April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Apr
2022
18

*ଅସ୍ତରାଗ– ନଳିନୀ ପ୍ରଭା ମିଶ୍ର*

ଅସ୍ତରାଗ ତୁମେ! ଅସ୍ତରାଗ ପ୍ରତୀଚିଗଗନେ ସାନ୍ଧ୍ୟ ସ ଉନ୍ଦର୍ଯ୍ୟ ଦୃଶ୍ୟ ଚିତ୍ତ ଚିନ୍ତନର ଦିବ୍ୟ ପୀୟୂଷ କବିତାର ଭାବରସ। ତୁମେ! ଅସ୍ତରାଗ ଅସ୍ତଗାମୀ ଶୋଭା ପୀତ ଲୋହିତ ଛବି ଉତ୍କର୍ଷ ଆକର୍ଷ ଉପମାର ଧାରା ହୃଦୟରୁ ଆସ ସ୍ରବି। ଗୈଧୂଳି ବେଳାର ବ୍ୟଗ୍ର ଲଗନେ ଉଦ୍ଦୀପ୍ତ ତୁମ ତନୁ ଦିବସାବସାନେ ଜଗତ ସତ୍ୟ ନିୟମାକ ଅସ୍ତ ଭାନୁ। ତୁମେ!

Loading

Apr
2022
18

*ରାମାୟଣରେ ଆଦର୍ଶବାଦ ଚରିତ୍ରର ଅବତାରଣା–ସଂଯୁକ୍ତା ସାହୁ*

ରାମାୟଣରେ ଆଦର୍ଶବାଦ ଚରିତ୍ରର ଅବତାରଣା ~~~~~~~~~~~~~~~~~~~~~~~~~~~ ଚୋର ରତ୍ନାକର ତାଙ୍କ ଜୀବନରେ ରାମ ନାମ ଜପି ବାଲ୍ମୀକିଋଷି ପାଲଟିଲେ ମହାତେଜ ବେଦବିତ୍ ତ୍ରିଲୋକ ଖ୍ୟାତି ଜିତେନ୍ଦ୍ରିୟ ଧାର୍ମିକ ମିତ୍ରବାନ୍ ବଳବାନ୍ ମହର୍ଷି ସମାନ ,ଦାନୀପଣ,ପରୋପକାରୀ ଥିଲେ ଅଯୋଧ୍ୟାର ନରପତି ଦଶରଥ । ରାଜଚଜ୍ରବର୍ତ୍ତୀ ବୋଲି ହୋଇଥିଲେ ବିଖ୍ୟାତ ତାଙ୍କ ଚାରିପୁତ୍ର ଯେ ରାମ,ଲକ୍ଷ୍ମଣ,ଭରତ ଆଉ ଶତ୍ରୁଘ୍ନ କୋଳ ମଣ୍ଡନ

Loading

Apr
2022
18

*ଅନୁଭବେ ଦିବ୍ଯସତ୍ତା– ଡ. ପ୍ରିୟମ୍ବଦା ସାମଲ*

*ଅନୁଭବେ ଦିବ୍ଯସତ୍ତା* ଭାବର ଠାକୁର ଭାବବିନୋଦିଆ ଯେବେ ମୁଁ ତୁମକୁ ଭାବେ ଭାବର ଭାବରେ ବିରାଜ ଭାବରେ ଦିବ୍ଯସତ୍ତା ଅନୁଭବେ। ଦୁଃଖ କଷ୍ଟ ଦେଇ ପରଖୁ ଥାଅ ତ ଭକତ ଜନର ଭାବ ଦୁଃଖରେ ନିକଟେ ଥାଅ ପ୍ରଭୁ ତୁମେ କରେ ମୁହିଁ ଅନୁଭବ। ହଟିଆ ଠାକୁର ହେ ନଟ ନାଗର ମୁରୁକି ମୁରୁକି ହସ ମୋତେ କଷ୍ଟ

Loading

Apr
2022
18

*ପ୍ରତୀକ୍ଷା — ବନଲତା ଜାଲି*

ପ୍ରତୀକ୍ଷା   ତୁମେ ଦିନେ କହିଥିଲ,ମୁଁ ଆସିବି ଫଗୁଣର ରଙ୍ଗ ବଦଳାଇ ଭିଜାଇବି ରିମ୍ ଝିମ୍ ଶ୍ରାବଣରେ ହୃଦୟର ଶୁଷ୍କତାକୁ ଧୋଇ ।। ଗ୍ରୀଷ୍ମର କିରଣ ପରି ଆଶା ତୁମ ହେବ ଦୀପ୍ତିମନ୍ତ,ତେଜଷ୍କ୍ରିୟ ମୃତ୍ୟୁ ହିମ ଆଲିଙ୍ଗନେ ଚକ୍ଷୁ ତୁମ ସବୁବେଳେ ହେବ ସ୍ବପ୍ନମୟ ।। ମରୁଭୂମି ଉଷ୍ଣତାକୁ ପାଲଟାଇ ଜହ୍ନର ଶୀତଳ ଜୋତ୍ସ୍ନ୍ଯା ପରି ଭରିଦେବି ହସଖୁସି

Loading

Apr
2022
18

*ମୋ ବାପାଙ୍କ ମୂଲ୍ୟ ଜୀବନରେ…– କଳ୍ପନା ରାୟ*

ମୋ ବାପାଙ୍କ ମୂଲ୍ୟ ଜୀବନରେ……   ମୋ ଜୀବନରେ ପିତାଙ୍କ ମୂଲ୍ୟ ଭଗବାନଙ୍କ ସହ ହେବକି ତୁଲ ସେ ଥିଲେ ଆମ ଜୀବନ ଗୁରୁ ସତ୍ୟ ବଚନରେ ପ୍ରଭାବ ସୁରୁ ସେ ଜୀବନର ଆଲୋକ ବର୍ତ୍ତିକା ଜୀବନର ଭଲ ବନ୍ଧୁ ଆଉ ସଖା ବରଗଛ ପରି ଛାୟା ପ୍ରଦାନକାରୀ ସୁଖରେ ଦୁଃଖରେ ଭରସା ଆମରି ବିଶ୍ଵାସ ତାଙ୍କର ଥିଲା

Loading

Apr
2022
18

*ଜୀବନ–କଳ୍ପନା ମିଶ୍ର*

ଜୀବନ ********* ଜୀବନ ସତରେ କ’ଣ ଖୋଲା ବହିଟିଏ ? କେଜାଣି ହେଇଥିବ !! ମୋର କିନ୍ତୁ ବିଶ୍ବାସ ହୁଏନା । ଚକମକ୍ ରଙ୍ଗୀନ୍ ମଲାଟ ତଳେ କେତେ ଯେ ଅବୁଝା ପୃଷ୍ଠା କେତେ ଯେ କା‌ହାଣୀ କେତେ ହସ ଆଉ କେତେ ଲୁହ ରଙ୍ଗିନ ମଲାଟର ପଛେ ଲୁଚିଯାଏ ଜୀବନର ଖୋଲା ବହି ବନ୍ଦ ପଡିଯାଏ ।

Loading

Apr
2022
18

*ସଂନ୍ଧ୍ୟା ଆସିଗଲେ –ପ୍ରଶାନ୍ତ କୁମାର ନାଥ*

ସଂନ୍ଧ୍ୟା ଆସିଗଲେ   ସୂରୁଜ ନଇଁଲେ ଭାବନା ମୋ ଆସେ ସଂନ୍ଧ୍ୟା ରାଣୀ ଆଗାମନେ ବିମୁଗ୍ଧ ଧରଣୀ ମୁଗ୍ଧ କରେ ମୋତେ ମୋ ହୃଦୟ କୁଞ୍ଜ ବନେ। ସଂନ୍ଧ୍ୟା ଯେଵେ ଆସେ ଅନ୍ଧାରକୁ ଘେନି କଳା ଓଢ଼ଣୀ କୁ ଟାଣି ମୋ ମନ ବ୍ୟାକୁଳ ହୁଏତ ଅଧିର କବିତା ଲେଖିବା ପାଇଁ। ସଂନ୍ଧ୍ୟା ଆଳତୀରେ ଜଳିଲେ ପ୍ରଦୀପ ଅନ୍ଧାର

Loading

Apr
2022
18

*ତୁମ ଅପେକ୍ଷା ରେ ମୋହିନୀ–ପବିତ୍ର ବେହେରା*

*** ତୁମ ଅପେକ୍ଷା ରେ ମୋହିନୀ *** ବୟସ ର ବସନ୍ତ ଫେରିଯିବା ପରେ ମୋ ମନର ଅକୁହା ଭାବନା ତୁମ ଦେହର ଅଦୃଶ୍ଯ ସ୍ପର୍ଶ ପାଇବା ଆଶାରେ ତୁମ ଅପେକ୍ଷାରେ ଚାହିଁ ବସିଛି। ତମେ ଆସିଲେ ଗାଢ଼ ଆଲିଙ୍ଗନ ରେ ସବୁରାତି କଟିଯିବ ଖୁସି ସାଉଁଟି । ଆକର୍ଷଣର ଓଦଳିଆ ପ୍ରାଙ୍ଗଣରେ ତମ ସହ ଭିଜିଯିବାର ମଜା

Loading

Apr
2022
18

*ସ୍ମୃତି — ନଳିନୀ ପ୍ରଭା ମିଶ୍ର*

*ସ୍ମୃତି * ସ୍ମୃତି ତୁମେ କେବେ ପାହାନ୍ତି ସପନ କେବେ ବସନ୍ତର ମଧୁ ଗୀତି କେବେ ପୁଣି ତୁମେ ଉଦାସୀ ଜହ୍ନ ଟେ ଶୀତ ସକାଳ ର ହୁଅ ସାଥୀ। ସ୍ମୃତି ତୁମେ କେବେ ନ ଈ ପଠା ଧାରେ ଶରତ ସଂଜ ର କାଶ ଫୁଲ କେବେ ହୋଇଯାଅ ମନ ଅଗଣାରେ ପୂର୍ଣ୍ଣିମା ର ରାତି ଝଲମଲ।

Loading

Apr
2022
18

*ଟୋପାଏ ସିନ୍ଦୂର–ଜନ୍ମଜୟ ନାୟକ*

– ଟୋପାଏ ସିନ୍ଦୂର ହଁ ସକାଳଟିଏ ଆସିଛି , ରାତିର କାଳିଅନ୍ଧାକାରର ବକ୍ଷରୁ ମୁକ୍ତି ପାଇ ସିନ୍ଦୂରା ଫାଟି ପୂରୁବ ଦିଗରୁ ସୁନେଲି ମୁରୁଜ ବୁଣିହେଇପଡୁଛି। ସୋରିଷଫୁଲର ହଳଦିଆ କ୍ଷେତରୁ ଭିଜାମାଟିର ବାସ୍ନା ନେଇଆସୁଛି ସୁଲୁସୁଲିଆ ବାଆ। ଦେବାଦେବୀଙ୍କ ଚରଣାବିନ୍ଦରେ ସ୍ଥାନପାଇବାକୁ ପ୍ରତୀକ୍ଷାରତ ସୁବାସିତ ପୁଷ୍ପମାନେ ଫୁଲମାଉସୀର ଚାଙ୍ଗୁଡିରେ ମୁରୁକି ହସୁଛନ୍ତି । ଚଷାଭାଇଟି ଶଗଡରେ ବସି କାଶିଆ

Loading

Apr
2022
13

*ପାହାଡି କନ୍ୟା–ପବିତ୍ର ବେହେରା*

“‘ ପାହାଡି କନ୍ୟା”‘ ମଦାଳସୀ ଚାଲି କୁରଙ୍ଗୀ ନୟନି ଚାରୁ ଭାଷି ସ୍ୱର୍ଣ୍ଣ ଅଙ୍ଗି କୋଣାର୍କ ମନ୍ଦିର ଭଗ୍ନ ଅବସ୍ଥାରେ ଦେଖି ତୋର କଟି ଭଙ୍ଗି ଚୂର୍ଣ୍ଣ କଲୁ ଗର୍ବ ରମ୍ଭା ଉର୍ବସୀଙ୍କ ସ୍ୱଳ୍ପ ଲାଜ କରି ତୋର ଭୃକୁଟି ଥରାଇ ଚାହାଣି ଛୁରୀରେ ଚିରି ଦେଲୁ ଛାତି ମୋର ସ୍ମିତ ହାସ୍ୟ ଦେଇ ଗୋଲାପି ଓଷ୍ଠରେ ହସୁ

Loading

Apr
2022
13

*ସ୍ଵାଭିମାନୀ ଓଡ଼ିଆ–ସନ୍ଧ୍ୟାରାଣୀ ହୋତା*

**ସ୍ଵାଭିମାନୀ ଓଡ଼ିଆ** ଓଡ଼ିଶା ମାଟିରେ ଜନମ ମୋହର ଓଡ଼ିଆ ମୋ ପରିଚୟ ଭାରି ସ୍ଵାଭିମାନୀ ମୋ ଓଡ଼ିଆ ଜାତି ନାଥ ମୋ କାଳିଆ ଦିଅଁ।। ଐର ଖାରବେଳ, ଅଶୋକ, ଅନଙ୍ଗ ଯଯାତି ବୀର ପୁଙ୍ଗବ ହିମାଳୟ ଠାରୁ କୁମାରିକା ଯାଏ ବିରାଜେ ଯାର ଗୌରବ।। ବାଜିଆ,ଧରମା, ଫକିର ମୋହନ ଗଙ୍ଗାଧର, ରାଧାନାଥ ଉତ୍କଳ ଗୌରବ ମଧୁସୂଦନ ଯା ଅଙ୍କ

Loading

Apr
2022
13

*ହଁ ! ମୁଁ ଯୋଦ୍ଧା–ସୁଭଦ୍ରା ପଟ୍ଟାୟତ*

*ହଁ ! ମୁଁ ଯୋଦ୍ଧା* ହଁ ମୁଁ ଯୋଦ୍ଧା । ନୂଆ ନୂଆ ରଣ ଭୂମିରେ ପାଦ ଥାପିଛି । ଏ ଯୁଦ୍ଧରେ ଶତୃ କ୍ଷକ୍ତାକ୍ତ ହେବ ସିନା ରକ୍ତାକ୍ତ ହେବନାହିଁ । ଏ ଯୁଦ୍ଧ ଖଡ୍ଗର ନୁହେଁ ଏ ଯୁଦ୍ଧ କଲମର । ଏ ଯୁଦ୍ଧର ଉଦ୍ଦେଶ୍ୟ କୋଉଁ ରାଜ୍ୟ ଜୟ କରିବା ନୁହେଁ କି କୌଣସି

Loading

Apr
2022
13

*ଅଜାଙ୍କ କଥା –ବନଲତା ଜାଲି*

*ଅଜାଙ୍କ କଥା* ଦିନେ ସଞ୍ଜରେ ଅଜାଙ୍କ ପାଖେ ବସିଥିଲେ ପିଲାମାନେ କହିଲେ ଅଜା ଗପଟି କୁହ ରଖିବୁ ଆମେ ମନେ ।। କହିଲେ ଅଜା କୁନା ମୁନାଙ୍କୁ ଶୁଣ ପିଲେ ଦେଇ ମନ ସ୍ବାସ୍ଥ୍ୟ ଅଟଇ ବଡ ସମ୍ପଦ ନିଅ ତାହାର ଯତନ ।। ଏବେ ଆସିଛି ଖରାପ ବେଳ ହେବନି ଜମା ଦୁଷ୍ଟ ବୁଲା ବୁଲିରେ ରୋଗ

Loading

Apr
2022
13

*ବୋହୂ — ଜାନକୀ ମହାନ୍ତ*

*ବୋହୂ* ଭଲ ବୋହୂ ଟିଏ ଚାହୁଁ ଥାଅ ଯିଏ ବିଶାଳ କର ହୃଦୟ, ଦିଅ ସ୍ନେହ ଶ୍ରଦ୍ଧା ସମ୍ମାନ ଅସ୍ମିତା ମନେ ନ ରଖି ସଂଶୟ।। ଉଚ୍ଚ ସୁଶିକ୍ଷିତା ଥାଉ ତା’ ଯୋଗ୍ୟତା ଯଦି ମନେ ଥାଏ ଇଚ୍ଛା, ସ୍ୱାଧୀନତା ଦିଅ ନିଜ ଭାବି ତା’ର ପୂରଣ କର ସଦ୍ଦିଚ୍ଛା ।। ଚାକିରିଆ ବୋହୂ ଯଦି ଖୋଜୁଥାଅ ଗୃହ

Loading

Apr
2022
13

*ପାନ୍ଥଶାଳାର ପଥିକ–ନୀହାରିକା ପଣ୍ଡା*

*ପାନ୍ଥଶାଳାର ପଥିକ* ଜନ୍ମଭୂମି ଆମ ପାନ୍ଥଶାଳାଟିଏ ଆମେ ଜଣେ ଜଣେ ପଥିକ ବାଟ ଚାଲୁଚାଲୁ ଝୁଣ୍ଟିବା ହିଁ ସାର ଉଠାଣି ଗଡାଣି ଅନେକ। ପାନ୍ଥଶାଳା ମଧ୍ୟେ ପଶାପାଲି କ୍ରୀଡା ଜିତିବା ହାରିବା ସ୍ୱୀକୃତି ଯେତେ ଯାହା ହେଲେ ନିରନ୍ତର ଏଠି କରିଥାଏ ନିଶ୍ଚେ ପ୍ରଗତି। ଆଶା ନିରାଶାର ମିଶାଣ ଫେଡାଣ ଜୀବନ ଯାତ୍ରାର ଅଗଣା ଜନ୍ମଭୂମି ବକ୍ଷେ ବାଛ

Loading

Apr
2022
13

*ପୁରୁଷୋତ୍ତମ ଶ୍ରୀରାମ– ସୁସ୍ମିତା ଶତପଥି*

*ପୁରୁଷୋତ୍ତମ ଶ୍ରୀରାମ* ସୁସ୍ମିତା ଶତପଥି ଶୁଭ ଚୈତ୍ର ଶୁକ୍ଳ ନବମୀ ତିଥିରେ ଶ୍ରୀରାମଙ୍କ ଆବିର୍ଭାବ ସନାତନ ଧର୍ମ ପ୍ରାଣର ଅଧାର ଶ୍ରୀରାମ ପୁରୁଷୋତ୍ତମ। ପିତୃମାତୃ ଭକ୍ତି ଭ୍ରାତା ସ୍ନେହ ପ୍ରିତୀ ଏକ ପତ୍ନୀ ବ୍ରତ ପାଳି ମାନବୀୟ ଲୀଳା ଖେଳା ରଚିଗଲେ ଯଶ ଉଠଇ ଉଜ୍ୱଳି। ତ୍ୟାଗ ତିତିକ୍ଷାର କ୍ଷମାର ସାଗର ପରାକ୍ରମୀ ମହାବୀର ତାଡକା ଵଧିଲେ ରାବଣ

Loading

Apr
2022
13

*ଶ୍ରୀରାମ ଙ୍କ ଜନ୍ମ ବୃତ୍ତାନ୍ତ–ପ୍ରିୟମ୍ବଦା ରାଉତ*

ଶ୍ରୀରାମଙ୍କ ଜନ୍ମ ବୃତ୍ତାନ୍ତ ****************** ନମସ୍ତେ ପ୍ରଭୁ ଭଗବାନ,ପୁରୁଷ ଉତ୍ତମ ଶ୍ରୀରାମ l ଅବନୀ ଭାରା ନାଶ ଯୋଗେ, ଜନ୍ମ ନିଅନ୍ତି ପ୍ରତି ଯୁଗେ l ତ୍ରେତୟା ଯୁଗର ଏ କଥା, ଶୁଣି ଖଣ୍ଡିବ ଭବ ବ୍ୟଥା l ଅଯୋଧ୍ୟା ରାଜା ଦଶରଥ, ଅପୁତ୍ରିକ ହେତୁ ବିଷାଦ l ଲୋମପାଦ ଯେ ତାଙ୍କ ମିତ୍ର, ତାହାଙ୍କୁ ଦେଲେ ଉପଦେଶ

Loading

Apr
2022
13

*ଶ୍ରୀରାମ ନବମୀ–ସୁଜାତା ରାଉତ*

🙏🏻ଶ୍ରୀରାମ ନବମୀ🙏🏻 ✍🏻✍🏻✍🏻✍🏻✍🏻✍🏻 ସୂର୍ଯ୍ୟବଂଶୀ ରାଜା ଦଶରଥ କୋଳେ ଜନମିଲ ପୁତ୍ର ରୂପେ, ଭକ୍ତ ହନୁମାନ ଯୁଗ ଯୁଗ ଧରି ତୁମରି ନାମକୁ ଜପେ l ଧରାକୁ ଉଶ୍ୱାସ କରିବାକୁ ପ୍ରଭୁ ଜନମି ମାନବ କୂଳେ, ପୁତ୍ରରୂପେ ପ୍ରଜା ପାଳିଲ ପ୍ରଭୁହେ ଯଶରଖି ମହୀତଳେ l ଜଗତ ଜନନୀ ସୀତା ଠାକୁରାଣୀ ଜନକ ରାଜାଙ୍କ କନ୍ୟା, ଶିବଧନୁ ଭାଙ୍ଗି

Loading

Apr
2022
13

*ଶ୍ରୀରାମ ନବମୀ — ବିନୋଦିନୀ ଦାଶ*

ଶ୍ରୀରାମ ନବମୀ ରଘୁକୁଳେ ଜାତ ଶ୍ରୀରାମ ସୁପୁତ୍ର ଦଶରଥ କଉଶଲ୍ୟା କୋଳରେ ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ଋତୁରାଜ ରାଜୁତି ସମୟରେ । ତାଙ୍କ ଜନ୍ମ ଥିଲା ନିୟତି ନିର୍ଦ୍ଦେଶ ଦଶାନନର ନିଧନ ନିମିତ୍ତ ବନବାସ ଭୋଗୀ ପତ୍ନୀ ବିରହରେ ରଖିଗଲେ କୀର୍ତ୍ତି ହୋଇ ବିଜିତ । ପତ୍ନୀ ସୀତେ ତ୍ୟାଗୀ ସେହି ପୂଣ୍ୟଶ୍ଳୋକ ପ୍ରଜାବତ୍ସଳ ରାଜା ସାଜିଥିଲେ

Loading