ଆଜି ଖୋଜୁଛି ତୁମକୁ ଖୋଜୁଛି ବୋଲି କହିପାରିବିନି କାହିଁକି ନା ଖୋଜିବାରେ ବେଳ ନାହିଁ ତୁମକୁ ହଜାଇଛି ବୋଲି କହିପାରିବିନି ହଜାଇଵାରେ କେଵେ ଖୁସି ନାହିଁ ହଁ, ଏଇମିତି କାଇଁକି ମନେ ପଡ ଠିକ୍ କାରଣ କହିପାରିବିନି ଜୀବନରେ ଆସିବ ଏହିଭଳି ଝଡ଼ ନ ଭାବି ହୁଏତ ଶକ୍ତି ପାଇବିନି ସାଉଁଟା ସ୍ମୃତି ମୋ
Read More
32 total views, 1 views today
ନେଇ ଯା ଡାକି ରେ କଳାଵଦନ ବାନା ଉଡାଉଛୁ ପତିତପାବନ ପତିତ ପଙ୍କରେ ଜୀଉଁଛି ଜୀବନ ଜୀବିକା ଥାଇ ବି ମୁଁ ଜୀବନ ଶୂନ୍ୟ ନେଇଯା ଡାକି ରେ କଳାଵଦନ ମୋ ପାଇଁ କାହିଁକି ଏତେ ନିଷ୍ଠୁର ଭାଇଭଉଣୀ ଧରି ତୁ ବଡ଼ଠାକୁର ମୋର ହୋଇ କିଏ ଅଛି ନିଜର ଚାରିଆଡେ ଦିଶେ ଖାଲି ହାହାକାର
Read More
37 total views
ଶୀର୍ଷକ – ସବୁ କିଛି ଭୁଲ୍ ହୋଇଗଲା ପାଦପ ଉପରେ କୁହୁଡି ଚାଦର ଵ୍ରୀଡାଵତୀ ନାରୀ ମୋହିବ ନର ଲଜ୍ଜା ସରମ ଆଜି ନାରୀ ଛାଡିଦେଲା ହିସାବ ସବୁକିଛି ଭୁଲ୍ ହୋଇଗଲା ସହିଵା ପାଇଁ ମୁଁ ଯେତେ ଚେଷ୍ଟା କଲି ଧୈର୍ଯ୍ୟର ପରୀକ୍ଷା ଦେଇ ଦେଇ ମଲି ଦୃରେଇବାକୁ ନ ଚାହିଁ ବି ଦୂରେଇଲା
Read More
35 total views, 1 views today
ଶୀର୍ଷକ – ଖୋଜିଲେ ମିଳୁନି ଟିକିଏ ସୁଖ ଯୁଗ ପରେ ଯୁଗ ଚାଲୁଛି ଚାଲିବ ଲୋକେ ଖୋଜୁଛନ୍ତି ସୁଖ ଚାଳ ଘରେ ଦିନେ ଥିଲା ବହୁସୁଖ ଆଜି ଯେହ୍ନେ ସୁଖ ହୋଇଛି ବିମୁଖ ବନ୍ଦୀଘରେ ଥିଲେ ରାଜନନ୍ଦିନୀ ଦେବକୀ ତଥାପି ସୁଖ ଥିଲା
Read More
38 total views, 1 views today
ଭୁଲିଗଲାଣି ପ୍ରତିବଦ୍ଧତା ଲୋକ ଭୁଲିଗଲାଣି ପ୍ରତିବଦ୍ଧତା ସେଥିପାଇଁ ହୁଏ ଅସୁବିଧା ଯେଉଁ ଗୁଣ ଯୋଗୁଁ ମାନବିକତା ତାହା ପଡ଼ିଯାଏ ଵନ୍ଧା ଭୁଲନ୍ତେ ନାହିଁ ପ୍ରତିବଦ୍ଧତା ହୁଅନ୍ତେ ସିଏ ମହାନ୍ ଭୁଲନ୍ତି କିନ୍ତୁ କଥାଟି ସିନା ହୁଅନ୍ତି ହିନୀମାନ୍ ଭାବନ୍ତେ ଯଦି, ଟିକିଏ କଷ୍ଟ ହୁଅନ୍ତା ସିନା ଭାଇ କଷ୍ଟ ସହିଲେ ମିଳନ୍ତି କୃଷ୍ଣ ଜାଣନ୍ତି
Read More
28 total views
ଶୀର୍ଷକ – ଦେବଦାସୀ କେଉଁ ଜନମର ପୁଣ୍ୟଫଳ ଯୋଗୁଁ ହୋଇଲି ମୁଁ ଦେବଦାସୀ ନାଚି ନାଚି କେବେ ଥକେ ନାହିଁ ମୁଁ ମୁଁ ପରା ତୁମ ପ୍ରେୟସୀ ସଜେଇ ହୋଇଛି ତୁମ ପାଇଁ ପରା ଆଖିରେ କଜଳ ନାଇ କାନରେ କୁଣ୍ଡଳ ମସ୍ତକରେ ଟିକା ହାତରେ କଙ୍କଣ ଦେଇ ହାତକୁ କରିଛି ନାଲି ନାଲି
Read More
44 total views, 1 views today
ତୁମେ ଭାରି ମନେପଡ ତୁମେ ନ ଆସିଲେ ବି ମୋତେ ଦିଶିଯାଅ ଚହଲା ପାଣିରେ ସ୍ନେହ ଶ୍ରଦ୍ଧାର ବଳୟ ଭିତରେ କୃଷ୍ଣଚୂଡ଼ା ଗଛର ଚାନ୍ଦିନୀରେ ଦୁଃଖ ସୁଖର ଛକାପଞ୍ଝା ଖେଳରେ ତୁମେ ନ ଥିଲେ ବି ଆସିଯାଅ ମୋ ଭାବନାର ଅଳନ୍ଧୁ ଭିତରକୁ ଜାଡୁଆ ଶୀତର ଅନାବନା ଜାଳେଣୀ ପାଖକୁ ସେଇ ଜହ୍ନମାମୁଁର ରୂପାଜହ୍ନ
Read More
98 total views, 1 views today
ସକାଳ ଜଣାଣ *********** କଳ୍ପନା ରାୟ ********** ମନ ମୋର ଆଉ ଲାଗୁନି କେଉଁଠି ନେଇଯା ମୋତେ ତୁ ଶିରିମନ୍ଦିର ବାଇଶି ପାହାଚେ କରିଵି ମୁଁ ସ୍ତୁତି ଭାବିବିନି ଆଉ ଘର ପରିବାର ତୋର ମନ୍ଦିରରେ ରଖିଛୁ ସଭିଙ୍କୁ ଆମ ଘରେ କାହିଁ ଲଗାଉ କଳି ଭଲ ଲାଗେ ହାତଯୋଡି ଡାକିବାକୁ ଭାବରେ ତୁ
Read More
49 total views, 2 views today
ଆ କା ମା ବୈ ଆ ରେ ଆଷାଢ଼ କା ରେ କାର୍ତ୍ତିକ ମା ରେ ମାଘ ଆଉ ଵୈ ରେ ବୈଶାଖ ଏବେ ବର୍ଷସାରା ବେପାର କରେ ସାଧବ ସେତେବେଳେ କିନ୍ତୁ ଏଇ ଚାରି ମାସ ଶ୍ରେଷ୍ଠ ଆଣିବାକୁ ଯାଉଥିଲା ସେ ଜାଭା ସୁମାତ୍ରା ବିକି କିଣି ପୋଷୁଥିଲା ନିଜ ଛୁଆପିଲା ସାରା ବର୍ଷ
Read More
58 total views
କନ୍ୟା ଦିବସରେ ଏକ କନ୍ୟାର ଅନ୍ତଃଵେଦନା ମୁଁ ଯେଉଁଦିନ ଝିଅ ହୋଇ ଜନ୍ମିଲି ସମସ୍ତେ କହିଲେ ମୁଁ ପୁଅଟିଏ ବୋଲି ସେମାନଙ୍କ କଥା କର୍ଣ୍ଣରେ ଶୁଣିଲି ପୁଅଟିଏ ଭଳି କର୍ମ କରି ମୁଁ ଚାଲିଲି ପାଠପଢା ସାଙ୍ଗରେ ସାଠ କୁ ନେଇ କାମ କରୁଥିଲି ମୁଁ ଥାକ ଦେଇ ଗୋଡ଼ ମୋଡିବାଠାରୁ ଗଛ ଚଢିବା
Read More
67 total views
ବାପାଙ୍କୁ ଚିଠିଟି ଏ (୧୧) ପୂଜ୍ୟପୂଜା ବାପା, ଅୟୁତ ଅୟୁତ ଦଣ୍ଡବତ । ସେଠାରେ ଥିବା ମାନ୍ୟଗଣ୍ୟ ବ୍ୟକ୍ତି ଓ ଗୁରୁଜନଙ୍କୁ ମୋର ଭକ୍ତିପୂତ ପ୍ରଣାମ ଜଣାଇ ଦେବ । ସନ୍ଧ୍ୟା ଆସିଛି କି ଘନ କଳା ନିଶିଥିନୀଙ୍କ ପ୍ରବେଶ ହେଲାଣି ମୁଁ ବୁଝିପାରୁ ନାହିଁ ବାପା । ସନ୍ଧ୍ୟା କଥା କାହିଁକି କହିଲି ତାପରେ
Read More
47 total views
କହ ଚକାଡୋଳା କେତେ କଷ୍ଟ କରି ବାପାଙ୍କ ସଂସାର ନିଜ ସଂସାର ଭାବିଲି କହ ଚକାଡୋଳା, ରହିଲା କି ଦୋଷ ଚିନ୍ତାରେ କାଳ କାଟିଲି ଭାଇଭଉଣୀଙ୍କ ସୁଖ ଭୋଗ ପାଇଁ ତ୍ୟାଗ କରି କରି ଯତ୍ନ କଲି ଏକାଠି ଧରିଛୁ
Read More
50 total views
ଶୀର୍ଷକ – ସ୍ବପ୍ନ ଥିଲା ପ୍ରିୟା ପାଇଁ ସେଦିନ ଯାଇଛି ପ୍ରିୟା ବି ହଜିଛି କେଉଁ ଆଡେ ଗଲା କାହିଁ ସ୍ମୃତି ସାଗରରେ ତାକୁ ସଜେଇଛି ଯାହା ଥିଲା ସ୍ବପ୍ନ ପ୍ରିୟା ପାଇଁ ପ୍ରିୟା ସାଥେ
Read More
83 total views
ଗଳ୍ପ – ନେଡ଼ିଗୁଡ଼ କହୁଣୀକୁ ବୋହି ଯିବା ପରେ ଶାନ୍ତିଦେଵୀ ନିଛକ୍ ମଣିଷପ୍ରେମୀ । ସରଳଵିଶ୍ବାସୀ, କର୍ଭଠ ମହିଳା ।ତାଙ୍କର ତ୍ୟାଗ ଯିଏ ଦେଖିଛି ବାଃ ବାଃ ନ କହି ରହି ପାରିନି । ବାହାହେଇ ଆସିଲା ପରେ ସିଏ ଆଉ ତାଙ୍କ ସ୍ଵାମୀଙ୍କୁ ନେଇ ତାଙ୍କ ପରିବାର । ସ୍ବାମୀ ବିଦେଶରେ ।
Read More
81 total views
ଶୀର୍ଷକ – ଛବି ବହି ଛବି ବହି ମୋର ଆଜି ବି ମନେ ଅଛି ଯାହା ଥିଲା ପିଲାଦିନର ଅମୂଲମୂଲ ରଙ୍ଗ ନାଁ ପରା ସିଏ ଆମକୁ ଚିହ୍ନାଇଛି ଯାହା ଥିଲା ଜୀବନର ପ୍ରୀତି ଫୁଲ ଛବି ଦେଖି ଦେଖି କହି ଯାଉଥିଲୁ ଜଣାପଡେ ଯେମିତି ଛୁଆ ଅପଢା ପଣ୍ଡିତ ଚକ ଅଖଠାରୁ ଆମ୍ବ
Read More
80 total views
କର୍ମଫଳ କଳ୍ପନା ରାୟ ଦେବତା ହେଉ କି ଯକ୍ଷ କିନ୍ନର କର୍ମଫଳ ନିଶ୍ଚେ ଭୋଗିଵ ନର ଜନ୍ମ ପରେ ଜନ୍ମ କେତେ ଜନ୍ମ ଯିବ ହିସାବ କରୁଛି କିଏ ସେ କାଳିଆ ଅଜଣାତେ ଅହଲ୍ୟା କରିଲେ ଦୋଷ ପଡି ରହିଲେ ସେ ପଥର ଭଳିଆ ରାମ ରୂପେ ତୁମେ ଧରାକୁ ଆସି ସୁନ୍ଦରୀ ରୂପକୁ ତାଙ୍କ ଦେଲ
Read More
70 total views
ଆହେ ଜଗଦୀଶ, କପଟ କାହିଁକି ଆହେ ଜଗଦୀଶ, କର ହେ ଆଶିଷ ଡ଼ାକି ନିଅ ତୁମ୍ଭ ପାଶ ଲୋହିତ ଚର୍ମ, ଗଳିତ ଦନ୍ତ କରି କି ପାରିବି ତୁମ ଦିଆ କର୍ମ ଛିଡ଼ା ହେବା ପାଇଁ ଗୋଡେ ବଳ ନାହିଁ ଅଣ୍ଟା ଠାରୁ ଗୋଡ଼ କରେ ଝାଇଁ ଝାଇଁ କଷ୍ଟ କରି କରି ଏତେ ବାଟ ଆସିଲି ତୁମକୁ
Read More
71 total views, 1 views today
ତ୍ରିଜଟା ହେଉ ପଛେ ଗୋଲାମୀ କରୁଥିଲି ଶ୍ରେଷ୍ଠ ପଣ୍ଡିତ ରାବଣଙ୍କର କେତେକଙ୍କ ଆଖି ଚାହୁଁଥିଲା ଦେଖିବାକୁ ସତୀ ସୀତାମାତାଙ୍କୁ ଯାହାକୁ ଦେବାକୁ ପଡ଼ିଥିଲା ଅଗ୍ନିପରୀକ୍ଷା, ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ କଥାରେ ତାଙ୍କର ସତୀତ୍ଵକୁ ମୁଁ ଦେଖିଛି ଏକମାତ୍ର ଦୂଵରେ ଅଟକାଇଥିଲେ ଦଶାନନ ମନ୍ଦୋଦରୀପତି ମହା ପରାକ୍ରମଶାଳୀ ରାବଣକୁ ରାବଣର କଥାରେ ହେଉପଛେ ଖାଇବାକୁ ଦେଇଥିଲି ମାଆ ହୋଇ ଅଝଟିଆ
Read More
71 total views
ରାଧାପାଦ ଦର୍ଶନ ତୁମରି ଚରଣେ ରହୁ ମୋ ନୟନ ତୁମଠାରେ ମୋର ଭକ୍ତି ତୁମରି ସେନେହ ଆଦର ସୋହାଗ ରହୁ ମୋର ଅନୁରକ୍ତି ଏ ଛନ୍ଦା ଚରଣ ଦେବଙ୍କ ମନନ ଘୁଙ୍ଗୁରର ରୁଣୁଝୁଣୁ ପାଦ ଶବ୍ଦ ଶୁଣି ମୁରଲିଧରଙ୍କ ବାଜିଉଠିଥାଏ ବେଣୁ ବରଷ ଯାକରେ ଭକ୍ତଙ୍କ
Read More
69 total views
ମୋ ବାପାଙ୍କ ମୂଲ୍ୟ ଜୀବନରେ…… ମୋ ଜୀବନରେ ପିତାଙ୍କ ମୂଲ୍ୟ ଭଗବାନଙ୍କ ସହ ହେବକି ତୁଲ ସେ ଥିଲେ ଆମ ଜୀବନ ଗୁରୁ ସତ୍ୟ ବଚନରେ ପ୍ରଭାବ ସୁରୁ ସେ ଜୀବନର ଆଲୋକ ବର୍ତ୍ତିକା ଜୀବନର ଭଲ ବନ୍ଧୁ ଆଉ ସଖା ବରଗଛ ପରି ଛାୟା ପ୍ରଦାନକାରୀ ସୁଖରେ ଦୁଃଖରେ ଭରସା ଆମରି ବିଶ୍ଵାସ ତାଙ୍କର ଥିଲା
Read More
82 total views