Apr
2022
18
*ଜୀବନ–କଳ୍ପନା ମିଶ୍ର*
ଜୀବନ ********* ଜୀବନ ସତରେ କ’ଣ ଖୋଲା ବହିଟିଏ ? କେଜାଣି ହେଇଥିବ !! ମୋର କିନ୍ତୁ ବିଶ୍ବାସ ହୁଏନା । ଚକମକ୍ ରଙ୍ଗୀନ୍ ମଲାଟ ତଳେ କେତେ ଯେ ଅବୁଝା ପୃଷ୍ଠା କେତେ ଯେ କାହାଣୀ କେତେ ହସ ଆଉ କେତେ ଲୁହ ରଙ୍ଗିନ ମଲାଟର ପଛେ ଲୁଚିଯାଏ ଜୀବନର ଖୋଲା ବହି ବନ୍ଦ ପଡିଯାଏ ।