ତି ନିରନ୍ତରେ
ପାରୁ ପର୍ଯ୍ୟନ୍ତ କରନ୍ତି ଉଦ୍ୟମ
ଛୋଟ ଛୋଟ କଥାରେ ରଖନ୍ତି ଧ୍ୟାନ
ବହୁ ଦାହ କରିଛନ୍ତି ଶ୍ମଶାନରେ
ଆଶୀର୍ବାଦ ତାଙ୍କ ଅଛି ଜୀବନରେ
ମର୍ମେ ମର୍ମେ ଵୁଝିଛୁ ସତର ମୂଲ୍ୟ
ଯାହା ଜୀବନର ଅସଲ ମନ୍ତ୍ର

କଳ୍ପନା ରାୟ, ଲଇଡା, ସମ୍ବଲପୁର

 104 total views,  1 views today

Leave a Reply

Your email address will not be published. Required fields are marked *